ବାଜେ ବଇଁଶୀ ନାଚେ ଘୁଙ୍ଗୁର

୧୯୮୨ର ଓଡ଼ିଆ କଥାଚିତ୍ର

କେଳୁଚରଣ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ବାଜେ ବଇଁଶୀ ନାଚେ ଘୁଙ୍ଗୁର [୨] ୧୯୮୨ ମସିହାରେ ମୁକ୍ତିଲାଭ କରିଥିଲା । ସୂର୍ଯ୍ୟ ମିଶ୍ର ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ଓ ସୁବୋଧ ପଟ୍ଟନାୟକ ଚିତ୍ରନାଟ୍ୟ ରଚନା କରିଥିଲେ ।[୩]

ବାଜେ ବଇଁଶୀ ନାଚେ ଘୁଙ୍ଗୁର
ନିର୍ଦ୍ଦେଶକକେଳୁଚରଣ ମହାପାତ୍ର
ପ୍ରଯୋଜକସୂର୍ଯ୍ୟ ମିଶ୍ର
ଚିତ୍ରନାଟ୍ୟସୁବୋଧ ପଟ୍ଟନାୟକ[୧]
କଳାକାରଉତ୍ତମ ମହାନ୍ତି, ସଙ୍ଗୀତା ଦାଶ, ସ୍ନିଗ୍ଧା ମହାନ୍ତି
ସଙ୍ଗୀତଅକ୍ଷୟ ମିଶ୍ର
ମୁକ୍ତିଲାଭ ତାରିଖ
୧୯୮୨
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ ସମ୍ପାଦନା

ଓଡ଼ିଆଚଳଚ୍ଚିତ୍ର ‘ବାଜେ ବଇଁଶୀ ନାଚେ ଘୁଙ୍ଗୁର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର ସମ୍ପାଦନା

  1. www.sambadkalika.com (PDF) http://www.sambadkalika.com/Papers/K4U42JN9QB9BZQW.pdf. Retrieved 27 September 2018. {{cite web}}: Missing or empty |title= (help)[permanent dead link]
  2. ଇଣ୍ଟରନେଟ ମୁଭି ଡାଟାବେସରେ ବାଜେ ବଇଁଶୀ ନାଚେ ଘୁଙ୍ଗୁର
  3. "Eminent screenplay writer Subodh Patnaik passes away". www.newindianexpress.com. Retrieved 27 September 2018.
  4. Orissa reference: glimpses of Orissa. TechnoCAD Systems. 2001.