Skumarm
Joined ୩୦ ଜୁଲାଇ ୨୦୧୭
My Greetings to you.
My name is Sraban Kumar Mishra. I work as an IT/Business consultant. It was great to see Odia Wikipedia and I will be happy to contribute here.
Education – B. Tech, MBA.
ଆପଣଙ୍କୁ ମୋର ଅଭିନନ୍ଦନ ।
ମୋ ନାମ ଶ୍ରବଣ କୁମାର ମିଶ୍ର । ବୈଷୟିକ ଓ ପ୍ରଯୁକ୍ତି କ୍ଷେତ୍ରରେ ମୁଁ କାର୍ଯ୍ୟରତ । ଓଡିଆ ୱିକିପିଡିଆ ଦେଖି ଭଲ ଲାଗିଲା ଓ ଏଥିରେ ଯୋଗଦାନ କରିପାରିଲେ ଖୁସି ଲାଗିବ ।