ତୋ ନା'ର ମାନେ ହଁ

୨୦୨୨ ଓଡ଼ିଆ କଥାଚିତ୍ର
(To Na Ra Mane Hanରୁ ଲେଉଟି ଆସିଛି)

ତୋ ନା'ରମାନେ ହଁ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅମୂଲ୍ୟ କୁମାର ଦାସ । ସୁଜାତା ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଦୀପକ ଜେନା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ତୋ ନା'ରମାନେ ହଁ
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକଅମୂଲ୍ୟ କୁମାର ଦାସ
ସଂଳାପଦୀପକ ଜେନା
ଚିତ୍ରନାଟ୍ୟସୁଧାଂଶୁ ମୋହନ ସାହୁ
କାହାଣୀସୁଜାତା ଦାସ
କଳାକାରସମ୍ବିତ ଆଚାର୍ଯ୍ୟ
ରିୟା ଦେ
କାବ୍ୟା କିରଣ
ମହାଶ୍ୱେତା ରାୟ
ପିଣ୍ଟୁ ନନ୍ଦ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ମୁକ୍ତିଲାଭ ତାରିଖ
୨୫ ଡିସେମ୍ବର ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କ ରିଥିଲେ ସମ୍ବିତ ଆଚାର୍ଯ୍ୟ, ରିୟା ଦେ ଓ କାବ୍ୟା କିରଣ ।[୧] ମହାଶ୍ୱେତା ରାୟ, ପିଣ୍ଟୁ ନନ୍ଦ, ଅସୀତ ପତି, ସୋମା ଭୌମିକ, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଡିସେମ୍ବର ୨୫ ତାରିଖରେ ଷ୍ଟାର କିରଣରେ ମୁକ୍ତିଲାଭ କରିଥିଲା ।[୨]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "ସରିଲା ଶୁଭ ମହୁରତ, ସୁଟିଂ ଫ୍ଲୋରରେ ଫିଲ୍ମ "ତୋ ନାରମାନେ ହଁ"". Odisha Sambad. ଭୁବନେଶ୍ୱର. 28 November 2021. Archived from the original on 5 January 2023. Retrieved 5 January 2023.
  2. Patree, Annapurna (24 December 2022). "ଆଜିଠୁ ଷ୍ଟାର କିରଣରେ 'ବଡ଼ଦିନ ବଡ଼ ସପ୍ତାହ' - Dharitri". Dharitri Odia News. ଭୁବନେଶ୍ୱର. Archived from the original on 5 January 2023. Retrieved 5 January 2023.
  3. "ସୋସିଆଲ ମିଡ଼ିଆର ତାପମାତ୍ରା ବଢାଉଛନ୍ତି ଅଭିନେତ୍ରୀ କାବ୍ୟା କିରଣ; ଦେଖନ୍ତୁ ଫୋଟ". News18 Odia. 14 December 2021. Archived from the original on 5 January 2023. Retrieved 5 January 2023.

ବାହାର ଆଧାର ସମ୍ପାଦନା