ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ

ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ର ସୂଚୀ
(ଭାରତର ରାଜ୍ୟରୁ ଲେଉଟି ଆସିଛି)


ଭାରତ ଏକ ସଂଗଠିତ ଗଣରାଜ୍ୟ [୧] ଏହା ଅଠେଇସିଟି ରାଜ୍ୟଆଠଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ ହୋଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁନର୍ବାର ଜିଲ୍ଲା ଆଦିରେ ଉପବିଭାଜିତ ହୋଇଛନ୍ତି । .[୧]

ଭାରତ ମହାସାରଗବଙ୍ଗୋପ ସାଗରAndaman Seaଆରବ ସାଗରLaccadive SeaSiachen Glacierଆଣ୍ଡମାନ ଓ ନିକୋବର ଦ୍ଵୀପପୁଞ୍ଜଚଣ୍ଡୀଗଡ଼ଦାଦ୍ରା ଓ ନଗର ହବେଳୀଡାମନ ଓ ଡିଉଦିଲ୍ଲୀଲାକ୍ଷାଦ୍ଵୀପପୁଡୁଚେରୀପୁଡୁଚେରୀପୁଡୁଚେରୀଅରୁଣାଚଳ ପ୍ରଦେଶଆସାମବିହାରଛତିଶଗଡ଼ଗୋଆଗୁଜରାଟହରିୟାଣାହିମାଚଳ ପ୍ରଦେଶଜମ୍ମୁ ଓ କଶ୍ମୀରଝାଡ଼ଖଣ୍ଡକର୍ଣ୍ଣାଟକକେରଳମଧ୍ୟ ପ୍ରଦେଶମହାରାଷ୍ଟ୍ରମଣିପୁରମେଘାଳୟମିଜୋରାମନାଗାଲାଣ୍ଡଓଡ଼ିଶାପଞ୍ଜାବରାଜସ୍ଥାନସିକିମତାମିଲନାଡୁତ୍ରିପୁରାଉତ୍ତର ପ୍ରଦେଶଉତ୍ତରାଖଣ୍ଡପଶ୍ଚିମ ବଙ୍ଗଆଫଗାନିସ୍ତାନବଙ୍ଗଳାଦେଶଭୁଟାନBurmaଚୀନନେପାଳପାକିସ୍ଥାନଶ୍ରୀଲଙ୍କାତାଜାକିସ୍ଥାନଦାଦ୍ରା ଓ ନଗର ହବେଳୀଡାମନ ଓ ଡିଉପୁଡୁଚେରୀପୁଡୁଚେରୀପୁଡୁଚେରୀପୁଡୁଚେରୀଗୋଆଗୁଜରାଟଜମ୍ମୁ ଓ କଶ୍ମୀରକର୍ଣ୍ଣାଟକକେରଳମଧ୍ୟ ପ୍ରଦେଶମହାରାଷ୍ଟ୍ରରାଜସ୍ଥାନତାମିଲନାଡୁଆସାମମେଘାଳୟଆନ୍ଧ୍ର ପ୍ରଦେଶଅରୁଣାଚଳ ପ୍ରଦେଶନାଗାଲାଣ୍ଡମଣିପୁରମିଜୋରାମତେଲେଙ୍ଗାନାତ୍ରିପୁରାପଶ୍ଚିମ ବଙ୍ଗସିକିମଭୁଟାନବଙ୍ଗଳାଦେଶବିହାରଝାଡ଼ଖଣ୍ଡଓଡ଼ିଶାଛତିଶଗଡ଼ଉତ୍ତର ପ୍ରଦେଶଉତ୍ତରାଖଣ୍ଡନେପାଳଦିଲ୍ଲୀହରିୟାଣାପଞ୍ଜାବହିମାଚଳ ପ୍ରଦେଶଚଣ୍ଡୀଗଡ଼ପାକିସ୍ଥାନSri Lankaଶ୍ରୀଲଙ୍କାଶ୍ରୀଲଙ୍କାଶ୍ରୀଲଙ୍କାଶ୍ରୀଲଙ୍କାଶ୍ରୀଲଙ୍କାଶ୍ରୀଲଙ୍କାଶ୍ରୀଲଙ୍କାଶ୍ରୀଲଙ୍କାDisputed territory in Jammu and Kashmirଜମ୍ମୁ ଓ କଶ୍ମୀରରେ ବିବାଦୀୟ ଅଞ୍ଚଳ
ଭାରତର ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳର ମାନଚିତ୍ର ।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନ ସମ୍ପାଦନା

