< Archive 6    Archive 7    Archive 8 >
All Pages:  1 -  2 -  3 -  4 -  5 -  6 -  7 -  8 -  ... (up to 100)


୨୦୨୦

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ୨୦୨୦

ମାତୃଭାଷା ଦିବସ ଗଣ-ସମ୍ପାଦନାରେ ଆପଣଙ୍କର ସମ୍ପାଦନା ତଥା ସହଯୋଗ ପାଇଁ ସାଧୁବାଦ ଜଣାଉଛି । -ଗପୁ (ମୋ ଆଲୋଚନା) ୨୩:୩୦, ୮ ମାର୍ଚ୍ଚ ୨୦୨୦ (IST)Reply

AkashNanda

Hello. Kindly delete the above page. Thank you. Minorax (ମୋ ଆଲୋଚନା) ୧୭:୩୭, ୨୪ ଅପ୍ରେଲ ୨୦୨୦ (IST)Reply

Wikipedia Asian Month 2020

 
Wikipedia Asian Month 2020

Hi WAM organizers and participants!

Hope you are all doing well! Now is the time to sign up for Wikipedia Asian Month 2020, which will take place in this November.

For organizers:

Here are the basic guidance and regulations for organizers. Please remember to:

  1. use Fountain tool (you can find the usage guidance easily on meta page), or else you and your participants’ will not be able to receive the prize from WAM team.
  2. Add your language projects and organizer list to the meta page before October 29th, 2020.
  3. Inform your community members WAM 2020 is coming soon!!!
  4. If you want WAM team to share your event information on Facebook / twitter, or you want to share your WAM experience/ achievements on our blog, feel free to send an email to info@asianmonth.wiki or PM us via facebook.

If you want to hold a thematic event that is related to WAM, a.k.a. WAM sub-contest. The process is the same as the language one.

For participants:

Here are the event regulations and Q&A information. Just join us! Let’s edit articles and win the prizes!

Here are some updates from WAM team:

  1. Due to the COVID-19 pandemic, this year we hope all the Edit-a-thons are online not physical ones.
  2. The international postal systems are not stable enough at the moment, WAM team have decided to send all the qualified participants/ organizers extra digital postcards/ certifications. (You will still get the paper ones!)
  3. Our team has created a meta page so that everyone tracking the progress and the delivery status.

If you have any suggestions or thoughts, feel free to reach out the WAM team via emailing info@asianmonth.wiki or discuss on the meta talk page. If it’s urgent, please contact the leader directly (jamie@asianmonth.wiki).

Hope you all have fun in Wikipedia Asian Month 2020

Sincerely yours,

Wikipedia Asian Month International Team 2020.10

ଏସିଆ ମାସ ଗଣସମ୍ପାଦନା, ୨୦୨୦ରେ ଭାଗ ନେବାକୁ ନିମନ୍ତ୍ରଣ

  ଏସିଆ ମାସ ଗଣସମ୍ପାଦନା, ୨୦୨୦
ନମସ୍କାର,
ଏସିଆ ମାସ ଗଣ-ସମ୍ପାଦନା, ୨୦୨୦ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୦୧୬ ମସିହାରୁ ଏହି ଗଣ-ସମ୍ପାଦନା ଆରମ୍ଭ ହୋଇଥିଲା ଏବଂ ପୂର୍ବ ବର୍ଷମାନଙ୍କ ଭଳି ଏହିଥର ମଧ୍ୟ ଓଡ଼ିଆ ଉଇକିପିଡ଼ିଆ ଉଇଜର ଗ୍ରୁପ ଏହି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରୁଛି, ଯାହାକି ନଭେମ୍ବର ୩୦ ଯାଏଁ ଗୋଟେ ମାସ ଧରି ଚାଲିବ । ଏହି ଗଣ-ସମ୍ପାଦନାରେ ଏସିଆ ମହାଦେଶ ଅନ୍ତର୍ଗତ ବିଭିନ୍ନ ପ୍ରସଙ୍ଗମାନ ଲେଖାଯାଏ, ମାତ୍ର ସେହି ପ୍ରସଙ୍ଗଗୁଡ଼ିକ ନିଜ ଦେଶର ହୋଇନଥିବ । ଯେମିତିକି ଆମେ ଭାରତ ବାହାରେ ଥିବା ଅନ୍ୟାନ୍ୟ ଦେଶମାନଙ୍କର ଭିନ୍ନ ଭିନ୍ନ ବିଷୟରେ ପ୍ରସଙ୍ଗମାନ ଲେଖିପାରିବା ।
ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ ହେଉଛି ଉଇକିପିଡ଼ିଆ ସମୂଦାୟସ‌ହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବର ଆଦାନପ୍ରଦାନ । ଆମେ ଏହି ଗଣ-ସମ୍ପାଦନା ଫଳରେ ଅନ୍ୟ ଦେଶର ଚାଲିଚଳନି, ପରମ୍ପରା, ସଭତ୍ୟା, ସଂସ୍କୃତି, ଖାଦ୍ୟପେୟ, ସ୍ଥାନ, ଲୋକ ଆଦି ବିଷୟରେ ସମ୍ୟକ ସୂଚନା ପାଇପାରିବା । ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳିମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପୁରସ୍କାର ରହିଛି । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ସ‌ହାୟତା ପୃଷ୍ଠା ଦେଖିପାରିବେ ।

