ତୋ' ପାଇଁ

୨୦୦୫ର ଓଡ଼ିଆ କଥାଚିତ୍ର

ତୋ' ପାଇଁ ୨୦୦୫ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁମିତା ଧର ଏବଂ ଆଭା ପଣ୍ଡା । ଆଭା ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ପ୍ରଦୀପ ନନ୍ଦ ଏହି କଥାଚିତ୍ରଟିର ସଂଳାଚ ରଚନା କରିଥିଲେ । ଅନିଲ ଦୁବେ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ତୋ' ପାଇଁ
ନିର୍ଦ୍ଦେଶକଅନିଲ ଦୁବେ
ପ୍ରଯୋଜକସୁମିତା ଧର
ଆଭା ପଣ୍ଡା
ସଂଳାପପ୍ରଦୀପ ନନ୍ଦ
ଚିତ୍ରନାଟ୍ୟଅନିଲ ଦୁବେ
କାହାଣୀଆଭା ପଣ୍ଡା
କଳାକାରସମ୍ବିତ
ପିଙ୍କି ପ୍ରଧାନ
ପ୍ରତ୍ୟୁଷ
ନମ୍ରତା ଥାପା
ବବି ମିଶ୍ର
ହର ପଟ୍ଟନାୟକ
ମିହିର ଦାସ
ପ୍ରିୟଙ୍କା ମହାପାତ୍ର
ସଙ୍ଗୀତମନ୍ମଥ ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୫
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ, ପଙ୍କି ପ୍ରଧାନ, ପ୍ରତ୍ୟୁଷ ଏବଂ ନମ୍ରତା ଥାପା[୧] । ବବି ମିଶ୍ର, ମୋହିନୀ ଶିଳାଲିପି, ହର ପଟ୍ଟନାୟକ, ମିହିର ଦାସ, ପ୍ରିୟଙ୍କା ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ରବସନ୍ତରାଜ ସାମଲ, ମନ୍ମଥ ମିଶ୍ର ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ବିଭୁ କିଶୋର, ତପୁ ମିଶ୍ର, ଶକ୍ତି ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."ଦିନ ସରେ ନାହିଁ" 
2."ଏମେଲେ ବାବୁ" 
3."123 ଲାଇଫ୍ ଇଜ୍" 
4."ପ୍ରେମ ଆସେ ଦୁନିଆରେ" 
5."ତୋ ଆଖିରେ ମୋ ଆଖି ଯେବେ ମିଶିଲା" 
6."ପାଠ ପଢ଼ା ସଙ୍ଗେ" 
7."ମନ ଆଇନାରେ କେତେ ଯେ ଚେହେରା" 

ଆଧାରସମ୍ପାଦନ କରନ୍ତୁ

  1. "ଓଲିଉଡରେ ଏଥିଲାଗି ବି ଚର୍ଚ୍ଚିତା ହୋଇଥିଲେ ନମ୍ରତା ଥାପ୍ପା". sambad.in. 31 March 2018. Retrieved 2 April 2018.
  2. "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.

ବାହାର ଆଧାରସମ୍ପାଦନ କରନ୍ତୁ