୧ ଡିସେମ୍ବର
ତାରିଖ
(ଡିସେମ୍ବର ୧ରୁ ଲେଉଟି ଆସିଛି)
<< | ଡିସେମ୍ବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | |
୭ | ୮ | ୯ | ୧୦ | ୧୧ | ୧୨ | ୧୩ |
୧୪ | ୧୫ | ୧୬ | ୧୭ | ୧୮ | ୧୯ | ୨୦ |
୨୧ | ୨୨ | ୨୩ | ୨୪ | ୨୫ | ୨୬ | ୨୭ |
୨୮ | ୨୯ | ୩୦ | ୩୧ | |||
୨୦୨୫ |
December 1 in recent years |
୨୦୨୪ (ରବିବାର) |
୨୦୨୩ (ଶୁକ୍ରବାର) |
୨୦୨୨ (ଗୁରୁବାର) |
୨୦୨୧ (ବୁଧବାର) |
୨୦୨୦ (ମଙ୍ଗଳବାର) |
୨୦୧୯ (ରବିବାର) |
୨୦୧୮ (ଶନିବାର) |
୨୦୧୭ (ଶୁକ୍ରବାର) |
୨୦୧୬ (ଗୁରୁବାର) |
୨୦୧୫ (ମଙ୍ଗଳବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧ ଡିସେମ୍ବର ବର୍ଷର ୩୩୫ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୩୬ତମ) । ବର୍ଷ ଶେଷ ହେବା ପାଇଁ ଆଉ ୩୦ ଦିନ ବାକି ଅଛି ।
ଘଟଣାବଳୀ
ସମ୍ପାଦନାଜନ୍ମ
ସମ୍ପାଦନା- ୧୯୦୯ – କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପଦ୍ମଶ୍ରୀ ସମ୍ମାନିତ ପ୍ରତ୍ନତତ୍ୱବିଦ, ଐତିହାସିକ ଏବଂ ଗବେଷକ (ମୃତ୍ୟୁ: ୨୫ ଫେବୃଆରୀ ୧୯୮୭)
- ୧୯୧୪ – ପ୍ରାଣବନ୍ଧୁ କର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ନାଟ୍ୟକାର, କବି ଓ ଗାଳ୍ପିକ (ମୃତ୍ୟୁ: ୧୯୯୮)
- ୧୯୩୯ – ହେମାନନ୍ଦ ବିଶ୍ୱାଳ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ
- ୧୯୫୫ – ଉଦିତ ନାରାୟଣ, ପଦ୍ମ ଭୂଷଣ ସମ୍ମାନିତ ଭାରତୀୟ ପ୍ରଚ୍ଛଦପଟ ଗାୟକ
ମୃତ୍ୟୁ
ସମ୍ପାଦନା- ୧୯୯୦ – ବିଜୟଲକ୍ଷ୍ମୀ ପଣ୍ଡିତ, ରାଜନୀତିଜ୍ଞ (ଜନ୍ମ: ୧୮ ଅଗଷ୍ଟ ୧୯୦୦)
ପର୍ବପର୍ବାଣି
ସମ୍ପାଦନାଅଧିକ ତଥ୍ୟ
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ୧ ଡିସେମ୍ବର
ବାବଦରେ ମାଧ୍ୟମ ରହିଛି ।