ଦଶପଲ୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
(ଦଶପଲା (ବିଧାନସଭା ନିର୍ବାଚନ ମଣ୍ଡଳୀ)ରୁ ଲେଉଟି ଆସିଛି)
ଦଶପଲା (କ୍ରମିକ ସଂଖ୍ୟା: ୧୨୧) ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଦଶପଲା ବ୍ଳକ, ଗଣିଆ ବ୍ଳକ ଓ ନୂଆଗାଁ ବ୍ଳକ ।[୨][୩]
ଦଶପଲା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୬୯,୧୪୪ |
ଜିଲ୍ଲା: | ନୟାଗଡ଼ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କନ୍ଧମାଳ |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | |
ପୌର ପରିଷଦ: |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ନାୟକ ଭାରତୀୟ ଜନତା ପାର୍ଟି ପ୍ରାର୍ଥିନୀ ଇନ୍ଦୁମତି ନାୟକଙ୍କଠାରୁ ୫୭୩୨୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ କାଶୀନାଥ ମଲ୍ଲିକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲେକ୍ଚରର ବୁଲିଅନଙ୍କଠାରୁ ୩୮,୭୫୮ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ବିଧାନ ସଭା ନିର୍ବାଚନ, ଦଶପଲା [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | କାଶୀନାଥ ମଲ୍ଲିକ | ୬୧,୧୪୨ | ୫୯.୨୮ | - | |
କଂଗ୍ରେସ | ଲେକ୍ଚରର ବୁଲିଅନ | ୨୨,୩୮୪ | ୨୧.୭୦ | - | |
ଭାଜପା | ମନୋଜ କୁମାର ବେହେରା | ୧୩,୨୧୮ | ୧୨.୮୨ | - | |
ସ୍ୱାଧୀନ | ସୁଶାନ୍ତ କୁମାର ନାୟକ | ୨,୦୫୦ | ୧.୯୯ | - | |
ସ୍ୱାଧୀନ | ବାସୁଦେବ ନାୟକ | ୧,୪୬୨ | ୧.୪୨ | - | |
ସମୃଦ୍ଧ ଓଡ଼ିଶା | ବେଣୁଧର ନାୟକ | ୧,୦୭୧ | ୧.୦୪ | - | |
ସ୍ୱାଧୀନ | ଦେବରାଜ ନାୟକ | ୯୨୦ | ୦.୮୯ | - | |
ସପା | ଆର୍ତ୍ତବନ୍ଧୁ ଚୌଧୁରୀ | ୮୯୨ | ୦.୮୬ | - | |
ଭୋଟ ବ୍ୟବଧାନ | ୩୮,୭୫୮ | ୩୭.୫୮* | - | ||
ମତଦାନ ହାର | ୧,୦୩,୧୪୩ | ୬୪.୪୯ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୧୯: ରମେଶ ଚନ୍ଦ୍ର ବେହେରା (ବିଜଦ)
- ୨୦୧୪: ପୂର୍ଣ୍ଣଚନ୍ଦ୍ର ନାୟକ (ବିଜଦ)
- ୨୦୦୯: (୧୨୧): କାଶୀନାଥ ମଲ୍ଲିକ (ବିଜଦ)
- ୨୦୦୪: (୬୪): ରୁଦ୍ର ମାଧବ ରାୟ (ସ୍ୱାଧୀନ)
- ୨୦୦୦: (୬୪): ହରିହର କରଣ (କଂଗ୍ରେସ)
- ୧୯୯୫: (୬୪): ରୁଦ୍ର ମାଧବ ରାୟ (ଜନତା ଦଳ)
- ୧୯୯୦: (୬୪): ରୁଦ୍ର ମାଧବ ରାୟ (ଜନତା ଦଳ)
- ୧୯୮୫: (୬୪): ହରିହର କରଣ (କଂଗ୍ରେସ)
- ୧୯୮୦: (୬୪): ହରିହର କରଣ (କଂଗ୍ରେସ-ଇ)
- ୧୯୭୭: (୬୪): ହରିହର କରଣ (କଂଗ୍ରେସ)
- ୧୯୭୪: (୬୪): ହରିହର କରଣ (ସ୍ୱାଧୀନ)
- ୧୯୭୧: (୫୮): ସାହେବ ନାଏକ (କଂଗ୍ରେସ (ଆର୍))
- ୧୯୬୭: (୫୮): ଭାବଗ୍ରାହୀ ନାୟକ (କମ୍ୟୁନିଷ୍ଟ)
- ୧୯୬୧: (୮୨): ସାହେବ ନାଏକ (କଂଗ୍ରେସ)
- ୧୯୬୦: (ଉପ): ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ (କଂଗ୍ରେସ)
- ୧୯୫୭: (୫୫): କିଶୋର ଚନ୍ଦ୍ର ଦେଓ ଭଞ୍ଜ (କଂଗ୍ରେସ) ଓ ଶ୍ରୀଧର ନାଏକ (ଗଣ ପରିଷଦ)
- ୧୯୫୧: (୯୫): କିଶୋର ଚନ୍ଦ୍ର ଦେଓ ଭଞ୍ଜ (କଂଗ୍ରେସ)
ଆଧାର
ସମ୍ପାଦନା- ↑ "Daspalla Assembly Election 2009, Orissa". empoweringindia.org. Archived from the original on 8 April 2014. Retrieved 25 May 2013.
Constituency: Daspalla (121) District : Nayagarh
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013.
8971
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 64-Daspalla Constituency of ORISSA". eci.nic.in. 2006. Retrieved 25 May 2013.
List Of Winning Candidates Year Voters In 1000 Voter Turnout (% age) Winner
{{cite web}}
: horizontal tab character in|quote=
at position 33 (help) - ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf