ବଙ୍ଗଳା ଭାଷା (/bɛnˈɡɔːli/),[୨] ଏହାର ଅନ୍ୟନାମ "ବାଂଲା" (UK: /ˈbʌŋlə/; বাংলা) ନାମରେ ମଧ୍ୟ ପରିଚିତ) ଏକ ଇଣ୍ଡୋ-ଆର୍ଯ୍ୟଗୋଷ୍ଠୀ ଭାଷା । ଏହା ପ୍ରାଥମିକ ଭାବେ ବଙ୍ଗାଳୀମାନଙ୍କଦ୍ୱାରା ଭାରତୀୟ ଉପମହାଦେଶରେ କଥିତ । ଏହା ବଙ୍ଗଳାଦେଶର ଉଭୟ ସରକାରୀ ଏବଂ ସର୍ବାଧିକ କଥିତ ଭାଷା ଏବଂ ହିନ୍ଦୀ ପରେ ଭାରତର ୨୨ଗୋଟି ସରକାରୀ ଭାଷା ମଧ୍ୟରୁ ଦ୍ୱିତୀୟ ବହୁଳ କଥିତ ଭାଷା ।

ବଙ୍ଗଳା
বাংলা Bangla
Bangla Lipi.svg
ବଙ୍ଗଳା ଲିପିରେ ଲିଖିତ "ବଙ୍ଗଳା" ଶବ୍ଦ
କେଉଁ ଅଞ୍ଚଳବାଁଲାଦେଶ, ଭାରତରେ ମୁଖ୍ୟତଃ ପଶ୍ଚିମବଙ୍ଗ, ପାକିସ୍ତାନ and significant communities in ୟୁନାଇଟେଡ କିଙ୍ଗଡମ, ଆମେରିକା, ପାକିସ୍ତାନ, ସାଉଦି ଆରବ, ମାଲେସିଆ, ସିଙ୍ଗାପୁର, ୟୁନାଇଟେଡ଼ ଆରବ ଏମିରଟ, ଅଷ୍ଟ୍ରେଲିଆ, ବର୍ମା, କାନାଡା
ସ୍ଥାନବାଁଲାଦେଶ, ନେପାଳ, ପଶ୍ଚିମବଙ୍ଗ, ତ୍ରିପୁରା, ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ, ଆସାମ, ଝାଡ଼ଖଣ୍ଡ, ଓଡ଼ିଶା, ବିହାର. Widely spoken in ନୂଆ ଦିଲ୍ଲୀ, ମୁମ୍ବାଇ and ବେଙ୍ଗାଳୁରୁ. Prominent speakers in Pune, ହାଇଦ୍ରାବାଦ and ଚେନ୍ନାଇ.
Native ଭାଷାଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧]
ବଙ୍ଗଳା ଲିପି
Official status
କେଉଁଠି ସରକାରୀ ଭାଷା
 ବଙ୍ଗଳାଦେଶ,
 ଭାରତ (ପଶ୍ଚିମବଙ୍ଗ, ତ୍ରିପୁରା and ବାରାକ ଉପତ୍ୟକା) (ଆସାମର କାଛାର, କରିମଗଞ୍ଜହାଇଲାକାଣ୍ଡି)
Regulated byବଙ୍ଗଳା ଏକାଡେମୀ (ବଙ୍ଗଳାଦେଶ)
Paschimbanga Bangla Akademi (ପଶ୍ଚିମବଙ୍ଗ)
ଭାଷା କୋଡ଼
ISO 639-1bn
ISO 639-2ben
ISO 639-3ben
Linguasphere59-AAF-u (ସିଲହଟୀ ଆଦିକୁ ମିଶାଇ), ୩୦ଟି ପ୍ରକାର: 59-AAF-ua...59-AAF-uk
Bengalispeaking region.png
ବଙ୍ଗଳା କଥିତ ଅଞ୍ଚଳ

ବଙ୍ଗଳାଦେଶର ସରକାରୀ ଜାତୀୟ ଭାଷା ଏହାର ଆଧୁନିକ ମାନକ ବଙ୍ଗଳା ବା ସାହିତ୍ୟ ବଙ୍ଗଳା ।[୩][୪][୫][୬] । ବଙ୍ଗଳାଦେଶର ୯୮% ଲୋକ ଅନର୍ଗଳ ନିଜ ମାତୃଭାଷା ଭାବେ ବଙ୍ଗଳାରେ କଥାବାର୍ତ୍ତା କରିପାରନ୍ତି ଓ ଏହା ଦେଶର ମୁଖ୍ୟ ଭାବ ବିନିମୟର ଭାଷା ।[୭][୮] ଭାରତ ମଧ୍ୟରେ ପଶ୍ଚିମବଙ୍ଗ, ତ୍ରିପୁରାଆସାମର ବରାକ ଉପତ୍ୟକାରେ ବଙ୍ଗଳା ସରକାରୀ ଭାଷା । ଏହା ଆସାମର ବ୍ରହ୍ମପୁତ୍ର ଉପତ୍ୟକାର ବିଭିନ୍ନ ଅଂଶରେ କଥିତ । ଏହାଛଡ଼ା ବହୁଳ ବଙ୍ଗୋପସାଗରରେ ଥିବା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଏହା ପ୍ରଚଳିତ[୯] ଏବଂ ବିହାର, ଝାଡ଼ଖଣ୍ଡ, ମିଜୋରାମ, ନାଗାଲ୍ୟାଣ୍ଡଓଡ଼ିଶାରେ ଉଲ୍ଲେଖଯୋଗ୍ୟ ସଂଖ୍ୟାଲଘୁଙ୍କଦ୍ୱାରା କଥିତ । ବିଶ୍ୱବ୍ୟାପୀ ମୋଟ ପ୍ରାୟ ୨୫୦ – ୩୦୦ ମିଲିୟନ ଭାଷାଭାଷୀଙ୍କଦ୍ୱାରା କଥିତ[୧୦] ବଙ୍ଗଳା ଜନସଂଖ୍ୟା ଅନୁସାରେ ବିଶ୍ୱର ସପ୍ତମ ଅଧିକ କଥିତ ଭାଷା[୧୧][୧୨]

ଆଧାରସମ୍ପାଦନ କରନ୍ତୁ

  1. Nationalencyklopedin "Världens 100 största språk 2010" The World's 100 Largest Languages in 2010
  2. Laurie Bauer, 2007, The Linguistics Student’s Handbook, Edinburgh
  3. "Bangla Language - Banglapedia". en.banglapedia.org. Retrieved 12 September 2018.
  4. "Culture, Religion & Language". visitbangladesh.gov.bd. Retrieved 12 September 2018.
  5. "Bengali Language". www.britannica.com. Retrieved 12 September 2018.
  6. "Bangladesh". www.ethnologue.com. Retrieved 12 September 2018.
  7. "National Languages Of Bangladesh". einfon.com. Retrieved 12 September 2018.
  8. "5 Surprising Reasons the Bengali Language Is Important". 17 August 2017.
  9. "50th Report of the Commissioner for Linguistic Minorities in India (July 2012 to June 2013)" (PDF). National Commission for Linguistic Minorities. 2014-07-16. Archived from the original (PDF) on 2018-01-02. Retrieved 2018-02-20.
  10. Hays, Jeffrey. "BENGALIS - Facts and Details". factsanddetails.com.
  11. "The World Factbook — Central Intelligence Agency". www.cia.gov (in ଇଂରାଜୀ). Retrieved 2018-02-21.
  12. ଛାଞ୍ଚ:E21

ଅଧିକ ତଥ୍ୟସମ୍ପାଦନ କରନ୍ତୁ