ସମ୍ପଦ ଚନ୍ଦ୍ର ସ୍ୱାଇଁ
ସମ୍ପଦ ଚନ୍ଦ୍ର ସ୍ୱାଇଁ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସମ୍ପଦ ଚନ୍ଦ୍ର ସ୍ୱାଇଁ | |
---|---|
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୫ ଜୁନ ୨୦୨୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ସମ୍ବିତ ରାଉତରାୟ |
ନିର୍ବାଚନ ମଣ୍ଡଳୀ | ପାରାଦ୍ୱୀପ |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନା୨୦୦୯ ମସିହାରେ, ସେ ମଙ୍ଗୁସ୍ ସ୍କୁଲ୍ ଅଫ୍ ବିଜିନେସ୍ରୁ ଏମ୍ବିଏ କରିଥିଲେ ।[୧]
ରାଜନୈତିକ ଜୀବନ
ସମ୍ପାଦନାସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ପାରାଦ୍ୱୀପ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୮୪,୫୧୮ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ଗୀତାଞ୍ଜଳି ରାଉତରାୟଙ୍କୁ ୧୫,୭୮୭ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ବିଧାନ ସଭାରେ ସେ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଦାୟିତ୍ୱରେ ଅଛନ୍ତି ।[୩][୪][୫]
ଆଧାର
ସମ୍ପାଦନା- ↑ "My Neta Profile". My Neta (in Indian English). 15 June 2024. ISSN 0971-751X. Retrieved 15 June 2024.
- ↑ "General Election to Assembly Constituencies 2024: Paradeep (Odisha)". Election Commission of India. Retrieved 27 June 2024.
- ↑ "Highlights: BJP Tribal Leader, 4-Time MLA Mohan Majhi Sworn In As Odisha Chief Minister". NDTV.com. Retrieved 13 June 2024.
- ↑ Barik, Satyasundar (12 June 2024). "Mohan Charan Majhi sworn in as Odisha's first BJP Chief Minister". The Hindu (in Indian English). ISSN 0971-751X. Retrieved 13 June 2024.
- ↑ "Odisha Cabinet portfolios: CM Mohan Charan Majhi keeps Home". India News (in Indian English). 13 June 2024. ISSN 0971-751X. Retrieved 15 June 2024.