ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Skumarm, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୭:୫୧, ୧ ଅଗଷ୍ଟ ୨୦୧୭ (IST)Reply

A barnstar for you! ସମ୍ପାଦନା

  The Original Barnstar
ଆପେକ୍ଷିକ ତତ୍ତ୍ଵ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଅଟେ । ଏହି ସମ୍ପର୍କିତ ଲେଖା ପାଇଁ ଅନେକ ଧନ୍ୟବାଦ । ଆପଣଙ୍କ ଅବଦାନ ଓ ଆଗ୍ରହ ପାଇଁ ଏଇ କୁନି ଭେଟିଟିଏ । :) ଶିତିକଣ୍ଠ (ଆଲୋଚନା) ୦୧:୦୬, ୩ ଅଗଷ୍ଟ ୨୦୧୭ (IST)Reply
ବହୁତ ଧନ୍ୟବାଦ ଶିତିକଣ୍ଠ

ଆପଣଙ୍କ ବିଜ୍ଞାନ-ଭିତ୍ତିକ ଲେଖା ନିମନ୍ତେ ସମ୍ପାଦନା

  ବିଜ୍ଞାନ ଉପାଧୀ
ଜଣେ ନୂଆ ଉଇକିଆଳି ଭାବେ ଆପଣଙ୍କ ଅବଦାନ ଓଡ଼ିଆ ଉଇକିପିଡ଼ିଆ ପାଇଁ ଖୁବ ମୂଲ୍ୟବାନ । ଆପଣଙ୍କୁ ସାଥି ଭାବେ ପାଇଁ ଆମେ ସତରେ ଭାଗ୍ୟବାନ । ଆଶା ଲେଖିବାରେ ବିଶେଷ ଅସୁବିଧା ହେଉନାହିଁ । ହେଉଥିଲେ କିଛି ସାଧାରଣ ସୂଚନା ଚାଟସଭାରୁ ଦେଖିପାରିବେ ଓ ସେଠାରେ ପ୍ରଶ୍ନ ମଧ୍ୟ ପଚାରିପାରିବେ । ସୁଭାସିସ ପାଣିଘରି (ଆଳାପ) ୦୬:୫୭, ୨୦ ଅଗଷ୍ଟ ୨୦୧୭ (IST)Reply
ଧନ୍ୟବାଦ ସୁଭାସିସ ପାଣିଘରି

Some masala mudhi for you! ସମ୍ପାଦନା

  ପ‌ପୁ, ତୁ ଏଠାରେ ଲେଖୁଥିବା ଦେଖି ଓ ତୋତେ ଉଇକିସାଥୀ ଭାବେ ପାଇ ବ‌ହୁତ ଖୁସି ଲାଗିଲା । ତୋର ଲେଖା ଏଠାରେ ଏମିତି ଜାରି ରହିବ ବୋଲି ଆଶା । Pmsarangi (ମୋ ଆଲୋଚନା) ୧୫:୨୩, ୨୬ ଅଗଷ୍ଟ ୨୦୧୭ (IST)Reply
Pmsarangi ମାଉସୀ, ନମସ୍କାର । ମୁଢ଼ି ମସଲା ଭଲ ଲାଗିଲା । :)

ଲେଖାରେ ଆଧାର ଯୋଡିବା ପାଇଁ ଅନୁରୋଧ ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ । ଆପଣଙ୍କ ଲେଖାଗୁଡିକର ମାନ ବହୁତ ଭଲ ହେଇଥିଲେ ବି ଆଧାର ନ ଥିବାରୁ ଉଇକିପିଡ଼ିଆରେ ଲେଖିବାର ଗୋଟେ ଗୁରୁତ୍ୱପୂର୍ଣ ଅଂଶ ଏଥିରେ ରହୁନାହିଁ । ବିନା ଆଧାର ଲେଖାଗୁଡ଼ିକ ଲିଭା ହେଇ ଯାଇପାରେ । ଦୟାକରି ଆଧାର ଯୋଡନ୍ତୁ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୦:୫୮, ୧୦ ସେପ୍ଟେମ୍ବର ୨୦୧୭ (IST)Reply