ଅନୁରୋଧ

@Anos Vordigoad:: ହୋଇଗଲା । ଆଉ ଆଗକୁ କେମିତି କରିବେ ତଳ ଭିଡ଼ିଓରୁ ଦେଖନ୍ତୁ । --ସୁଭ (ଆଳାପ) ୧୮:୪୧, ୧୧ ଅକ୍ଟୋବର ୨୦୨୦ (IST)Reply
  • "ରଇଜୋବୀୟ" ପୃଷ୍ଠାରେ ଆଧାର ଅନୁଛେଦଟି ଆସୁନାହିଁ। ଦୟାକରି ସେଥିରେ ସାହାଯ୍ୟ କରନ୍ତୁ। ଧନ୍ଯବାଦ। User:Anos Vordigoad ୨୦:୨୩, ୧୧ ଅକ୍ଟୋବର ୨୦୨୦
@Anos Vordigoad: ହୋଇଗଲା । == ଆଧାର == ଆଗରୁ <!-- ଥିଲା । "<!--"ର ଅର୍ଥ ତା' ପରେ ଥିବା ସବୁ ଲେଖାକୁ ଲୁଚାଇବା ତେଣୁ "ଆଧାର" ବିଭାଗର ଶୀର୍ଷକ ଲୁଚିଯାଇଥିଲା ।
  • "ପୂର୍ବ ଚମ୍ପାରଣ ଜିଲ୍ଲା" ପୃଷ୍ଠାରେ ଆଧାର ନାହିଁ, ବିଶେଷ ତଥ୍ଯ ମଧ୍ଯ ନାହିଁ। ଏହାକୁ ବଲୁପ୍ତ କରିବାପାଇଁ ବିଚାର କରନ୍ତୁ ।
@Anos Vordigoad: ଛାଞ୍ଚ ପକାଇଲି । ଲିଭାଇବା ପାଇଁ ଆପଣ ମଧ୍ୟ {{ଲିଭାନ୍ତୁ|1=ସଂକ୍ଷେପରେ କାରଣ ଏଠି ଲେଖିବେ}} ଏଭଳି ଲେଖାର ସବା ଉପରେ ପକାଇପାରିବେ । ଏ ବାବଦରେ ଏକ ବିସ୍ତୃତ ଆଲୋଚନା ଏବେ ଏଠାରେ ଚାଲିଛି ଓ ଅନେକ ନିମ୍ନମାନର ପ୍ରସଙ୍ଗ ଲିଭାଯାଉଛି । ସେଠାରେ ଥିବା ବିଭିନ୍ନ ଲିଙ୍କ ଭିତରୁ "ବିଶେଷ:ଛୋଟପୃଷ୍ଠା"ରେ ଅନେକ ପ୍ରସଙ୍ଗର ଆକାର (ବାଇଟ) ଅନୁସାରେ ତାଲିକା ରହିଛି । ଆପଣ ଚାହିଁଲେ ସେଥିରେ "ଲିଭାନ୍ତୁ" ଛାଞ୍ଚ ପକାଇପାରିବେ । --ସୁଭ (ଆଳାପ) ୧୧:୫୦, ୧୨ ଅକ୍ଟୋବର ୨୦୨୦ (IST)Reply
  • @Anos Vordigoad: ଆଗକୁ ମୋତେ କିଛି ଲେଖିବାକୁ ଚାହିଁଲେ ଏ ପୃଷ୍ଠାର ସବା ଉପରେ ଡାହାଣ ପାଖରେ ଥିବା "ନୂଆ ଯୋଡ଼ନ୍ତୁ" ଉପରେ କ୍ଲିକ କରି ଲେଖିବେ ଫଳରେ ଏକ ଶୀର୍ଷକ ତିଆରି ହେବ ଓ ସବୁ ଆଲୋଚନା ତା' ତଳକୁ ତଳକୁ ରହିବ । ସେମିତି ହେଲେ ଉତ୍ତର ଦେବାକୁ ବା ଆଲୋଚନା କରିବାକୁ ସୁବିଧା । ଆଉ ଲେଖିସାରି "--~~~~" ଦେବେ ଫଳରେ ମୁଁ ସହଜରେ ଜାଣିପାରିବି କିଏ ଲେଖିଛି ବୋଲି । --ସୁଭ (ଆଳାପ) ୧୧:୫୦, ୧୨ ଅକ୍ଟୋବର ୨୦୨୦ (IST)Reply

