ଉପେନ୍ଦ୍ର ମହାନ୍ତି
ଓଡ଼ିଆ ରାଜନୀତିଜ୍ଞ
ଉପେନ୍ଦ୍ର ମହାନ୍ତି (୧୦ ଜୁଲାଇ ୧୯୨୪ - ୫ ଅଗଷ୍ଟ ୨୦୦୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୨ ଓ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କାକଟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଉପେନ୍ଦ୍ର ମହାନ୍ତି | |
---|---|
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ପୂର୍ବ ଅଧିକାରୀ | ମୋହନ ଦାସ, ଭରତ ଦାସ |
ପର ଅଧିକାରୀ | ଗତିକୃଷ୍ଣ ସ୍ୱାଇଁ |
ନିର୍ବାଚନ ମଣ୍ଡଳୀ | କାକଟପୁର |
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ପର ଅଧିକାରୀ | ମୋହନ ଦାସ, ଭରତ ଦାସ |
ନିର୍ବାଚନ ମଣ୍ଡଳୀ | କାକଟପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୦ ଜୁଲାଇ ୧୯୨୪ |
ମୃତ୍ୟୁ | ୫ ଅଗଷ୍ଟ ୨୦୦୯ | (ବୟସ ୮୫)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସ୍ୱର୍ଣ୍ଣଲତା ମହାନ୍ତି |
ବାପା/ବୋଉ | ପ୍ରଭାକର ମହାନ୍ତି (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଉପେନ୍ଦ୍ର ମହାନ୍ତି ୧୯୨୪ ମସିହାର ଜୁଲାଇ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରଭାକର ମହାନ୍ତି ଓ ପତ୍ନୀଙ୍କ ନାମ ସ୍ୱର୍ଣ୍ଣଲତା ମହାନ୍ତି ।[୧]
ରାଜନୈତିକ ଜୀବନ
ସମ୍ପାଦନାଉପେନ୍ଦ୍ର ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଏବଂ ପରେ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଉପେନ୍ଦ୍ର ୨୦୦୯ ମସିହାର ଅଗଷ୍ଟ ୫ ତାରିଖରେ ୮୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Upendra Mohanty". odishaassembly.nic.in. Odisha Assembly. Retrieved 17 March 2021.