ଧନ୍ୟବାଦ ଓ କିଛି ଜାଣିବା କଥା ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଅବଦାନ ଦେଖି ଖୁସି ଲାଗୁଛି । ପ୍ରସଙ୍ଗ ଲେଖିଲା ବେଳେ ସେଥିରେ ଅଲଗା ପ୍ରସଙ୍ଗ ପାଇଁ ଲିଙ୍କ ଦେବାକୁ ଭୁଲନ୍ତୁ ନାହିଁ । ଅଲଗା ପ୍ରସଙ୍ଗ ପାଇଁ ଲିଙ୍କ ଦେବାକୁ ହେଲେ କୌଣସି ଶବ୍ଦ ଯାହା ଉଇକିପିଡ଼ିଆରେ ପ୍ରସଙ୍ଗ ଭାବେ ଅଛି ତା ଦୁଇ ପଟେ [[]] ଚିନ୍ହ ଦେଇ ଦିଅନ୍ତୁ । ପ୍ରସଙ୍ଗରେ ଶ୍ରେଣୀ ଯୋଡିବା ପାଇଁ ବି ଭୁଲିବେ ନାହିଁ । ଆପଣ ୩୨ଟି ପ୍ରସଙ୍ଗ ଲେଖି ସାରିଲେଣି । କିଛି ଅସୁବିଧା ହେଲେ ପଚାରିପାରିବେ । କିଛି କ୍ଷେତ୍ରରେ ସାହାଯ୍ୟ କାରିବାକୁ ଇଚ୍ଛୁକ ଥିଲେ କାହିବେ । ଧନ୍ୟବାଦ!--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୧:୪୮, ୧୦ ନଭେମ୍ବର ୨୦୧୭ (IST)Reply

ଜ୍ଞାନ Jnanaranjan Sahu (ଜ୍ଞାନ), ମୋର ଶୁଭେଚ୍ଛା ଗ୍ରହଣ କରିବ । ଭୁଲ ଭଟକାକୁ କିପରି ଠିକ୍ କରିହେବ ତାହା ଜଣାଇଥିବାରୁ ଅଶେଷ ଧନ୍ୟବାଦ । ଆଉ ଟିକେ ବିଳମ୍ଵ (ମାନେ ତମର ଗତବର୍ଷର ସନ୍ଦେଶକୁ ଏବେ) ଉତ୍ତର ଦେଉଥିବାରୁ କ୍ଷମା କରିବ । - ଶ୍ରବଣ

A barnstar for you! ସମ୍ପାଦନା

  The Original Barnstar
ଆପଣ ଲେଖିଥିବା ପ୍ରସଙ୍ଗ ଗୁଡିକ ମାର୍ଜିତ ଏବଂ ଉତ୍ତମ ମାନର । ଆପଣଙ୍କ ବହୁମୂଲ୍ୟ ଅବଦାନ ପାଇଁ ଧନ୍ୟବାଦ ଓ ଆଗକୁ ଏହିପରି ଅଧିକା ଲେଖା ଦେଖିବାକୁ ଆଶା କରୁଛି । ଏହା ଆପଣଙ୍କ ପାଇଁ ଏକ ଛୋଟ ଭେଟି । Chinmayee Mishra (ମୋ ଆଲୋଚନା) ୧୧:୩୫, ୮ ମାର୍ଚ୍ଚ ୨୦୧୮ (IST)Reply
ଧନ୍ୟବାଦ ଚିନ୍ମୟୀ Chinmayee Mishra। ଚେଷ୍ଟା କରୁଛି । କୌଣସି ଲେଖା ମାର୍ଜିତ ନ ଲାଗିଲେ ବି ଜଣାଇବାକୁ ଅନୁରୋଧ । - ଶ୍ରବଣ