ଅନୁରୋଧ

ନୂଆକରି ତିଆରି ଉଇକି ପୃଷ୍ଠାକୁ ତାହାର ଇଂରାଜୀ ସମରୂପ ସହ ଯୋଡିବା ମୁଁ ଜାଣିଛି। କିନ୍ତୁ ଯେଉଁ ଇଂରାଜୀ ପୃଷ୍ଠାରେ ତାଲା ପଡିଥାଏ ସେଗୁଡ଼ିକରେ କେବଳ ପରିଚାଳକଗଣ ହିଁ ସଂଯୋଗ କରିପାରିବେ। ତେଣୁ ଦୟାକରି "ଜୀବାଣୁ " ପୃଷ୍ଠାଟିକୁ "Pathogen" ପୃଷ୍ଠା ସହ ସଂଯୋଗ କରିଦିଅନ୍ତୁ। Anos Vordigoad (ମୋ ଆଲୋଚନା) ୧୦:୪୯, ୧୩ ଅକ୍ଟୋବର ୨୦୨୦ (IST)Reply

Anos Vordigoad ନିବେଦନ

ପ୍ରଧାନ ପାତା - ଏହି ପ୍ରସଙ୍ଗଟି ଲିଭାଇ ଦିଅନ୍ତୁ । ସୁରକ୍ଷିତ କରାଯାଇ ଥିବାରୁ ଛାଞ୍ଚ ଯୋଡି ପାରିଲି ନାହିଁ । Anos Vordigoad (ମୋ ଆଲୋଚନା) ୧୧:୨୮, ୩୦ ଅକ୍ଟୋବର ୨୦୨୦ (IST)Reply

ସେ ପୃଷ୍ଠାରେ ଥିବା ସୂଚନାଟି ଦେଖନ୍ତୁ: "This page is currently inactive and is retained for historical reference." । ପ୍ରସଙ୍ଗଟିର ନାମ ବଙ୍ଗଳାରେ ଥିବାରୁ ଲାଗୁଛି ହୁଏତ କେହି ଜଣେ ଅଣ ଓଡ଼ିଆ ଉଇକିଆଳି ତିଆରି କରିଥିଲେ । କିନ୍ତୁ ଉଇକିପିଡ଼ିଆରେ ଅନେକ ପୃଷ୍ଠା ଐତିହାସିକ ଅଭିଲେଖ ଭାବେ ରଖାଯାଏ (ଯଥା ଉଇକିପିଡ଼ିଆ:ଆଲୋଚନା ସଭା) ଏଣୁ ଏ ପୃଷ୍ଠାଟି ଲିଭାଯାଇପାରିବ ନାହିଁ । ତେବେ ନିମ୍ନମାନର ପ୍ରସଙ୍ଗଗୁଡ଼ିକୁ ଲିଭାଇବା/ମାନ ଉନ୍ନତ ପାଇଁ ଏବେ ଏକ ସକ୍ରିୟ ଆଲୋଚନା କିଛି ଦିନ ହେଲା ଚାଲିଛି । ଆପଣ ସେଥିରେ ଭାଗନେଇପାରିବେ । ସେଠି କିଛି ତାଲିକାର ଲିଙ୍କ ଦିଆଯାଇଛି । ମୋତେ ଗୋଟେ ଗୋଟେ କରି ପ୍ରସଙ୍ଗର ନାମ ଜଣାଇବା ଆପଣଙ୍କ ପାଇଁ କଷ୍ଟକର ଓ ସମୟସାପେକ୍ଷ କାମ । ପୁଣି ମୋ ଛଡ଼ା ଅନ୍ୟ ପରିଚାଳକ ମଧ୍ୟ ଅଛନ୍ତି । ତେଣୁ ସଳଖ ବାଟ ହେଲା ଆପଣ ସେ ପୃଷ୍ଠାରେ ଥିବା ଲିଙ୍କ (ଯଥା ବିଶେଷ:ଛୋଟପୃଷ୍ଠା) ଖୋଲି ସେଥିରେ ଥିବା ନିମ୍ନମାନର ଲେଖାଗୁଡ଼ିକୁ ସମ୍ପାଦନା କରି ତା' ଭିତରେ {{tl:ଲିଭାନ୍ତୁ}} ପକାଇପାରିବେ । "ଲିଭାନ୍ତୁ" ଛାଞ୍ଚ ପକାଇବା ସହଜ ଓ ତା' ଭିତରେ ପରିଚାଳକ ଜଣେ ବୁଝିବା ଭଳି କାରଣ ସାଧାରଣ ଭାଷାରେ ଲେଖିବାକୁ ହୁଏ । ଉଦାହରଣଟିଏ ଦେଖନ୍ତୁ । --ସୁଭ (ଆଳାପ) ୧୧:୪୨, ୩୦ ଅକ୍ଟୋବର ୨୦୨୦ (IST)Reply
  • ଧନ୍ଯବାଦ।

