ଖଣ୍ଡପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଖଣ୍ଡପଡ଼ା (କ୍ରମିକ ସଂଖ୍ୟା: ୧୨୦) ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଖଣ୍ଡପଡ଼ା (ବି), ଖଣ୍ଡପଡ଼ା ବ୍ଳକ, ଭାପୁର ବ୍ଳକ ।[][]

ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୬୩,୪୨୪
ଜିଲ୍ଲା: ନୟାଗଡ଼
ଲୋକ ସଭା ନିର୍ବାଚନ ମଣ୍ଡଳୀ: କଟକ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅନୁଭବ ପଟ୍ଟନାୟକ ଆମ ଓଡ଼ିଶା ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କଠାରୁ ୬୦୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂହ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ'ଙ୍କଠାରୁ ୧୬,୮୧୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[]

୨୦୦୯ ନିର୍ବାଚନ ଫଳାଫଳ

ସମ୍ପାଦନା
୨୦୦୯ ବିଧାନ ସଭା ନିର୍ବାଚନ, ଖଣ୍ଡପଡ଼ା []
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ସିଦ୍ଧାର୍ଥ ଶେଖର ସିଂହ ୬୧,୬୫୪ ୫୪.୭୧ -
କଂଗ୍ରେସ ସୌମ୍ୟ ରଞ୍ଜନ ପଟ୍ଟନାୟକ ୪୪,୮୪୦ ୩୯.୭୯ -
ଭାଜପା ବିଜୟଲକ୍ଷ୍ମୀ ପଟ୍ଟନାୟକ ୩,୩୩୨ ୨.୯୬ -
ସ୍ୱାଧୀନ ବନମାଳି ଦାସ ୯୩୪ ୦.୮୩ -
ଆରପିଆଇ (ଆ) ବ୍ରଜବନ୍ଧୁ ବେହେରା ୭୯୫ ୦.୭୧ -
ଜନତା ଦଳ (ସଂ) ମହେଶ ପ୍ରସାଦ ସିଂହସାମନ୍ତ ୫୭୯ ୦.୫୧ -
ସମୃଦ୍ଧ ଓଡ଼ିଶା ମିହିର କୁମାର ମିଶ୍ର ୫୫୫ ୦.୪୯ -
ଭୋଟ ବ୍ୟବଧାନ ୧୬,୮୧୪ ୧୪.୯୨* -
ମତଦାନ ହାର ୧,୧୨,୬୯୬ ୭୨.୬୮ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

ସମ୍ପାଦନା

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [][]

  1. Assembly Constituencies and their Extent
  2. Seats of Odisha
  3. ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf