ତତେ ଭଲ ପାଉଛି ବୋଲି
୨୦୧୦ର ଓଡ଼ିଆ କଥାଚିତ୍ର
ତତେ ଭଲ ପାଉଛି ବୋଲି, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନରସିଂହ ଲାଲ ଅଗ୍ରୱାଲ । ପ୍ରତିଭା ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ପ୍ରଶାନ୍ତ କୁମାର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ତତେ ଭଲ ପାଉଛି ବୋଲି | |
---|---|
ନିର୍ଦ୍ଦେଶକ | ପ୍ରଶାନ୍ତ କୁମାର |
ପ୍ରଯୋଜକ | ନରସିଂହ ଲାଲ ଅଗ୍ରୱାଲ |
ସଂଳାପ | ଚିନ୍ମୟ ଦାସ ପଟ୍ଟନାୟକ |
ଚିତ୍ରନାଟ୍ୟ | ପ୍ରଶାନ୍ତ କୁମାର |
କାହାଣୀ | ପ୍ରତିଭା ପଣ୍ଡା |
କଳାକାର | ଦେବାଶିଷ ପାତ୍ର, କୋଏଲ ବାନାର୍ଜୀ, ଅପରାଜିତା ମହାନ୍ତି, ମିହିର ଦାସ, ଜୟୀରାମ ସାମଲ, କୁନା ତ୍ରିପାଠୀ |
ସଙ୍ଗୀତ | ପ୍ରେମ ଆନନ୍ଦ |
ମୁକ୍ତିଲାଭ ତାରିଖ | ୧୭ ସେପ୍ଟେମ୍ବର ୨୦୧୦ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର ଏବଂ କୋଏଲ ବାନାର୍ଜୀ । ଅପରାଜିତା ମହାନ୍ତି, ମିହିର ଦାସ, ଜୟୀରାମ ସାମଲ, କୁନା ତ୍ରିପାଠୀ, ବବି ମିଶ୍ର, ବିରେନ ମିଶ୍ର, ରବି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|---|---|
1. | "ଭଲ ପାଇବା ବାଟରେ" | |
2. | "ବେଲାର ଦରଦ" | |
3. | "ଲାଗେରେ ଲାଗେରେ" | |
4. | "ଏ ମିଟିଟା କେହି ଜଣେ" | |
5. | "ବାହାନା" | |
6. | "ଓଡ଼ିଆଣୀ ମନ ମୋର" | |
7. | "ମନ ତତେ ଦେଇ ଦେଲି" |
ଆଧାରସମ୍ପାଦନ କରନ୍ତୁ
- ↑ "Koyel Oriya Actress". Incredible Orissa. 19 April 2012. Retrieved 27 March 2018.
- ↑ "ପଜିଟିଭ୍ ରୋଲ୍ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.
ବାହାର ଆଧାରସମ୍ପାଦନ କରନ୍ତୁ
- ତତେ ଭଲ ପାଉଛି ବୋଲି ଇଣ୍ଟରନେଟ ମୁଭି ଡାଟାବେସରେ