କଟକ (ଓଡ଼ିଆ କଥାଚିତ୍ର)
୨୦୧୧ର ଓଡ଼ିଆ କଥାଚିତ୍ର
(କଟକ, ଦି ସିଲଭର ସିଟିରୁ ଲେଉଟି ଆସିଛି)
କଟକ, ଦି ସିଲଭର ସିଟି ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ଏହା ସୁବ୍ରତ ବେହେରାଙ୍କ ନିର୍ଦ୍ଦେଶନାରେ 'ସାହିଲ ଏଣ୍ଟରଟେନମେଣ୍ଟ' ଦେଇ ନିବେଦିତ ହୋଇଥିଲା ।[୩] କଟକ ସହରର ହଜାର ବର୍ଷର କାହାଣୀକୁ ନେଇ ଚଳଚ୍ଚିତ୍ରଟି ଗତିଶୀଳ ହୋଇଛି ।[୪]
କଟକ - ଦି ସିଲଭର ସିଟି | |
---|---|
ନିର୍ଦ୍ଦେଶକ | ସୁବ୍ରତ ବେହେରା (ମୁନ୍ନା) |
ପ୍ରଯୋଜକ | ମାନସ ସିଂ |
ସଂଳାପ | (ସଂଳାପ): ହର ବାରିକ |
ଚିତ୍ରନାଟ୍ୟ | ସୁବ୍ରତ ବେହେରା |
କାହାଣୀ | ସୁବ୍ରତ ବେହେରା |
କଳାକାର | ସମ୍ବିତ ଆଚାର୍ଯ୍ୟ, କୋଏଲ ଦାସ, ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, ତନ୍ଦ୍ରା ରାୟ |
ସଙ୍ଗୀତ | ପ୍ରେମ୍ ଆନନ୍ଦ |
ଚିତ୍ରଗ୍ରହଣ | ଟୁଲୁ |
ସମ୍ପାଦକ | କୁନା ରାଉଳ |
ମୁକ୍ତିଲାଭ ତାରିଖ | ୧୦ ନଭେମ୍ବର ୨୦୧୧[୧] |
ଦେଶ | ![]() |
ଭାଷା | ଓଡ଼ିଆ |
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆ କଥାଚିତ୍ର ‘କଟକ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:[୫]
- ସମ୍ବିତ ଆଚାର୍ଯ୍ୟ
- କୋଏଲ ଦାସ
- ସିଦ୍ଧାନ୍ତ ମହାପାତ୍ର
- ମିହିର ଦାସ
- ବିଜୟ ମହାନ୍ତି
- ତନ୍ଦ୍ରା ରାୟ
- ସମରେଶ ରାଉତରାୟ
- ଚୌଧୁରୀ ବିକାଶ ଦାସ
- ଅଶୋକ ଦାସ
- ମନୋଜ ପଣ୍ଡା
- ବାଦଲ ମହାନ୍ତି
- ଆଲୋକ ରାୟ
- ପ୍ରଜ୍ଞାନ
- ଗୁନା
- ଓମ୍ ଶୁଭମ
- ଅମନ ସିଂ
ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ
- ସଙ୍ଗୀତକାର: ପ୍ରେମ ଆନନ୍ଦ
- ଗୀତିକାର: ଦେବଦାସ ଛୋଟରାୟ, ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ[୬]
ଆଧାରସମ୍ପାଦନ କରନ୍ତୁ
- ↑ incredibleorissa.comରେ ଓଡ଼ିଆ କଥାଚିତ୍ର କଟକ
- ↑ http://www.orissadiary.com/ShowEntertainmentNews.asp?id=31591
- ↑ orissaspider.comରେ ଓଡ଼ିଆ କଥାଚିତ୍ର କଟକ
- ↑ http://www.thesundayindian.com/or/story/film-is-readybut-where-is-the-cinema-hall/45/1309/
- ↑ movies.fullorissa.comରେ ଓଡ଼ିଆ କଥାଚିତ୍ର କଟକ
- ↑ http://www.orissadiary.com/ShowEntertainmentNews.asp?id=30159
ବାହାର ଆଧାରସମ୍ପାଦନ କରନ୍ତୁ
- କଟକ ଇଣ୍ଟରନେଟ ମୁଭି ଡାଟାବେସରେ