ସହାଯ୍ୟ ଦରକାର

  • caliphate ଏବଂ peninsula ପାଇଁ ଓଡ଼ିଆ ଶବ୍ଦ ଆବଶ୍ଯକ ।

Anos Vordigoad (ମୋ ଆଲୋଚନା) ୧୨:୦୪, ୩୦ ଅକ୍ଟୋବର ୨୦୨୦ (IST)Reply

caliphate ପାଇଁ "ଖିଲାଫତ" ଓ "Khalifa" ପାଇଁ "ଖଲିଫା" ପ୍ରଚଳିତ । peninsulaର ଓଡ଼ିଆ "ଉପଦ୍ୱୀପ" ବୋଧେ । --ସୁଭ (ଆଳାପ) ୧୫:୧୦, ୩୦ ଅକ୍ଟୋବର ୨୦୨୦ (IST)Reply
peninsula ପାଇଁ ଅନ୍ତରୀପ ବ୍ଯବହାର କରିହେବ କି?Anos Vordigoad (ମୋ ଆଲୋଚନା) ୧୫:୩୧, ୩୦ ଅକ୍ଟୋବର ୨୦୨୦ (IST)Reply
ନା ବୋଧେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଧ୍ୟ ଉପଦ୍ୱୀପ ବୋଲି ଉଲ୍ଲେଖ ହୋଇଛି । ଏକ ଅନ୍ୟ ଭାଷାର ଓଡ଼ିଆରେ ଭିନ୍ନ ଭିନ୍ନ ଅନୂଦିତ ପ୍ରତିଶବ୍ଦ ଥିଲେ ସବୁଠୁ ବେଶୀ ଅଧିକ ଜଣାଶୁଣା ଶବ୍ଦ ସବୁବେଳେ ଉଇକିପିଡ଼ିଆରେ ବ୍ୟବହାର ହେବ । ଉପଦ୍ୱୀପ ସେହି ଯୁକ୍ତିରେ ବେଶୀ ପ୍ରଚଳିତ । --ସୁଭ (ଆଳାପ) ୧୫:୦୧, ୩୧ ଅକ୍ଟୋବର ୨୦୨୦ (IST)Reply
prophecyର ଓଡ଼ିଆ "ଭବିଷ୍ୟବାଣୀ" । prophetର ଓଡ଼ିଆ ଉଭୟ ଭବିଷ୍ୟବକ୍ତା ଓ ପୈଗମ୍ବର ହୋଇପାରିବ । ତେବେ ମହମ୍ମଦଙ୍କ କ୍ଷେତ୍ରରେ ଭବିଷ୍ୟବକ୍ତା ବଦଳରେ ପୈଗମ୍ବରର ବ୍ୟବହାର ଅଧିକ ପ୍ରଚଳିତ ହୋଇଥିବାରୁ ମହମ୍ମଦଙ୍କ କ୍ଷେତ୍ରରେ ପୈଗମ୍ବର ଓ ସାଧାରଣ ବ୍ୟବହାର ପାଇଁ (ଯଥା ନଷ୍ଟ୍ରାଡାମସ) ଭବିଷ୍ୟବକ୍ତା ବ୍ୟବହାର କରିହେବ । --ସୁଭ (ଆଳାପ) ୧୧:୪୬, ୩ ନଭେମ୍ବର ୨୦୨୦ (IST)Reply
