ଇନ୍ଦ୍ରଜାଲ

୨୦୨୧ ଓଡ଼ିଆ କଥାଚିତ୍ର

ଇନ୍ଦ୍ରଜାଲ, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ ।[୨][୩] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ପିନୁ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଇନ୍ଦ୍ରଜାଲ
ନିର୍ଦ୍ଦେଶକପିନୁ ନାୟକ
ପ୍ରଯୋଜକରମେଶ ବାରିକ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟପିନୁ ନାୟକ
କଳାକାରସମ୍ବିତ ଆଚାର୍ଯ୍ୟ
ଦେବଯାନୀ
ବିଶାଳ କୋଟିନ
ହର ରଥ
ତପି ମିଶ୍ର
ସାତ୍ୱକୀ ମିଶ୍ର
ସଙ୍ଗୀତଅଭିଜିତ ମଜୁମଦାର
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୨ ମଇ ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଓ ଦେବଯାନୀ ।[୫] ବିଶାଳ କୋଟିନ, ହର ରଥ, ତପି ମିଶ୍ର, ସାତ୍ୱକୀ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ବିନୋଦ ପରିଡ଼ା, ସୁଜିତ ପାଇକରାୟ, ମୁନ୍‌ମୁନ୍, ବନ୍ଦନା, ରାଜଲକ୍ଷ୍ମୀ, ମାନସ, କମଲ, ପୃଥ୍ୱୀରାଜ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬]

ଅଭିନୟ ସମ୍ପାଦନ କରନ୍ତୁ

କାହାଣୀ ସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତ ସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୬] ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ସତ୍ୟଜିତ ପ୍ରଧାନ, ଶୁଭମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନ କରନ୍ତୁ

କ୍ରମଗୀତଗାୟକସମୟ
1."ତୁ ହଟ୍ ଡ୍ରିଙ୍କ୍‌ସ୍ ମୁଁ ସୋଡ଼ା"ତାରିକ୍ ଅଜିଜ୍ 
2."ଛମ୍ ଛମ୍ ପାୟଲିଆ"ହ୍ୟୁମାନ ସାଗର 
3."ଭିଜା ଭିଜା ଆଖି"ଅଭିଜିତ ମଜୁମଦାର, ଜ୍ୟୋତିର୍ମୟୀ 
4."ଆସମାନୀ ଆଜି ମୋ ମନ"ମାନସ ପ୍ରିତମ, ପ୍ରଜ୍ଞା ହୋତା 

ଆଧାର ସମ୍ପାଦନ କରନ୍ତୁ

  1. "ଲୁଚା ଛପାରେ ଚାଲିଛି ଫିଲ୍ମ ସୁଟିଂ: ରଜ ଗଲା, ଏବେ ପୂଜା ବଜାର ଉପରେ ନଜର | Sambad". ସମ୍ବାଦ. sambad.in. 28 June 2020. Retrieved 16 December 2021.
  2. "ଏହି ଲୋକପ୍ରିୟ ପ୍ରଯୋଜକଙ୍କର ନିର୍ଦ୍ଦେଶକ ହେବାର ଥିଲା ସ୍ୱପ୍ନ | Sambad". ସମ୍ବାଦ. sambad.in. 12 November 2021. Archived from the original on 16 December 2021. Retrieved 16 December 2021.
  3. "ପୂଜା ବଜାରରେ ୬ ଓଡ଼ିଆ ଫିଲ୍ମ, ଚ୍ୟାନେଲ୍‌ ଓ ଓଟିଟିମୁହାଁ ପ୍ରଯୋଜକ | Sambad". ସମ୍ବାଦ. sambad.in. 27 September 2020. Archived from the original on 16 December 2021. Retrieved 16 December 2021.
  4. "ମୋ ପାଇଁ ସ୍ୱପ୍ନ, ଦର୍ଶକଙ୍କ ପାଇଁ ସନ୍ଦେଶ | Sambad". ସମ୍ବାଦ. sambad.in. 6 August 2021. Retrieved 16 December 2021.
  5. "'ଇନ୍ଦ୍ରଜାଲ'ରେ ସମ୍ବିତ, ଦେବଯାନୀ". OTV News (in Odia). ଓଟିଭି ଖବର. 7 January 2020. Archived from the original on 16 December 2021. Retrieved 16 December 2021.{{cite news}}: CS1 maint: unrecognized language (link)
  6. ୬.୦ ୬.୧ "ଇନ୍ଦ୍ରଜାଲ - Dharitri". Dharitri Odia News. 2 April 2020. Archived from the original on 16 December 2021. Retrieved 16 December 2021.
  7. "ଏହି ଦୁଇ ଲୋକପ୍ରିୟ ନାୟକଙ୍କ ମଧ୍ୟରୁ କାହାର ଅଧିକସଂଖ୍ୟକ ଓଡ଼ିଆ ସିନେମା ମୁକ୍ତିଲାଭ କରିବ ଏବର୍ଷ? | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 5 January 2020. Archived from the original on 16 December 2021. Retrieved 16 December 2021.
  8. "ଏ ବର୍ଷ ନାମୀ ଓଲିଉଡ୍ ନାୟିକାମାନଙ୍କର କେଉଁ ଓଡ଼ିଆ ସିନେମା ଆସୁଛି | Sambad". ସମ୍ବାଦ. sambad.in. 12 January 2020. Archived from the original on 16 December 2021. Retrieved 16 December 2021.
  9. "ମହାବାହୁର ମହାନାୟକ | Sambad". ସମ୍ବାଦ. sambad.in. 28 November 2021. Archived from the original on 16 December 2021. Retrieved 16 December 2021.
  10. "ଆଉ ଜଣେ ବାପା: ବାପାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ବିନୋଦ | Sambad". 17 November 2021. Archived from the original on 16 December 2021. Retrieved 16 December 2021.

ବାହାର ଆଧାର ସମ୍ପାଦନ କରନ୍ତୁ