ଗାଙ୍ଗଟକ ସହର ଭାରତର ଉତ୍ତର-ପୂର୍ବାଞ୍ଚଳରେ ଅବସ୍ଥିତ 'ସିକ୍କିମ' ରାଜ୍ୟର ରାଜଧାନୀ |

ଗାଙ୍ଗଟକ

སྒང་ཐོག་
ରାଜଧାନୀ
A view of Gangtok from nearby Ganesh Tok point
A view of Gangtok from nearby Ganesh Tok point
ଦେଶଭାରତ
ରାଜ୍ୟସିକ୍କିମ
ଜିଲ୍ଲାପୂର୍ବ ସିକ୍କିମ
ସରକାର
 • MayorK.N Topgay[୧](SDF)
କ୍ଷେତ୍ରଫଳ
 • ମୋଟ25 km2 (Bad rounding here9.7 sq mi)
Elevation
1,437 m (4,715 ft)
ଜନସଂଖ୍ୟା
 (2011)
 • ମୋଟ୯୮,୬୫୮
 • ଘନତା2,000/km2 (Bad rounding here5,200/sq mi)
ଭାଷା
 • ସରକାରୀନେପାଳୀ ଭାଷା, Bhutia, Lepcha, Limbu, Newari, Rai, Gurung, Mangar, Sherpa, Tamang and Sunwar
ସମୟ ମଣ୍ଡଳUTC+5:30 (IST)
ପିନ କୋଡ଼
737101
Telephone code03592
ଗାଡ଼ି ପଞ୍ଜିକରଣSK-01, SK-02, SK-03, SK-04

ଭୂଗୋଳସମ୍ପାଦନ କରନ୍ତୁ

ଜନ ଆବାଦୀସମ୍ପାଦନ କରନ୍ତୁ

ଗାଙ୍ଗଟକର ଜନସଂଖ୍ୟା 2011 ଜନଗଣନା ରେ[୨] 1000,286 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 52,459 ଥିବା ବେଳେ ମହିଳା ସଂଖ୍ୟା 47,827 ରହିଥିଲା । 6 ବର୍ଷରୁ କମ ଆବାଦୀ ଏଠାରେ 9.24 % ଥିଲା । ସାକ୍ଷ୍ୟରତା ହାର 89.33 % ଥିଲା , ଯାହା ସର୍ବଭାରତୀୟ ହାର ଓ ସିକ୍କିମ ରାଜ୍ୟ ହାର ଠାରୁ ଅଧିକ ଥିଲା । ଏଠାରେ ସମୁଦାଯ 23,773 ପାରିବାରିକ ବାସ ଗୃହ ଥିବାର ଜଣାଯାଏ ।

ଇତିହାସସମ୍ପାଦନ କରନ୍ତୁ

ପର୍ଯ୍ୟଟନସମ୍ପାଦନ କରନ୍ତୁ

ଗେଲେରୀସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

ଅଧିକ ତଥ୍ୟସମ୍ପାଦନ କରନ୍ତୁ

  •   Travel information related to India at Wikivoyage