ଗାଙ୍ଗଟକ
ସିକିମ ର ରାଜଧନୀ , ଭାରତ
ଗାଙ୍ଗଟକ ସହର ଭାରତର ଉତ୍ତର-ପୂର୍ବାଞ୍ଚଳରେ ଅବସ୍ଥିତ 'ସିକ୍କିମ' ରାଜ୍ୟର ରାଜଧାନୀ |
ଗାଙ୍ଗଟକ
སྒང་ཐོག་ | |
---|---|
ରାଜଧାନୀ | |
![]() A view of Gangtok from nearby Ganesh Tok point | |
ଦେଶ | ଭାରତ |
ରାଜ୍ୟ | ସିକ୍କିମ |
ଜିଲ୍ଲା | ପୂର୍ବ ସିକ୍କିମ |
Government | |
• Mayor | K.N Topgay[୧](SDF) |
Area | |
• ସମୁଦାୟ | 25 km2 (10 sq mi) |
Elevation | 1,437 m (4,715 ft) |
Population (2011) | |
• Total | ୯୮,୬୫୮ |
• Density | 2,000/km2 (5,000/sq mi) |
ଭାଷା | |
• ସରକାରୀ | ନେପାଳୀ ଭାଷା, Bhutia, Lepcha, Limbu, Newari, Rai, Gurung, Mangar, Sherpa, Tamang and Sunwar |
Time zone | UTC+5:30 (IST) |
PIN | 737101 |
Telephone code | 03592 |
ଯାନବାହାନ ପଞ୍ଚୀକରଣ | SK-01, SK-02, SK-03, SK-04 |
ଭୂଗୋଳ ସମ୍ପାଦନା
ଜନସଂଖ୍ୟା ସମ୍ପାଦନା
ଗାଙ୍ଗଟକର ଜନସଂଖ୍ୟା 2011 ଜନଗଣନା ରେ[୨] 1000,286 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 52,459 ଥିବା ବେଳେ ମହିଳା ସଂଖ୍ୟା 47,827 ରହିଥିଲା । 6 ବର୍ଷରୁ କମସଂଖ୍ୟା ଏଠାରେ 9.24 % ଥିଲା । ସାକ୍ଷ୍ୟରତା ହାର 89.33 % ଥିଲା , ଯାହା ସର୍ବଭାରତୀୟ ହାର ଓ ସିକ୍କିମ ରାଜ୍ୟ ହାରଠାରୁ ଅଧିକ ଥିଲା । ଏଠାରେ ସମୁଦାୟ 23,773 ପାରିବାରିକ ବାସ ଗୃହ ଥିବାର ଜଣାଯାଏ ।
ଇତିହାସ ସମ୍ପାଦନା
ପର୍ଯ୍ୟଟନ ସମ୍ପାଦନା
ଗ୍ୟାଲେରି ସମ୍ପାଦନା
-
Gangtok ropeway
-
Sikkim Assembly Gangtok
-
Ban Jhakri Falls - Gangtok
ଆଧାର ସମ୍ପାଦନା
ଅଧିକ ତଥ୍ୟ ସମ୍ପାଦନା
ଉଇକିମିଡ଼ିଆ କମନ୍ସରେ ଗାଙ୍ଗଟକ
ବାବଦରେ ମାଧ୍ୟମ ରହିଛି ।
- India travel guide from Wikivoyage
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |