ନିହାର ରଞ୍ଜନ ମହାନନ୍ଦ

ଓଡ଼ିଆ ରାଜନୀତିଜ୍ଞ

ନିହାର ରଞ୍ଜନ ମହାନନ୍ଦ (ଜନ୍ମ: ୧୭ ଜୁଲାଇ ୧୯୭୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଅତାବିରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ନିହାର ରଞ୍ଜନ ମହାନନ୍ଦ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପର ଅଧିକାରୀସ୍ନେହାଙ୍ଗିନୀ ଛୁରିଆ
ନିର୍ବାଚନ ମଣ୍ଡଳୀଅତାବିରା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1977-07-17) ୧୭ ଜୁଲାଇ ୧୯୭୭ (ବୟସ ୪୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀପ୍ରଭାତ ନଳିନୀ ମହାନନ୍ଦ
ବାପା/ବୋଉକୃଷ୍ଣେଶ୍ୱର ମହାନନ୍ଦ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ନିହାର ରଞ୍ଜନ ମହାନନ୍ଦ ୧୯୭୭ ମସିହାର ଜୁଲାଇ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୃଷ୍ଣେଶ୍ୱର ମହାନନ୍ଦ ଓ ପତ୍ନୀଙ୍କ ନାମ ପ୍ରଭାତ ନଳିନୀ ମହାନନ୍ଦ ।[୧]

ରାଜନୈତିକ ଜୀବନ ସମ୍ପାଦନା

ନିହାର ରଞ୍ଜନ ମହାନନ୍ଦ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Nihar Ranjan Mahananda". odishaassembly.nic.in. Odisha Assembly. Retrieved 19 July 2021.