ବିଜୁ ଜନତା ଦଳ

ଭାରତର ଏକ ରାଜନୈତିକ ଦଳ
(Biju Janata Dalରୁ ଲେଉଟି ଆସିଛି)

ବିଜୁ ଜନତା ଦଳ ଏକ ଆଞ୍ଚଳିକ ରାଜନୈତିକ ଦଳ । ବର୍ତ୍ତମାନ ଓଡ଼ିଶା ବିଧାନ ସଭାରେ ଏହି ଦଳର ସର୍ବାଧିକ ବିଧାୟକ ଅଛନ୍ତି । ଏହି ଦଳ ୨୬ ଡିସେମ୍ବର ୧୯୯୭ରେ ଗଠନ କରାଯାଇଥିଲା ।

ବିଜୁ ଜନତା ଦଳ ପତାକା
ବିଜୁ ଜନତା ଦଳ
ଅଧକ୍ଷନବୀନ ପଟ୍ଟନାୟକ
ଗଠନ୨୬ ଡିସେମ୍ବର ୧୯୯୭
ମୁଖ୍ୟ କାର୍ଯ୍ୟାଳୟ6R/3, ୟୁନିଟ୍-୬, ଫରେଷ୍ଟ୍ ପାର୍କ୍, ଭୁବନେଶ୍ୱର, ଓଡ଼ିଶା
ବିଚାରଧାରା ଓଡ଼ିଆ ଜାତୀୟତା
ଆଞ୍ଚଳିକତା
ଧର୍ମ ନିରପେକ୍ଷତା
ରାଜନୈତିକ ଅବସ୍ଥାନ କେନ୍ଦ୍ରବାଦୀ
କେନ୍ଦ୍ର-ବାମ ପନ୍ଥୀ
ମେଣ୍ଟଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ.ଡି.ଏ.) (୧୯୯୮–୨୦୦୯)
ତୃତୀୟ ସାମ୍ମୁଖ୍ୟ (୨୦୦୯)
ଲୋକସଭାରେ ଆସନ ସଂଖ୍ୟା
୦ / ୫୪୩
ରାଜ୍ୟସଭାରେ ଆସନ ସଂଖ୍ୟା
୯ / ୨୪୫
ସଂସଦରେ ଆସନ ସଂଖ୍ୟା
୫୧ / ୧୪୭

ଓଡ଼ିଶା ବିଧାନସଭା
ୱେବସାଇଟ
www.bjdodisha.org.in/

ବାହାର ଆଧାର