ରାଜ୍ୟ ସମ୍ପାଦନା

ରାଜ୍ୟ ରାଜଧାନୀ ଆୟତନ (କି.ମି.) ଜନସଂଖ୍ୟା[୨] ସାକ୍ଷରତା ହାର ଜିଲ୍ଲା ସଂଖ୍ୟା ଲୋକ ସଭା ଆସନ ସଂଖ୍ୟା ସୁଚନା
ଅରୁଣାଚଳ ପ୍ରଦେଶ ଇଟାନଗର ୮୩,୭୪୩ ୧୩,୮୨,୬୧୧ - ୧୬
ଆସାମ ଦିସପୁର ୭୮,୫୫୦ ୩୧,୧୬୯,୨୭୨ - ୨୩ ୧୪
ଆନ୍ଧ୍ର ପ୍ରଦେଶ ହାଇଦରାବାଦ ୨,୭୫,୦୪୫ ୮,୪୬,୬୫,୫୩୩ - ୨୩ ୨୫
ଉତ୍ତର ପ୍ରଦେଶ ଲଖନଉ ୨,୪୩,୨୯୬ ୧୯,୯୫,୮୧,୪୭୭ - ୭୨ ୮୦
ଉତ୍ତରାଖଣ୍ଡ ଡେରାଡୁନ ୫୩,୫୬୬ ୧,୦୧,୧୬,୭୫୨ - ୧୩
ଓଡ଼ିଶା ଭୁବନେଶ୍ୱର ୧,୫୫,୮୨୦ ୪,୧୯,୪୭,୩୫୮ ୭୩.୪୫ % ୩୦ ୨୧
କର୍ଣ୍ଣାଟକ ବେଙ୍ଗାଳୁରୁ ୧,୯୧,୭୯୧ ୬,୧୧,୩୦,୭୦୪ - ୩୦ ୨୮
କେରଳ ତ୍ରିବେନ୍ଦ୍ରମ ୩୮,୮୬୩ ୩,୩୩,୮୭,୬୭୭ -96% ୧୪ ୨୦
ଗୁଜରାଟ ଗାନ୍ଧିନଗର ୧,୯୬,୦୨୪ ୬,୦୩,୮୩,୬୨୮ - ୨୫ ୨୬
ଗୋଆ ପାଣାଜୀ ୩,୭୦୨ ୧୪,୫୭,୭୨୩ - ୦୨
ଛତିଶଗଡ଼ ରାୟପୁର ୧,୩୫,୧୯୪ ୨,୫୫,୪୦,୧୯୬ - ୧୬ ୧୧
ଝାଡ଼ଖଣ୍ଡ ରାଞ୍ଚି ୭୪,୬୭୭ ୩,୨୯,୬୬,୨୩୮ - ୨୪ ୧୪
ତାମିଲନାଡୁ ଚେନ୍ନାଇ ୧,୩୦,୦୫୮ ୭,୨୧,୩୮,୯୫୮ - ୩୦ ୩୯
ତେଲେଙ୍ଗାନା ହାଇଦ୍ରାବାଦ ୩୫,୨୮୬,୭୫୭ ୧୧୪,୮୪୦ - ୦୪ ୧୭
ତ୍ରିପୁରା ଅଗରତାଲା ୧୦,୪୯୧.୬୯ ୩୬,୭୧,୦୩୨ - ୦୪
ନାଗାଲାଣ୍ଡ କୋହିମା ୧୬,୫୭୯ ୧୯,୮୦,୬୦୨ - ୧୧
ପଞ୍ଜାବ ଚଣ୍ଡୀଗଡ଼ ୫୦,୩୬୨ ୨,୭୭,୦୪,୨୩୬ - ୧୭ ୧୩
ପଶ୍ଚିମବଙ୍ଗ କଲିକତା ୮୮,୭୫୨ ୯,୧୩,୪୭,୭୩୬ - ୧୮ ୪୨
ବିହାର ପଟନା ୯୯,୨୦୦ ୧୦,୩୮,୦୪,୬୩୭ - ୩୭ ୪୦
ମଣିପୁର ଇମ୍ଫାଲ ୨୨,୩୪୭ ୨୭,୨୧,୭୫୬ - ୦୯
ମଧ୍ୟ ପ୍ରଦେଶ ଭୋପାଳ ୩,୦୮,୨୫୨ ୭,୨୫,୯୭,୫୬୫ - ୪୫ ୨୯
ମହାରାଷ୍ଟ୍ର ମୁମ୍ବାଇ ୩,୦୭,୭୧୩ ୧୧,୨୩,୭୨,୯୭୨ - ୩୫ ୪୮
ମିଜୋରମ ଆଇଜୋଲ ୨୧,୦୮୧ ୧୦,୯୧,୦୧୪ - ୦୮
ମେଘାଳୟ ଶିଲଂ ୨୨,୭୨୦ ୨୯,୬୪,୦୦୭ - ୦୭
ରାଜସ୍ଥାନ ଜୟପୁର ୩,୪୨,୨୬୯ ୬,୮୬,୨୧,୦୧୨ - ୩୨ ୨୫
ସିକିମ ଗାଙ୍ଗଟକ ୭,୦୯୬ ୬,୦୭,୬୮୮ - ୦୪
ହରିଆଣା ଚଣ୍ଡୀଗଡ଼ ୪୪,୨୧୨ ୨,୫୩,୫୩,୦୮୧ - ୨୧ ୧୦
ହିମାଚଳ ପ୍ରଦେଶ ସିମଳା ୫୫,୬୭୩ ୬୮,୫୬,୫୦୯ - ୧୨

