ଦିଲ୍ଲୀପ ଶ୍ରୀଚନ୍ଦନ
ଓଡ଼ିଆ ରାଜନୀତିଜ୍ଞ
ଦିଲ୍ଲୀପ ଶ୍ରୀଚନ୍ଦନ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଦିଲ୍ଲୀପ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୮ ମସିହାରେ ଖୋର୍ଦ୍ଧା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଦିଲ୍ଲୀପ ଶ୍ରୀଚନ୍ଦନ | |
---|---|
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା (ଉପ) | |
କାର୍ଯ୍ୟକାଳ ୧୯୯୮ – ୨୦୦୦ | |
ପୂର୍ବ ଅଧିକାରୀ | ପ୍ରସନ୍ନ କୁମାର ପାଟ୍ଟଶାଣୀ |
ପର ଅଧିକାରୀ | ଜ୍ୟୋତିନ୍ଦ୍ର ନାଥ ମିତ୍ର |
ନିର୍ବାଚନ ମଣ୍ଡଳୀ | ଖୋର୍ଦ୍ଧା |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ବୃତ୍ତି | ରାଜନୀତିଜ୍ଞ |
ରାଜନୈତିକ ଜୀବନ
ସମ୍ପାଦନାଦିଲ୍ଲୀପ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Dillip Srichandan". odishaassembly.nic.in. Odisha Assembly. Retrieved 3 June 2020.