ଦୟାକରି ଏହାକୁ ଅନୁବାଦ କରିଦିଅନ୍ତୁ । There are so many prophets in Islam and Muhammad is the seal of prophets. ଏଥିରୁ ମୁଁ ଜାଣିଯିବି କେଉଁ ସ୍ଥାନରେ କ'ଣ ବ୍ଯବହାର କରିବି । ---Anos Vordigoad (ମୋ ଆଲୋଚନା) ୧୫:୫୪, ୩ ନଭେମ୍ବର ୨୦୨୦ (IST)Reply
ଓଡ଼ିଆ ଅନୁବାଦରେ ଦ୍ୱିତୀୟ ଥର "ଭବିଷ୍ୟବକ୍ତା" ବୋଲି ଲେଖିବାକୁ ପଡ଼ିବ ନାହିଁ -- "ଇସଲାମରେ ଅନେକ ଭବିଷ୍ଯବକ୍ତା ଅଛନ୍ତି ଏବଂ ମହମ୍ମଦ ସେମାନଙ୍କ ଭିତରୁ ମୁଖ୍ୟ" । --ସୁଭ (ଆଳାପ) ୧୭:୨୬, ୩ ନଭେମ୍ବର ୨୦୨୦ (IST)Reply
ବୋଧେ ପୂରା ନ ହଟାଇ ସମ୍ପାଦନା କରି ଏଠି ଥିବା ଅଂଶକୁ ଆଂଶିକ/ସମ୍ପୂର୍ଣ୍ଣ ଅନୁବାଦ କଲେ ଉପଯୁକ୍ତ ହେବ । --ସୁଭ (ଆଳାପ) ୧୭:୨୨, ୩ ନଭେମ୍ବର ୨୦୨୦ (IST)Reply
  • ଜୀବବିଜ୍ଞାନରେ class କୁ ବର୍ଗ ବୋଲି କୁହାଯାଇଛି ଏହା ଠିକ୍ ତ? ଯଦି ଠିକ୍ ତେବେ ମୁଁ କ'ଣ ଶ୍ରେଣୀ କୁ division ପାଇଁ ବ୍ଯବହାର କରିପାରିବି? ଯଦି ନୁହଁ ତେବେ division ପାଇଁ କ'ଣ ବ୍ଯବହାର କରିବି? ବି. ଦ୍ର. ବୈଜ୍ଞାନିକ ଶ୍ରେଣୀବିଭାଗର ସମସ୍ତ ସ୍ତର ଇଂରାଜୀରେ ଓଡ଼ିଆ ଅନୁବାଦ ସହ ଦେଇଦେଲେ ଭଲ ହେବ । ଧନ୍ଯବାଦ --Anos Vordigoad (ମୋ ଆଲୋଚନା) ୧୦:୪୬, ୫ ନଭେମ୍ବର ୨୦୨୦ (IST)Reply
ଓଡ଼ିଆ ବିଜ୍ଞାନ ବହିରେ ଏସବୁ ଶ୍ରେଣୀବିଭାଗ ରହିଛି । ସେଥିରେ କଣ ଅଛି ସେଇ ଅନୁସାରେ ବଦଳାଇଲେ ଭଲ ହେବ । --ସୁଭ (ଆଳାପ) ୧୧:୦୭, ୫ ନଭେମ୍ବର ୨୦୨୦ (IST)Reply

Template:Life timeline

Template:Life timeline ପାଇଁ ଓଡ଼ିଆରେ ଏକ ଛାଞ୍ଚ ଆବଶ୍ଯକ। ମୁଁ "ଛାଞ୍ଚ:ଜୀବନର କାଳରେଖା" କିମ୍ବା "ଛାଞ୍ଚ:Life timeline" ବୋଲି ନୂଆ ଛାଞ୍ଚ ତିଆରି କରିପାରିବି? Anos Vordigoad (ମୋ ଆଲୋଚନା) ୧୨:୪୦, ୩୦ ଅକ୍ଟୋବର ୨୦୨୦ (IST)Reply

ଏଇଟି ବିଶେଷ:ଆମଦାନି ଦ୍ୱାରା ପ୍ରଥମେ ଆମଦାନୀ କରି ତା' ପରେ REDIRECTଦ୍ୱାରା ଅନୁବାଦ କରିହେବ । --ସୁଭ (ଆଳାପ) ୧୫:୧୦, ୩୦ ଅକ୍ଟୋବର ୨୦୨୦ (IST)Reply
ଅପଡେଟ: ଆଗରୁ ଅଛି ତେଣୁ ନୂଆ କରିବାର ଆବଶ୍ୟକତା ନାହିଁ । --ସୁଭ (ଆଳାପ) ୧୫:୧୩, ୩୦ ଅକ୍ଟୋବର ୨୦୨୦ (IST)Reply
ଜୀବନକାଳ - lifetime, ରେଖା - line ଅପେକ୍ଷା ଜୀବନ - life, କାଳରେଖା - timeline, ଭଲହେବ । ନାମ ବଦଳିବା ପାଇଁ ପ୍ରସ୍ତାବ! Anos Vordigoad (ମୋ ଆଲୋଚନା) ୧୫:୩୬, ୩୦ ଅକ୍ଟୋବର ୨୦୨୦ (IST)Reply
ମୋର ଧାରଣା ଏମିତି ଶବ୍ଦରୁ ଶବ୍ଦ ଓହ୍ଲାଇଲେ ପ୍ରାକୃତିକ ଅନୁବାଦ ହେବନି । ଜୀବନକାଳ ଏକ ବହୁପ୍ରଚଳିତ ଓଡ଼ିଆ ଶବ୍ଦ । ଏଠି ତା'ର ଏକ ରୈଖିକ ରୂପ ଦର୍ଶାଯାଉଥିବାରୁ ସେ ରେଖାଟି ଜୀବନକାଳର ରେଖା ବା "ଜୀବନକାଳ ରେଖା" । ତେଣୁ ଯାହା ଏବେ ଅଛି ତାକୁ ବଦଳାଇବାର ନିହାତି ଆବଶ୍ୟକତା ନାହିଁ । ଅଧିକନ୍ତୁ, ଏମିତି ଛୋଟ ଛୋଟ ଜିନିଷ, ବିଶେଷ କରି ଯାହାକୁ ବଦଳାଇଲେ ବି ପାଠକମାନଙ୍କ ପାଇଁ କୌଣସି ପ୍ରଭାବ ପଡ଼ିବ ନାହିଁ ତା ପାଇଁ ଏତେ ସମୟ ନଷ୍ଟ କରିବାର ଆବଶ୍ୟକତା ଉଇକିପିଡ଼ିଆରେ ନାହିଁ ବା ସାମର୍ଥ୍ୟ ମୋର ବ୍ୟକ୍ତିଗତ ଭାବେ ନାହିଁ । --ସୁଭ (ଆଳାପ) ୧୫:୦୭, ୩୧ ଅକ୍ଟୋବର ୨୦୨୦ (IST)Reply

ଧର୍ମ ପ୍ରସଙ୍ଗରେ ପରିବର୍ତ୍ତନ

କିଏ ଜଣେ Swami Jnananand saraswati ବୋଲି ଲେଖକ ପୁନର୍ବାର ଧର୍ମ ପ୍ରସଙ୍ଗରେ ଧର୍ମ ତଥା ବାବାମାନଙ୍କର ସମାଲୋଚ଼ନା ଆରମ୍ଭ କରିଦେଇଥିଲେ ଏବଂ ଆପଣଙ୍କ ଲେଖା ବଦଳି ଦେଇଥିଲେ । ବୋଧହୁଏ ପ୍ରେଡିକ୍ସି ବୋଲି ବୋଟ୍ ଟିଏ ତାକୁ ବଦଳି ଦେଲା ।Anos Vordigoad (ମୋ ଆଲୋଚନା) ୧୬:୩୧, ୩୦ ଅକ୍ଟୋବର ୨୦୨୦ (IST)Reply
ମୁସଲମାନ ପ୍ରସଙ୍ଗଟି ପ୍ରାୟତଃ ପୂର୍ଣ୍ଣ ହୋଇଗଲା । ତାହାକୁ ଯଦି ଆପଣ review କରି କୌଣସି ଭୁଲଭଟକା ସୁଧାରି ଦିଅନ୍ତେ ହେଲେ ଭଲ ହୁଅନ୍ତା । --Anos Vordigoad (ମୋ ଆଲୋଚନା) ୧୬:୧୮, ୩ ନଭେମ୍ବର ୨୦୨୦ (IST)Reply
ଖୁବ ଉଚ୍ଚକୋଟୀର ହୋଇଛି ଲେଖାଟି । --ସୁଭ (ଆଳାପ) ୧୧:୧୧, ୬ ନଭେମ୍ବର ୨୦୨୦ (IST)Reply

ପ୍ରସ୍ତାବ

ଧର୍ମ (ମାନବ ଧର୍ମର ପ୍ରତିଦ୍ୱନ୍ଦୀ) - ଏହି ଉପଶୀର୍ଷକକୁ ହଟାଇ ଦିଆଯାଉ ।Anos Vordigoad (ମୋ ଆଲୋଚନା) ୧୭:୦୭, ୩୧ ଅକ୍ଟୋବର ୨୦୨୦ (IST)Reply

ସମୀକ୍ଷା କରିଦିଅନ୍ତୁ

ଭୁଲ ଥିଲେ ସୁଧାରି ଦେବେ ।

Anos Vordigoad (ମୋ ଆଲୋଚନା) ୧୭:୦୫, ୩ ନଭେମ୍ବର ୨୦୨୦ (IST)Reply

ମୋଟାମୋଟି ଖୁବ ଉଚ୍ଚକୋଟୀର ହୋଇଛି ଉଭୟ ପ୍ରସଙ୍ଗ । ଅଳ୍ପ କିଛି କିଛି ବଦଳ କରିଦେଲି । ରାଇଜୋବୀୟରେ ଥିବା ଦୁଇଟି ବାକ୍ୟର ଅର୍ଥ ବୁଝାପଡ଼ୁନି । ମୋ ମତରେ ଏକ ଜଟିଳ ବା ଯୌଗିକ ବାକ୍ୟକୁ ଭାଙ୍ଗି ଏକାଧିକ ସରଳ ବାକ୍ୟ କରାଯାଇପାରେ ଫଳରେ ପାଠକକୁ ବୁଝିବା ପାଇଁ ସହଜ ହେବ ।
  • ଯେତେବେଳେ ସେମାନେ ଫ୍ଲାବୋନୋଏଡ, ୨-ଫିନାଇଲ-୧, ୪-ବେଞ୍ଜୋପାଇରୋନର ଏକ ପ୍ରରୂପ ଯାହା ତାଙ୍କର ପରପୋଷୀ ଉଦ୍ଭିଦର ଚେରରୁ ନିର୍ଗତ ହୋଇଥାଏ, ର ସଂସ୍ପର୍ଶରେ ଆସନ୍ତି, ସେତେବେଳେ ବହୁମାତ୍ରାରେ ଏକତ୍ର ଠୁଳ ହୋଇ ମୂଳକେଶରେ ଲାଗି ଯାନ୍ତି । (ଜଟିଳ ବାକ୍ୟ ଆଉ ଇଂରାଜୀରୁ ଅକ୍ଷରରୁ ଅକ୍ଷର ଓହ୍ଲାଇଲା ଭଳି ଲାଗୁନି ଏବଂ ଅର୍ଥ ବୁଝାପଡ଼ୁନି)
  • ବୀଜାଣୁ ମୂଳକେଶରେ ପଶିଯିବା ପରେ ଏଗୁଡ଼ିକ ଗଣ୍ଠି-କାରକ କ୍ଷରଣ କରିଥାନ୍ତି । (ଗଣ୍ଠି-କାରକ ଓ ମୂଳକେଶ ଭଳି ଶବ୍ଦ ନୂଆ ତେଣୁ ଓଡ଼ିଆରେ ପ୍ରଥମ ଥର ଲେଖିବା ବେଳେ ତାକୁ ଅକ୍ଷରାନ୍ତର କରି ଲେଖାଯାଇପାରେ ଯଥା: ରୁଟ ହେୟାର ବା root hair) ।

--ସୁଭ (ଆଳାପ) ୧୮:୪୦, ୩ ନଭେମ୍ବର ୨୦୨୦ (IST)Reply

ଛାଞ୍ଚ ବାବଦରେ

ଶୁଭବାବୁ ମୁଁ ତ ଏପରି ଅନେକ ଛାଞ୍ଚ ତିଆରି କରିସାରିଲିଣି ଯାହାର ଶୀର୍ଷକ ଓଡ଼ିଆରେ ରହିଛି । ବିଶେଷ କରି ଟାକ୍ସୋନୋମିରେ । ଆଗକୁ ମୁଁ ଆଉ ସେପରି କରିବିନି । Anos Vordigoad (ମୋ ଆଲୋଚନା) ୧୧:୨୪, ୩୦ ଅକ୍ଟୋବର ୨୦୨୦ (IST)Reply

ଏ ପ୍ରଶ୍ନର ଉତ୍ତର ବ୍ୟବହାରକାରୀଙ୍କ ଆଲୋଚନା:Anos Vordigoadରେ ଦେଉଛି । ଆଲୋଚନା ଯେଉଁଠି ଆରମ୍ଭ ହୋଇଥିଲା ସେଠି ଏ ଭଳି ଉତ୍ତର ବା ପ୍ରଶ୍ନ ରହିଲେ ସୁବିଧା । ଅଲଗା ଅଲଗା ଜାଗାରେ ରହିଲେ ପରେ ଦରକାର ବେଳେ ଖୋଜି ପାଇବାରେ ଅସୁବିଧା ହେବ । --ସୁଭ (ଆଳାପ) ୧୧:୪୪, ୩୦ ଅକ୍ଟୋବର ୨୦୨୦ (IST)Reply

ଲିଭାଯାଇଥିବା ପୃଷ୍ଠା ସଂପର୍କରେ

ଏକ ଲିଭାଯାଇଥିବା ପୃଷ୍ଠା ୟେମେନ ପୁଣି ଥରେ ଲେଖାଯିବାପରେ ଏହାର ପ୍ରଥମ ସଂପାଦନା ପୁରୁଣା ତାରିଖ ସୂଚାଉଥିବାରୁ ଏହା ଏସୀଆ ମାସ ଗଣ ସଂପାଦନା- ୨୦୨୦ରେ ଗୃହୀତ ହୋଇପାରିବ କି ନାହିଁ ? Hpsatapathy (ମୋ ଆଲୋଚନା) ୧୬:୪୪, ୫ ନଭେମ୍ବର ୨୦୨୦ (IST)Reply

