ବ୍ୟବହାରକାରୀଙ୍କ ଆଲୋଚନା:ଗପୁ

Latest comment: ୭ ବର୍ଷ ପୂର୍ବେ by Hellohappy in topic A barnstar for you!

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Ssgapu, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୮:୫୩, ୧୫ ଡିସେମ୍ବର ୨୦୧୪ (UTC)

ଅଭିମନ୍ୟୁ ସେନାପତି ପୃଷ୍ଠା ବାବଦରେ ସମ୍ପାଦନା

ପ୍ରିୟ Ssgapu ଓଡ଼ିଆ ଉଇକିପିଡ଼ିଆରେ ଲେଖିବା ଆରମ୍ଭ କରିଥିବାରୁ ଆପଣଙ୍କୁ ସାଧୁବାଦ । ଉଇକିପିଡ଼ିଆ ଏକ ଖୋଲା ଜ୍ଞାନକୋଷ, ଏହା ବିଜ୍ଞାପନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ । ଉଇକିପିଡ଼ିଆର ନିୟମ ଅନୁସାରେ ଜୀବନ୍ତ ବ୍ୟକ୍ତିଙ୍କ ବାବଦରେ ଲେଖାଯାଉଥିବା ପ୍ରସଙ୍ଗ ଗୁଡ଼ିକ ନିରପେକ୍ଷ ଓ ପ୍ରମାଣଯୋଗ୍ୟ ହେବାସହ ମୂଳ ଗବେଷଣାର ଅନ୍ତର୍ଭୁକ୍ତ ହୋଇନଥିବା ଆବଶ୍ୟକ, ସେଇଥିପାଇଁ ଆପଣ ଅଭିମନ୍ୟୁ ସେନାପତିଙ୍କ ବାବଦରେ ତିଆରି କରିଥିବା ପ୍ରସଙ୍ଗଟିକୁ ବ୍ୟବହାରକାରୀ:Ssgapu/ଅଭିମନ୍ୟୁ ସେନାପତି ଠିକଣାକୁ ଘୁଞ୍ଚାଇ ଦେଇଛି । ଆସନ୍ତା ୭ଦିନ ମଧ୍ୟରେ ପ୍ରମାଣଯୋଗ୍ୟ ଆଧାର ଯୋଡ଼ି ଏହାକୁ ଭରସାଯୋଗ୍ୟ କରିବାକୁ ଚେଷ୍ଟା କରନ୍ତୁ, ନଚେତ ୭ ଦିନ ପରେ ଯେକୌଣସି ସମୟରେ ଏହାକୁ ଲିଭାଇ ଦିଆଯିବ । ଜୀବନ୍ତ ବ୍ୟକ୍ତିଙ୍କ ବାବଦରେ ଥିବା ନିୟମଟି ଆପଣ ଇଂରାଜୀ ଉଇକିପିଡ଼ିଆରେ ପଢ଼ିପାରିବେ । କିଛି ସନ୍ଦେହ ହେଲେ ଚାଟସଭାରେ, ମୋ ଆଲୋଚନା ପୃଷ୍ଠାରେ କିମ୍ବା ଫେସବୁକ କୋଠରେ ପଚାରନ୍ତୁ । ଧନ୍ୟବାଦ --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୨୭, ୧୫ ଡିସେମ୍ବର ୨୦୧୪ (UTC)

A barnstar for you! ସମ୍ପାଦନା

  The Editor's Barnstar
ସଂଗ୍ରାମ କେଶରୀ ଭାଇ ନମସ୍କାର,

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଅବଦାନ ଅତ୍ୟନ୍ତ ମହତ୍ବପୂର୍ଣ୍ଣ। ଆଶାକରୁଛି ଭବିଷ୍ୟତରେ ମଧ୍ୟ ଅବଦାନ ଜାରି ରଖିବେ । ମୋ ତରଫରୁ ଏ ଛୋଟ ଉପହାର । ଓଡ଼ିଆ ଉଇକିପିଡ଼ିଆ ବାବଦରେ କିଛି ସହଯୋଗ ଦରକାର ହେଲେ, ଚାଟସଭାରେ କିମ୍ବା ଫେସବୁକ ଗୋଠରେ କୁ ଯାଇ ପ୍ରଶ୍ନଟିଏ ପଚାରି ପାରିବେ । ଧନ୍ୟବାଦ । ଆଦିତ୍ୟ ମହାର (ଆଲୋଚନା) ୦୫:୦୧, ୧୮ ଡିସେମ୍ବର ୨୦୧୪ (UTC)

A barnstar for you! ସମ୍ପାଦନା

  The Special Barnstar
ଗପୁ ଭାଇ, ଉଇକିପାଠାଗାର ଜନମଦିନ ଆପଣଙ୍କ ସହ କଥା ହେଇ ପାରିଲିନି, ହଠାତ ଚିହ୍ନି ବି ପାରିଲିନି । ତେବେ ନଗଦ ବଦଳରେ ଦେଖି ମନେପଡିଗଲା । ଆରଥରକୁ ଦେଖାହେଲେ କଥା ହେବା । ଆପଣଙ୍କ ଲେଖା ସବୁ ପଢୁଥିଲି । କଥାଚିତ୍ର ପ୍ରକଳ୍ପ ବାବଦରେ ଆପଣଙ୍କ ଅବଦାନ ସ୍ଵାଗତଯୋଗ୍ୟ । ଧନ୍ୟବାଦ । ଶିତିକଣ୍ଠ (ଆଲୋଚନା) ୦୭:୪୨, ୩୧ ଅକ୍ଟୋବର ୨୦୧୫ (UTC)

A barnstar for you! ସମ୍ପାଦନା

  The Resilient Barnstar
ଗପୁବାବୁ, ଦୀର୍ଘଦିନ ଧରି ଆପଣ ଆପଣ ଓଡ଼ିଆ ଉଇକିପିଡ଼ିଆରେ ଲେଖି ଏହାର ମାନ ବୃଦ୍ଧି କରି ଚାଲିଛନ୍ତି । ଆଗକୁ ଆପଣଙ୍କ ଅବଦାନ ଆହୁରି ସମୃଦ୍ଧ ଓ ଶୃଙ୍ଖଳିତ ହେଉ । ଆନ୍ତରିକ ଧନ୍ୟବାଦ ଓ ଶୁଭକାମନା । ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୪୫, ୫ ଅପ୍ରେଲ ୨୦୧୭ (IST)Reply
@Hellohappy: ଧନ୍ୟବାଦ ପ୍ରିତୀ ଭାଇ । କ୍ଷମା କରିବେ, କିଛିଟା ଅସୁବିଧା ପାଇଁ ମୁଁ ଆଲୋଚୋନା ପୃଷ୍ଠା ଦେଖିନଥିଲି । ପୂରା ଦେଢ଼ମାସ ପରେ ଦେଖିଲି । ଅତ୍ୟନ୍ତ ଖୁସି ଲାଗିଲା ଆପଣଙ୍କର ପ୍ରସଂଶା ଦେଖି ।
Return to the user page of "ଗପୁ".