କେନ୍ଦ୍ର ଶାସିତ ଅଞ୍ଚଳ ସମ୍ପାଦନା

କେନ୍ଦ୍ର ଶାସିତ ଅଞ୍ଚଳ ରାଜଧାନୀ ଆୟତନ (କି.ମି.) ଜନସଂଖ୍ୟା ସାକ୍ଷରତା ହାର ସୁଚନା
ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ ପୋର୍ଟ ବ୍ଲେଅର - - -
ଡାମନ ଓ ଡିଉ ଡାମନ - - -
ଚଣ୍ଡୀଗଡ଼ ଚଣ୍ଡୀଗଡ଼ - - -
ଦାଦ୍ରା ଓ ନଗର ହବେଳୀ ସିଲଭାସା - - -
ଦିଲ୍ଲୀ ନୂଆ ଦିଲ୍ଲୀ - -
ପୁଡୁଚେରୀ ପଣ୍ଡିଚେରୀ (ସହର) - - -
ଲାକ୍ଷାଦ୍ୱୀପ କବରତ୍ତୀ - - -

କେନ୍ଦ୍ର ସରକାର ତୁଳନାରେ ରାଜ୍ୟମାନଙ୍କର ମୁଖ୍ୟବିଭାଗ ଓ ସେମାନଙ୍କ ଦାୟୀତ୍ୱମାନ ସମ୍ପାଦନା

ଏହାକୁ ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ "States and union territories". Retrieved 2007-09-07.
  2. Provisional Population Totals of India (2011)

ବାହାର ସ୍ରୋତ ସମ୍ପାଦନା