ପୂଜାଫୁଲ
୧୯୮୫ର ଓଡ଼ିଆ କଥାଚିତ୍ର
ଜେ. ଏଚ୍. ସତ୍ତାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆକଥାଚିତ୍ର ପୂଜାଫୁଲ ୧୯୮୫ ମସିହାରେ ମୁକ୍ତିଲାଭ କରିଥିଲା ।
ପୂଜାଫୁଲ | |
---|---|
ନିର୍ଦ୍ଦେଶକ | ଜେ. ଏଚ୍. ସତ୍ତାର |
ପ୍ରଯୋଜକ | ଶିବ ଲେଙ୍କା |
ଚିତ୍ରନାଟ୍ୟ | ବିଜୟ ମିଶ୍ର |
କାହାଣୀ | ଜେ. ଏଚ୍. ସତ୍ତାର |
କଳାକାର | ହେମନ୍ତ ଦାସ, ଝରଣା ଦାସ, ଜୟା, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ବିରେନ ରାଉତରାୟ, ଜୟୀରାମ ସାମଲ |
ସଙ୍ଗୀତ | ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର |
ଚିତ୍ରଗ୍ରହଣ | ଅଶୋକ ସ୍ୱାଇଁ |
ସମ୍ପାଦକ | ଶ୍ରୀକାନ୍ତ ତେଲଙ୍ଗ |
ମୁକ୍ତିଲାଭ ତାରିଖ | ୧୯୮୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୩୫ ଲକ୍ଷ ୪୦ ହଜାର ଟଙ୍କା |
ଅଭିନୟରେ
ସମ୍ପାଦନାଓଡ଼ିଆଚଳଚ୍ଚିତ୍ର ‘ପୂଜାଫୁଲ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର
ସମ୍ପାଦନା- ↑ "ଜୟାଙ୍କ ଜୟଯାତ୍ରା". enewspapr.com/News/NITIDIN. ୨୩ ଅପ୍ରେଲ ୨୦୨୧. p. ୯. Archived from the original on ୨୩ ଅପ୍ରେଲ ୨୦୨୧. Retrieved 23 April 2021.
{{cite web}}
: Check date values in:|date=
and|archivedate=
(help) - ↑ "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 13 August 2020. Retrieved 1 September 2018.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ପୂଜାଫୁଲ