ପାପ

୨୦୨୧ ଓଡ଼ିଆ କଥାଚିତ୍ର

ପାପ, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କବୀର ଦାସ । ସଞ୍ଜୟ ମହାକୁଳ ଓ ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ପାପ
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକକବିର ଦାସ
ସଂଳାପସଞ୍ଜୟ ମହାକୁଳ
ବି. ଚନ୍ଦନ କୁମାର
ଚିତ୍ରନାଟ୍ୟଅଶୋକ ପତି
କଳାକାରଏଲିନା ସାମନ୍ତରାୟ
ଅଙ୍କିତ ଦଳବେହେରା
ଅଶ୍ରୁମୋଚନ ମହାନ୍ତି
ପିଙ୍କି ପ୍ରଧାନ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣସୋମିଓ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୧୦ ଜାନୁଆରୀ ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏଲିନା ସାମନ୍ତରାୟ । ଅଙ୍କିତ କୁମାର ଦଳବେହେରା, ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି, ଅଭିଶେକ, ରାଜା ଡି., ପିୟାଲି, କୁନାଲ, ଚୌଧୁରୀ ଜୟପ୍ରକାଶ ଦାସ, ନୂପୁର, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୧ ମସିହାର ଜାନୁଆରୀ ୧୦ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ଗୀତିକାର ସରୋଜ ପଟ୍ଟନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ଯାହା ପାଇଁ"ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 

ଆଧାର ସମ୍ପାଦନା

  1. "ରୁପେଲି ପରଦା: ୧୦୦ କୋଟିର ସିନେ କାରବାର ଠପ୍‌ | Sambad". ସମ୍ବାଦ. sambad.in. 19 December 2020. Archived from the original on 20 January 2021. Retrieved 9 January 2022.
  2. "ଅଶୋକଙ୍କ ସହ ଏଲିନାଙ୍କ 'ପାପ'". Odisha Reporter. ଭୁବନେଶ୍ୱର. 1 November 2020. Archived from the original on 30 December 2021. Retrieved 30 December 2021.
  3. ୩.୦ ୩.୧ BASUPRAVA, BASYUKTA (9 January 2021). "Bringing a fresh wave of content to the Odia film Industry, Tarang Plus is all set to roll out its next feature film 'Paapa'. The power-packed cast of the movie includes Elina Samantray, Ankit and Ashok Pati. The movie is all set to release simultaneously on Tarang TV and Tarang Plus App on January 10, 2021". OTV News (in English). Archived from the original on 30 December 2021. Retrieved 30 December 2021. {{cite news}}: |archive-date= / |archive-url= timestamp mismatch; 9 ଜାନୁଆରୀ 2021 suggested (help)CS1 maint: unrecognized language (link)

ବାହାର ଆଧାର ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ ପାପ