A barnstar for you! ସମ୍ପାଦନା

  The Tireless Contributor Barnstar
ଜାତୀୟ ଉଦ୍ୟାନ ଉପରେ ଉନ୍ନତ ମାନର ଲେଖା ତିଆରି କରୁଥିବାରୁ ଧନ୍ୟବାଦ ! ଏହି ଲେଖା ଗୁଡିକ ଅନ୍ୟମାନଙ୍କ ପାଇଁ ବହୁତ ସହାୟତା କରିବ । Saileshpat (ମୋ ଆଲୋଚନା) ୨୦:୨୧, ୧୮ ମାର୍ଚ୍ଚ ୨୦୧୮ (IST)Reply
ଧନ୍ୟବାଦ ଶୈଳେଶ Saileshpat। ଏବେ "ଭାରତର ଜାତୀୟ ଉଦ୍ୟାନ" ଶ୍ରେଣୀ ଟିକେ ଚଳିଲା ପରି ଲାଗୁଛି । - ଶ୍ରବଣ

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧ ସମ୍ପାଦନା

  ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮
  ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST)Reply

ଶହେ ଶହେରେ ଖେଳ ସମ୍ପାଦନା

ଶ୍ରବଣ ସାର, ଆକର୍ଷଣୀୟ ତଥ୍ୟଯୁକ୍ତ ୧୦୦ଟି ନୂତନ ପୃଷ୍ଠା ମୂଳରୁ ତିଆରି କରି ଓଡ଼ିଆ ଉଇକିପିଡିଆର ଜ୍ଞାନର ଗ୍ରନ୍ଥାଘରକୁ ସମୃଦ୍ଧ କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏବଂ ଶୁଭେଚ୍ଛା । -ସୌମେନ୍ଦ୍ର (ମୋ ଆଲୋଚନା) ୧୩:୩୮, ୧୦ ନଭେମ୍ବର ୨୦୧୮ (IST)Reply

A barnstar for you! ସମ୍ପାଦନା

  The Original Barnstar
ଭଲ ଭଲ ପ୍ରସଙ୍ଗ ଲେଖିଚାଲିଥିବାରୁ Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୭:୪୧, ୧୮ ଡିସେମ୍ବର ୨୦୧୮ (IST)Reply

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ରେ ଭାଗ ନେବାକୁ ନିମନ୍ତ୍ରଣ ସମ୍ପାଦନା

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯
ନମସ୍କାର,
ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ ଆସନ୍ତା ଫେବୃଆରୀ ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଗଣ-ସମ୍ପାଦନାରେ ଆମେ ଓଡ଼ିଆ ଭାଷା ଏବଂ ତଦ୍‌ସମ୍ବନ୍ଧୀୟ ପ୍ରସଙ୍ଗମାନ ଉନ୍ନତ କରିବା ତଥା ଅତ୍ୟାବଶ୍ୟକୀୟ ପ୍ରସଙ୍ଗ ତିଆରି କରିବା । ଆଗରୁ ବହୁତ ପ୍ରସଙ୍ଗ ରହିଛି, ଯାହାକି ସେତେ ଉନ୍ନତମାନର ନାହିଁ, ତେଣୁ ତାକୁ ଉନ୍ନତ କରିବାକୁ ଏହି ଗଣ-ସମ୍ପାଦନାର ଆୟୋଜନ କରାଯାଇଛି । ଏହି ଗଣ-ସମ୍ପାଦନା ୨୮ ଫେବୃଆରୀ ୨୦୧୯ ଯାଏଁ ଚାଲିବ ।

ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ଆଲୋଚନା ପୃଷ୍ଠାରେ ଲେଖିପାରିବେ ।

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନାରେ ଭାଗ ନେଇଥିବାରୁ ଅଶେଷ ସାଧୁବାଦ ସମ୍ପାଦନା

  ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ତରଫରୁ ଧନ୍ୟବାଦ
୨୦୧୯ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନାରେ ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ତରଫରୁ ଆୟୋଜିତ ହୋଇଥିବା ଗଣ-ସମ୍ପାଦନାରେ ଆପଣଙ୍କର ଯୋଗଦାନ ପାଇଁ ଅଶେଷ ସାଧୁବାଦ ।

A barnstar for you! ସମ୍ପାଦନା

  The Original Barnstar
ନମସ୍କାର ଭାଇ, ଜୀବଜନ୍ତୁ, ଫଳମୂଳ ବାବଦରେ ଏତେ ଗୁଡ଼ାଏ ଅବଦାନ ପାଇଁ ଅନେକ ଅନେକ ଧନ୍ୟବାଦ । ଶିତିକଣ୍ଠ (ଆଲୋଚନା) ୧୧:୩୧, ୫ ମଇ ୨୦୧୯ (IST)Reply

A barnstar for you! ସମ୍ପାଦନା

  The Writer's Barnstar
ଶ୍ରବଣ ବାବୁ, ଆପଣଙ୍କ ଲେଖାଗୁଡ଼ିକ ବହୁତ ଭଲ । ଆମ ଉଇକିପିଡ଼ିଆକୁ ସମୃଦ୍ଧ କରି ଚାଲିଥିବାରୁ ଆନ୍ତରିକ ଧନ୍ୟବାଦ । ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୦୮, ୨୮ ଅଗଷ୍ଟ ୨୦୧୯ (IST)Reply

Community Insights Survey ସମ୍ପାଦନା

RMaung (WMF) ୧୯:୫୨, ୬ ସେପ୍ଟେମ୍ବର ୨୦୧୯ (IST)Reply

Reminder: Community Insights Survey ସମ୍ପାଦନା

RMaung (WMF) ୨୦:୩୬, ୨୦ ସେପ୍ଟେମ୍ବର ୨୦୧୯ (IST)Reply

Reminder: Community Insights Survey ସମ୍ପାଦନା

RMaung (WMF) ୦୦:୨୮, ୪ ଅକ୍ଟୋବର ୨୦୧୯ (IST)Reply

WAM 2019 Postcard ସମ୍ପାଦନା

Dear Participants and Organizers,

Congratulations!

It's WAM's honor to have you all participated in Wikipedia Asian Month 2019, the fifth edition of WAM. Your achievements were fabulous, and all the articles you created make the world can know more about Asia in different languages! Here we, the WAM International team, would like to say thank you for your contribution also cheer for you that you are eligible for the postcard of Wikipedia Asian Month 2019. Please kindly fill the form, let the postcard can send to you asap!

Cheers!

Thank you and best regards,

Wikipedia Asian Month International Team --MediaWiki message delivery (ମୋ ଆଲୋଚନା) ୧୩:୪୬, ୩ ଜାନୁଆରୀ ୨୦୨୦ (IST)Reply

WAM 2019 Postcard ସମ୍ପାଦନା

 
Wikipedia Asian Month 2019

Dear Participants and Organizers,

Kindly remind you that we only collect the information for WAM postcard 31/01/2019 UTC 23:59. If you haven't filled the google form, please fill it asap. If you already completed the form, please stay tun, wait for the postcard and tracking emails.

Cheers!

Thank you and best regards,

Wikipedia Asian Month International Team 2020.01


MediaWiki message delivery (ମୋ ଆଲୋଚନା) ୦୨:୨୮, ୨୧ ଜାନୁଆରୀ ୨୦୨୦ (IST)Reply

WAM 2019 Postcard: All postcards are postponed due to the postal system shut down ସମ୍ପାଦନା

 
Wikipedia Asian Month 2019

Dear all participants and organizers,

Since the outbreak of COVID-19, all the postcards are postponed due to the shut down of the postal system all over the world. Hope all the postcards can arrive as soon as the postal system return and please take good care.

