ରାଜୁ ଆୱାରା

୨୦୧୨ର ଓଡ଼ିଆ କଥାଚିତ୍ର

ରାଜୁ ଆୱାରା, ୨୦୧୨ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏଲୋରୀ ପ୍ରିୟଦର୍ଶିନୀ ଏବଂ ସନ୍ତୋଷ ତ୍ରିପାଠୀ ।[୨] ଦେବାନନ୍ଦ ନାୟକ ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିବା ସ‌ହ ନିର୍ଦ୍ଦେଶନା ଦେଇଥିଲେ ।[୨] ବିଦ୍ୟାଧର ସାହୁ କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ମୋହିତ ଚକ୍ରବର୍ତ୍ତୀ, ଚିନ୍ତାମଣି ଦାସ, ବନ‌ଜ ମହାପାତ୍ର, ଦେବାନନ୍ଦ ନାୟକ, ପଞ୍ଚାନନ ନାୟକ ଆଦି ଗୀତିକାରମାନେ କଥାଚିତ୍ରଟିରେ ଗୀତଗୁଡ଼ିକ ରଚନା କରିଥିଲେ । ଅନ୍ତରା ମିତ୍ର, ସଞ୍ଜୁ ମହାନ୍ତି, ଅରବିନ୍ଦ ମୁଦୁଲି, ପ୍ରଦୀପ, ସୌରଭ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ରାଜୁ ଆୱାରା
ନିର୍ଦ୍ଦେଶକଦେବାନନ୍ଦ ନାୟକ
ପ୍ରଯୋଜକଏଲୋରା ପ୍ରିୟଦର୍ଶିନୀ
ସନ୍ତୋଷ ତ୍ରିପାଠୀ
ଚିତ୍ରନାଟ୍ୟଦେବାନନ୍ଦ ନାୟକ
କାହାଣୀଦେବାନନ୍ଦ ନାୟକ
କଳାକାରଆକାଶ ଦାସନାୟକ
ଅର୍ପିତା ମୁଖାର୍ଜୀ
ବିଜୟ ମହାନ୍ତି
ନମ୍ରତା ଦାସ
ସଙ୍ଗୀତବିଦ୍ୟାଧର ସାହୁ
ଚିତ୍ରଗ୍ରହଣଏସ୍. ରଞ୍ଜନ
ସମ୍ପାଦକଦେବାନନ୍ଦ ନାୟକ
ମୁକ୍ତିଲାଭ ତାରିଖ
୨ ମାର୍ଚ୍ଚ ୨୦୧୨[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆକାଶ ଦାସନାୟକ ଏବଂ ଅର୍ପିତା ମୁଖାର୍ଜୀ ।[୨] ବିଜୟ ମହାନ୍ତି, ନମ୍ରତା ଦାସ, ଚୌଧୁରୀ ଜୟପ୍ରକାଶ ଦାଶ, ରଞ୍ଜନ କୁମାର ଦିକ୍ଷୀତ, ମଞ୍ଜୁଳ କଅଁର, ପ୍ରଜ୍ଞା ଖଟୁଆ, ଲୀନା, ମନୋଜିତ୍, ଉପେନ୍ଦ୍ର ପତି, ବିଜୟ ପଟ୍ଟନାୟକ, ଅନୁପ ଶାହା, ଜୟୀରାମ ସାମଲ, ସରସ୍ୱତୀ, ତାନିଆ, ଜର୍ଜ ତିଆଡ଼ି

ଗୀତ ଓ ସଙ୍ଗୀତ

ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟାଧର ସାହୁ ।[୨] ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୋହିତ ଚକ୍ରବର୍ତ୍ତୀ, ବନଜ ମହାପାତ୍ର, ଚିନ୍ତାମଣି ଦାସ, ଦେବାନନ୍ଦ ନାୟକ ଆଦି ଗୀତିକାରମାନେ ରଚନା କରିଥିଲେ । କଥାଚିତ୍ରଟିର ଗୀତଗୁଡ଼ିକ ଅନ୍ତରା ମିତ୍ର, ସଞ୍ଜୁ ମହାନ୍ତି, ଅରବିନ୍ଦ ମୁଦୁଲି, ପ୍ରଦୀପ, ସୌରଭ ଅଦି କଣ୍ଠଶିଳ୍ପିମାନେ ଗାଇଥିଲେ ।

କ୍ରମଗୀତସମୟ
1."ଏ କି ବାସ୍ନା" 
2."ସମୟ ଥିଲା" 
3."ମୁଁ ରାଜୁ ଆୱାରା" 
4."ପାଦ ଚିପି ଲୁଚି ଲୁଚି" 
  1. "Raju Awara". Incredible Orissa. 4 September 2011. Retrieved 12 October 2017.
  2. ୨.୦ ୨.୧ ୨.୨ ୨.୩ "ଫିଲ୍ମ ରେଡି, ହଲ୍ କାହିଁ!". ଦ ସନ୍‌ଡେ ଇଣ୍ଡିଆନ. 2 October 2011. Retrieved 12 October 2017.
  3. "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ହିରୋଗିରି' | Sambad". ସମ୍ବାଦ. sambad.in. 20 November 2021. Archived from the original on 31 December 2021. Retrieved 31 December 2021.
  4. "ଏବେ ଦକ୍ଷିଣୀ ସିନେମାରେ ଏହି ଓଲିଉଡ ନାୟିକା". sambad.in. 22 May 2018. Retrieved 6 June 2018.

ବାହାର ଆଧାର

ସମ୍ପାଦନା

ଇଣ୍ଟରନେଟ ମୁଭି ଡାଟାବେସରେ ରାଜୁ ଆୱାରା