ଯଦି ଫାଉଣ୍ଟେନ ଟୁଲ ଗ୍ରହଣ କରୁନାହିଁ ତାହେଲେ ହୁଏତ ହେବ ନାହିଁ । ତଥାପି ଫାଉଣ୍ଟେନ ଟୁଲର ପରିଚାଳକଙ୍କୁ ଥରେ ପଚାରିଲେ ହୁଏତ ଭଲ ହେବ । ଧ୍ୟାନଦେବେ: ଏ ଆଲୋଚନା ପୃଷ୍ଠାଟି ଏକ ଅଭିଲେଖ ଓ ସକ୍ରିୟ ଆଲୋଚନା ପାଇଁ ନୁହେଁ । ଦୟାକରି ଆଗକୁ ମୋତେ କିଛି ଲେଖିବା ପାଇଁ ଚାହୁଁଥିଲେ ବ୍ୟବହାରକାରୀଙ୍କ_ଆଲୋଚନା:Psubhashish ପୃଷ୍ଠାରେ ଯାଇ ଲେଖିବେ । --ସୁଭ (ଆଳାପ) ୧୮:୧୯, ୫ ନଭେମ୍ବର ୨୦୨୦ (IST)Reply

|}

ଆନୋସ

ମୋର ଆଲୋଚନା ବିଭାଗଟି ଆଉ ମିଳୁନାହିଁ । ତେଣୁ ନୂଆ ଟିଏ କଲି । ମୁଁ ପୂର୍ଣ୍ଣ କରିଥିବା ପ୍ରସଙ୍ଗ ଗୁଡ଼ିକୁ ସମୀକ୍ଷା ପାଇଁ କଉଠି ଦେବି (ଯଦି ସମୀକ୍ଷାର ଆବଶ୍ଯକତା ଥାଏ) ? ସବୁବେଳେ ଆପଣଙ୍କୁ ହଇରାଣ କରିବା ଟା ଠିକ୍ ନୁହଁ । ସବୁ ସାହାଯ୍ୟ ପାଇଁ ଧନ୍ଯବାଦ -- Anos Vordigoad (ମୋ ଆଲୋଚନା) ୧୨:୦୨, ୫ ନଭେମ୍ବର ୨୦୨୦ (IST)Reply
@Anos Vordigoad: ମୁଁ ବିକ୍ଷିପ୍ତ ଆଲୋଚନା ସବୁକୁ ଗୋଟେ ଜାଗାକୁ ନେଇ ଏଠାରେ ରଖିଛି । ଏ ପୃଷ୍ଠାଟି ଏକ ଆଲୋଚନା ପୃଷ୍ଠା । ଆପଣ ବୋଧେ "ନୂଆ ଯୋଡ଼ନ୍ତୁ" ଅପସନ ବଦଳରେ "ଉତ୍ସ ସମ୍ପାଦନା" କରିଛନ୍ତି ଫଳରେ ଏକାଧିକ ସ୍ଥାନରେ ଆଲୋଚନାସବୁ ରହିଛି । ଉତ୍ତର ଦେବା ପାଇଁ ମୋତେ ଖୋଜିବାକୁ ପଡ଼ୁଛି ପ୍ରଶ୍ନ କେଉଁଠି ଅଛି । "ନୂଆ ଯୋଡ଼ନ୍ତୁ" କଲେ ସବୁଠୁ ନୂଆ ଆଲୋଚନା ସବା ତଳକୁ ଓ ସବୁଠୁ ପୁରୁଣା ଆଲୋଚନା ସବା ଉପରକୁ ରହେ । "ଉତ୍ସ ସମ୍ପାଦନା" କରି ମାନୁଆଲି ଗୋଟେ ନୂଆ ଆଲୋଚନାକୁ ଉପରେ ରଖିଲେ ଆଲୋଚନାଗୁଡ଼ିକର ସମୟ କ୍ରମ ଭାଙ୍ଗିଯାଏ । ତେଣୁ ମୁଁ ସମ୍ପାଦନା କରି ବଦଳାଇଦେଇଥିଲି । --ସୁଭ (ଆଳାପ) ୧୫:୧୯, ୫ ନଭେମ୍ବର ୨୦୨୦ (IST)Reply
Return to the user page of "Psubhashish/Archive 7".