Best regards,

Wikipedia Asian Month International Team 2020.03

Digital Postcards and Certifications ସମ୍ପାଦନା

 
Wikipedia Asian Month 2019

Dear Participants and Organizers,

Because of the COVID19 pandemic, there are a lot of countries’ international postal systems not reopened yet. We would like to send all the participants digital postcards and digital certifications for organizers to your email account in the upcoming weeks. For the paper ones, we will track the latest status of the international postal systems of all the countries and hope the postcards and certifications can be delivered to your mailboxes as soon as possible.

Take good care and wish you all the best.

This message was sent by Wikipedia Asian Month International Team via MediaWiki message delivery (ମୋ ଆଲୋଚନା) ୦୦:୨୮, ୨୧ ଜୁନ ୨୦୨୦ (IST)Reply

We sent you an e-mail ସମ୍ପାଦନା

Hello Skumarm,

Really sorry for the inconvenience. This is a gentle note to request that you check your email. We sent you a message titled "The Community Insights survey is coming!". If you have questions, email surveys@wikimedia.org.

You can see my explanation here.

MediaWiki message delivery (ମୋ ଆଲୋଚନା) ୦୦:୨୩, ୨୬ ସେପ୍ଟେମ୍ବର ୨୦୨୦ (IST)Reply

Wikipedia Asian Month 2020 ସମ୍ପାଦନା

 
Wikipedia Asian Month 2020

Hi WAM organizers and participants!

Hope you are all doing well! Now is the time to sign up for Wikipedia Asian Month 2020, which will take place in this November.

For organizers:

Here are the basic guidance and regulations for organizers. Please remember to:

  1. use Fountain tool (you can find the usage guidance easily on meta page), or else you and your participants’ will not be able to receive the prize from WAM team.
  2. Add your language projects and organizer list to the meta page before October 29th, 2020.
  3. Inform your community members WAM 2020 is coming soon!!!
  4. If you want WAM team to share your event information on Facebook / twitter, or you want to share your WAM experience/ achievements on our blog, feel free to send an email to info@asianmonth.wiki or PM us via facebook.

If you want to hold a thematic event that is related to WAM, a.k.a. WAM sub-contest. The process is the same as the language one.

For participants:

Here are the event regulations and Q&A information. Just join us! Let’s edit articles and win the prizes!

Here are some updates from WAM team:

  1. Due to the COVID-19 pandemic, this year we hope all the Edit-a-thons are online not physical ones.
  2. The international postal systems are not stable enough at the moment, WAM team have decided to send all the qualified participants/ organizers extra digital postcards/ certifications. (You will still get the paper ones!)
  3. Our team has created a meta page so that everyone tracking the progress and the delivery status.

If you have any suggestions or thoughts, feel free to reach out the WAM team via emailing info@asianmonth.wiki or discuss on the meta talk page. If it’s urgent, please contact the leader directly (jamie@asianmonth.wiki).

