ତୁ ମୋ ଆଖିର ତାରା

୨୦୦୫ର ଓଡ଼ିଆ କଥାଚିତ୍ର

ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ତୁ ମୋ ଆଖିର ତାରା [୧] ୨୦୦୫ ମସିହାରେ ମୁକ୍ତିଲାଭ କରିଥିଲା ।

ତୁ ମୋ ଆଖିର ତାରା
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକପ୍ରମୋଦ କୁମାର ସ୍ୱାଇଁ
ସଂଳାପସ୍ୱପନ ଶାହା, ପ୍ରଦୀପ ନନ୍ଦ
କାହାଣୀସଞ୍ଜୟ ନାୟକ
କଳାକାରସିଦ୍ଧାନ୍ତ ମହାପାତ୍ର, ମାମୁନି ମିଶ୍ର, ଦୁର୍ଗା ଆଚାର୍ଯ୍ୟ, ଚକ୍ରଧର ଜେନା
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣଶାମ୍ବା
ସମ୍ପାଦକଅଶୋକ ଶର୍ମା
ମୁକ୍ତିଲାଭ ତାରିଖ
୨୦୦୫
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେସମ୍ପାଦନ କରନ୍ତୁ

ଓଡ଼ିଆ କଥାଚିତ୍ର ‘ତୁ ମୋ ଆଖିର ତାରା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାରସମ୍ପାଦନ କରନ୍ତୁ

  1. ତୁ ମୋ ଆଖିର ତାରା ଇଣ୍ଟରନେଟ ମୁଭି ଡାଟାବେସରେ
  2. "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 2 September 2018. Retrieved 2 September 2018.
  3. "ଓଲିଉଡ୍‌ ଅଭିନେତ୍ରୀ ନିକିତାଙ୍କ ଆକସ୍ମିକ ମୃତ୍ୟୁ; ଓଡ଼ିଆ ଫିଲ୍ମ ଓ ଟେଲି ଦୁନିଆରେ ଶୋକର ଛାୟା". Sambad.in (in Odia). Odisha. 5 January 2019. Archived from the original on 5 January 2019. Retrieved 5 January 2019.CS1 maint: unrecognized language (link)