ଓଁ ନମଃ ଶିବାୟ (୨୦୧୦ର କଥାଚିତ୍ର)
ଓଁ ନମଃ ଶିବାୟ ୨୦୧୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଗିରିଧାରୀ ମଲ୍ଲିକ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରବିନ୍ଦ୍ର ପ୍ରଧାନ ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଓଁ ନମଃ ଶିବାୟ | |
---|---|
ନିର୍ଦ୍ଦେଶକ | ରବିନ୍ଦ୍ର ପ୍ରଧାନ |
ପ୍ରଯୋଜକ | ଗିରିଧାରୀ ମଲ୍ଲିକ |
ସଂଳାପ | ନିର୍ମଳ ନାୟକ |
ଚିତ୍ରନାଟ୍ୟ | ରବିନ୍ଦ୍ର ପ୍ରଧାନ |
କାହାଣୀ | ରବିନ୍ଦ୍ର ପ୍ରଧାନ |
କଳାକାର | ବବ୍ଲୁ ରାଲି ନନ୍ଦ ବିଜୟ ମହାନ୍ତି ଅନିତା ଦାସ ହର ପଟ୍ଟନାୟକ ମୀନକେତନ ସଲିଲ ମିତ୍ର |
ସଙ୍ଗୀତ | ଅଭିଜିତ ମଜୁମଦାର |
ସମ୍ପାଦକ | ରବିନ୍ଦ୍ର ପ୍ରଧାନ |
ମୁକ୍ତିଲାଭ ତାରିଖ | ୧୯ ନଭେମ୍ବର ୨୦୧୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବବ୍ଲୁ । ଅଭିନେତ୍ରୀ ରାଲି ନନ୍ଦ ଏହି କଥାଚିତ୍ରଟିରେ ଦ୍ୱେତ ଭୂମିକାରେ ଅଭିନୟ କରିଥିଲେ ।[୧] ବିଜୟ ମହାନ୍ତି, ଅନିତା ଦାସ, ହର ପଟ୍ଟନାୟକ, ମୀନକେତନ, ଚକ୍ରଧର ଜେନା, ରତନ ମେହେର, ସଲିଲ ମିତ୍ର, ନୀଳମଣି ସାହୁ, ସଣ୍ଟୁ, ସାହେବ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ବବ୍ଲୁ
- ରାଲି ନନ୍ଦ
- ବିଜୟ ମହାନ୍ତି
- ଅନିତା ଦାସ
- ହର ପଟ୍ଟନାୟକ
- ମୀନକେତନ
- ଚକ୍ରଧର ଜେନା
- ରତନ ମେହେର
- ସଲିଲ ମିତ୍ର
- ନୀଳମଣି ସାହୁ
- ସଣ୍ଟୁ
- ସାହେବ ସିଂହ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ନିଜାମ୍ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଅଭିଜିତ ମଜୁମଦାର, ତପୁ ମିଶ୍ର, ଉଦିତ ନାରାୟଣ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ବଜା ଢୋଲ ମହୁରୀ ବଜା" | |
2. | "ଦିଲ୍ ଜାନିଆ ତୋ ରୂପ ମନ ଛୁଆଁ" | |
3. | "ନିଜେ ଦୁଃଖେ ରହି" | |
4. | "ଓ ନାନୀ" | |
5. | "ଓମ୍ ନମଃ ଶିବାୟ" |
ଆଧାର
ସମ୍ପାଦନା- ↑ "ଏହି ନାୟକଙ୍କ ସହ କାମ କରିଛନ୍ତି ରାଲି". sambad.in. 25 March 2018. Retrieved 2 April 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଓଁ ନମଃ ଶିବାୟ