Hope you all have fun in Wikipedia Asian Month 2020

Sincerely yours,

Wikipedia Asian Month International Team 2020.10

ଏସିଆ ମାସ ଗଣସମ୍ପାଦନା, ୨୦୨୦ରେ ଭାଗ ନେବାକୁ ନିମନ୍ତ୍ରଣ ସମ୍ପାଦନା

  ଏସିଆ ମାସ ଗଣସମ୍ପାଦନା, ୨୦୨୦
ନମସ୍କାର,
ଏସିଆ ମାସ ଗଣ-ସମ୍ପାଦନା, ୨୦୨୦ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୦୧୬ ମସିହାରୁ ଏହି ଗଣ-ସମ୍ପାଦନା ଆରମ୍ଭ ହୋଇଥିଲା ଏବଂ ପୂର୍ବ ବର୍ଷମାନଙ୍କ ଭଳି ଏହିଥର ମଧ୍ୟ ଓଡ଼ିଆ ଉଇକିପିଡ଼ିଆ ଉଇଜର ଗ୍ରୁପ ଏହି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରୁଛି, ଯାହାକି ନଭେମ୍ବର ୩୦ ଯାଏଁ ଗୋଟେ ମାସ ଧରି ଚାଲିବ । ଏହି ଗଣ-ସମ୍ପାଦନାରେ ଏସିଆ ମହାଦେଶ ଅନ୍ତର୍ଗତ ବିଭିନ୍ନ ପ୍ରସଙ୍ଗମାନ ଲେଖାଯାଏ, ମାତ୍ର ସେହି ପ୍ରସଙ୍ଗଗୁଡ଼ିକ ନିଜ ଦେଶର ହୋଇନଥିବ । ଯେମିତିକି ଆମେ ଭାରତ ବାହାରେ ଥିବା ଅନ୍ୟାନ୍ୟ ଦେଶମାନଙ୍କର ଭିନ୍ନ ଭିନ୍ନ ବିଷୟରେ ପ୍ରସଙ୍ଗମାନ ଲେଖିପାରିବା ।
ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ ହେଉଛି ଉଇକିପିଡ଼ିଆ ସମୂଦାୟସ‌ହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବର ଆଦାନପ୍ରଦାନ । ଆମେ ଏହି ଗଣ-ସମ୍ପାଦନା ଫଳରେ ଅନ୍ୟ ଦେଶର ଚାଲିଚଳନି, ପରମ୍ପରା, ସଭତ୍ୟା, ସଂସ୍କୃତି, ଖାଦ୍ୟପେୟ, ସ୍ଥାନ, ଲୋକ ଆଦି ବିଷୟରେ ସମ୍ୟକ ସୂଚନା ପାଇପାରିବା । ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳିମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପୁରସ୍କାର ରହିଛି । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ସ‌ହାୟତା ପୃଷ୍ଠା ଦେଖିପାରିବେ ।

Wikipedia Asian Month 2020 Postcard ସମ୍ପାଦନା

 
Wikipedia Asian Month 2020

Dear Participants, Jury members and Organizers,

Congratulations!

It's Wikipedia Asian Month's honor to have you all participated in Wikipedia Asian Month 2020, the sixth Wikipedia Asian Month. Your achievements were fabulous, and all the articles you created make the world can know more about Asia in different languages! Here we, the Wikipedia Asian Month International team, would like to say thank you for your contribution also cheer for you that you are eligible for the postcard of Wikipedia Asian Month 2020. Please kindly fill the form, let the postcard can send to you asap!

  • This form will be closed at February 15.
  • For tracking the progress of postcard delivery, please check this page.

Cheers!

Thank you and best regards,

Wikipedia Asian Month International Team, 2021.01

Wikipedia Asian Month 2020 Postcard ସମ୍ପାଦନା

 
Wikipedia Asian Month 2020

Dear Participants and Organizers,

Kindly remind you that we only collect the information for Wikipedia Asian Month postcard 15/02/2021 UTC 23:59. If you haven't filled the Google form, please fill it asap. If you already completed the form, please stay tun, wait for the postcard and tracking emails.

Cheers!

Thank you and best regards,

Wikipedia Asian Month International Team, 2021.01

[Wikimedia Foundation elections 2021] Candidates meet with South Asia + ESEAP communities ସମ୍ପାଦନା

Hello,

As you may already know, the 2021 Wikimedia Foundation Board of Trustees elections are from 4 August 2021 to 17 August 2021. Members of the Wikimedia community have the opportunity to elect four candidates to a three-year term. After a three-week-long Call for Candidates, there are 20 candidates for the 2021 election.

An event for community members to know and interact with the candidates is being organized. During the event, the candidates will briefly introduce themselves and then answer questions from community members. The event details are as follows:

  • Bangladesh: 4:30 pm to 7:00 pm
  • India & Sri Lanka: 4:00 pm to 6:30 pm
  • Nepal: 4:15 pm to 6:45 pm
  • Pakistan & Maldives: 3:30 pm to 6:00 pm
  • Live interpretation is being provided in Hindi.
  • Please register using this form

For more details, please visit the event page at Wikimedia Foundation elections/2021/Meetings/South Asia + ESEAP.

Hope that you are able to join us, KCVelaga (WMF), ୧୨:୦୪, ୨୩ ଜୁଲାଇ ୨୦୨୧ (IST)Reply

WikiConference India 2023: Program submissions and Scholarships form are now open ସମ୍ପାଦନା

Dear Wikimedian,

We are really glad to inform you that WikiConference India 2023 has been successfully funded and it will take place from 3 to 5 March 2023. The theme of the conference will be Strengthening the Bonds.

We also have exciting updates about the Program and Scholarships.

The applications for scholarships and program submissions are already open! You can find the form for scholarship here and for program you can go here.

For more information and regular updates please visit the Conference Meta page. If you have something in mind you can write on talk page.

‘‘‘Note’’’: Scholarship form and the Program submissions will be open from 11 November 2022, 00:00 IST and the last date to submit is 27 November 2022, 23:59 IST.

Regards

MediaWiki message delivery (ମୋ ଆଲୋଚନା) ୧୬:୫୫, ୧୬ ନଭେମ୍ବର ୨୦୨୨ (IST)Reply

(on behalf of the WCI Organizing Committee)

WikiConference India 2023: Open Community Call and Extension of program and scholarship submissions deadline ସମ୍ପାଦନା

Dear Wikimedian,

Thank you for supporting Wiki Conference India 2023. We are humbled by the number of applications we have received and hope to learn more about the work that you all have been doing to take the movement forward. In order to offer flexibility, we have recently extended our deadline for the Program and Scholarships submission- you can find all the details on our Meta Page.

COT is working hard to ensure we bring together a conference that is truly meaningful and impactful for our movement and one that brings us all together. With an intent to be inclusive and transparent in our process, we are committed to organizing community sessions at regular intervals for sharing updates and to offer an opportunity to the community for engagement and review. Following the same, we are hosting the first Open Community Call on the 3rd of December, 2022. We wish to use this space to discuss the progress and answer any questions, concerns or clarifications, about the conference and the Program/Scholarships.

Please add the following to your respective calendars and we look forward to seeing you on the call

Furthermore, we are pleased to share the email id of the conference contact@wikiconferenceindia.org which is where you could share any thoughts, inputs, suggestions, or questions and someone from the COT will reach out to you. Alternatively, leave us a message on the Conference talk page. Regards MediaWiki message delivery (ମୋ ଆଲୋଚନା) ୨୧:୫୧, ୨ ଡିସେମ୍ବର ୨୦୨୨ (IST)Reply

On Behalf of, WCI 2023 Core organizing team.

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩ରେ ଭାଗ ନେବାକୁ ଅନୁରୋଧ ସମ୍ପାଦନା

  ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩
  ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୨୩ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୪ ଅଗଷ୍ଟ ୨୦୨୩ରୁ ୧୬ ଅଗଷ୍ଟ ୨୦୨୩ ଯାଏଁ ତିନିଦିନ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବ । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ ।

ପରମ ବୀର ଚକ୍ର ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧ ସମ୍ପାଦନା

ପରମ ବୀର ଚକ୍ର ଗଣସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ
୨୦୨୩ ସେପ୍ଟେମ୍ବର ୧୫ - ୨୦

 
ଆସନ୍ତା ସେପ୍ଟେମ୍ବର ୧୫ରୁ ଆରମ୍ଭ ହେଉଛି ପରମ ବୀର ଚକ୍ର ଗଣସମ୍ପାଦନା । ଆସନ୍ତୁ ମିଶି ଲେଖିବା ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନ ପରମ ବୀର ଚକ୍ରରେ ସମ୍ମାନିତ ୨୧ ଜଣ ସୈନିକଙ୍କ ଉପରେ ପ୍ରସଙ୍ଗ ।

ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)