ରାଇରଙ୍ଗପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
(Rairangpur Assembly constituencyରୁ ଲେଉଟି ଆସିଛି)
ରାଇରଙ୍ଗପୁର (କ୍ରମିକ ସଂଖ୍ୟା: ୨୮) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରାଇରଙ୍ଗପୁର (ବି), ରାଇରଙ୍ଗପୁର ବ୍ଳକ, ବହଳଦା ବ୍ଳକ, ତିରିଙ୍ଗ ବ୍ଳକ ଓ ଜାମଡ଼ା ବ୍ଳକ ।[୧][୨]
ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୧୦,୨୨୯ |
ଜିଲ୍ଲା: | ମୟୂରଭଞ୍ଜ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ମୟୂରଭଞ୍ଜ |
ପଞ୍ଚାୟତ ସମିତି: | ୪ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଶଇବ ସୁଶୀଳ କୁମାର ହାଁସଦା ଭାରତୀୟ ଜନତା ପାର୍ଟି ପ୍ରାର୍ଥିନୀ ଦ୍ରୋପଦୀ ମୁର୍ମୁଙ୍କଠାରୁ ୧୫୫୫୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୪][୫][୩]
- ୨୦୨୪: ଜଲେନ ନାଏକ (ଭାଜପା)
- ୨୦୧୯ ନବ ଚରଣ ମାଝି (ଭାଜପା)
- ୨୦୧୪: ଶଇବ ସୁଶୀଳ କୁମାର ହାଁସଦା (ବିଜଦ)
- ୨୦୦୯: (୨୮): ଶ୍ୟାମ ଚରଣ ହାଁସଦା (କଂଗ୍ରେସ)
- ୨୦୦୪: (୪): ଦ୍ରୌପଦୀ ମୁର୍ମୁ (ଭାଜପା)
- ୨୦୦୦: (୪): ଦ୍ରୌପଦୀ ମୁର୍ମୁ (ଭାଜପା)
- ୧୯୯୫: (୪): ଲକ୍ଷ୍ମଣ ମାଝି (କଂଗ୍ରେସ)
- ୧୯୯୦: (୪): ଚୈତନ୍ୟ ପ୍ରସାଦ ମାଝି (ଜନତା ଦଳ)
- ୧୯୮୫: (୪): ଭବେନ୍ଦ୍ରନାଥ ମାଝି (କଂଗ୍ରେସ)
- ୧୯୮୦: (୪): ସିଦ୍ଧଲାଲ ମୁର୍ମୁ (କଂଗ୍ରେସ-ଇ)
- ୧୯୭୭: (୪): ଅର୍ଜୁନ ମାଝି (ଜନତା)
- ୧୯୭୪: (୪): ଅର୍ଜୁନ ମାଝି (ଉତ୍କଳ କଂଗ୍ରେସ)
- ୧୯୭୧: (୩): ସିଦ୍ଧଲାଲ ମୁର୍ମୁ (ଝାଡ଼ଖଣ୍ଡ)
- ୧୯୬୭: (୩): କାର୍ତ୍ତିକ ଚନ୍ଦ୍ର ମାଝି (ସ୍ୱତନ୍ତ୍ର)
- ୧୯୬୧: (୧୩୬): ଚନ୍ଦ୍ର ମୋହନ ସିଂହ (କଂଗ୍ରେସ)
- ୧୯୫୭: (୯୮): ହରଦେବ ତିରିୟା (ସ୍ୱାଧୀନ)
- ୧୯୫୧: (୪୮): ହରଦେବ ତିରିୟା (କଂଗ୍ରେସ)
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନାଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶ୍ୟାମ ଚରଣ ହାଁସଦା, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ମାରାଣ୍ଡିଙ୍କଠାରୁ ୪,୬୦୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]
୨୦୦୯ ବିଧାନ ସଭା ନିର୍ବାଚନ, ରାଇରଙ୍ଗପୁର [୭] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
କଂଗ୍ରେସ | ଶ୍ୟାମ ଚରଣ ହାଁସଦା | ୨୪,୭୯୨ | ୨୧.୫୩ | - | |
ଝାମୁମୋ | ପୂର୍ଣ୍ଣ ଚନ୍ଦ୍ର ମାରାଣ୍ଡି | ୨୦,୧୯୦ | ୧୭.୫୩ | - | |
ଭାଜପା | ଯଦୁରାମ ମୁର୍ମୁ | ୧୭,୮୯୮ | ୧୫.୫୪ | - | |
ରାକପା | କାଶୀନାଥ ହେମ୍ବ୍ରମ | ୧୪,୮୨୮ | ୧୨.୮୮ | - | |
ସ୍ୱାଧୀନ | ଖେଳାରାମ ମାହାଲି | ୧୨,୫୦୪ | ୧୦.୮୬ | - | |
ଝାଡ଼ଖଣ୍ଡ ଦିଶମ ପାର୍ଟି | ସୋନାରାମ ସୋରେନ | ୮,୦୨୧ | ୬.୯୭ | - | |
ସ୍ୱାଧୀନ | ଲୋପାମୁଦ୍ରା ହାଁସଦା | ୬,୬୭୦ | ୫.୭୯ | - | |
ସପା | ମଙ୍ଗଳ ସିଂହ ଟୁଡୁ | ୨,୬୯୬ | ୨.୩୪ | - | |
ଜନତା ଦଳ (ସଂ) | ଦୁର୍ଗା ହେମ୍ବ୍ରମ | ୨,୩୫୧ | ୨.୦୪ | - | |
ସ୍ୱାଧୀନ | ଚନ୍ଦ୍ର ମୋହନ ସୋରେନ | ୧,୫୯୫ | ୧.୩୯ | - | |
ସ୍ୱାଧୀନ | ପୀତାମ୍ବର ମାରାଣ୍ଡି | ୧,୫୧୭ | ୧.୩୨ | - | |
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ | ସୋମାୟା ମୁର୍ମୁ | ୧,୨୯୨ | ୧.୧୨ | - | |
ସ୍ୱାଧୀନ | ଦୁଷ୍ମନ୍ତ କୁମାର ମାଝି | ୮୦୭ | ୦.୭୦ | - | |
ଭୋଟ ବ୍ୟବଧାନ | ୪,୬୦୨ | ୪.୦* | - | ||
ମତଦାନ ହାର | ୧,୧୫,୨୮୮ | ୬୨.୮୨ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ଆଧାର
ସମ୍ପାଦନା- ↑ Assembly Constituencies and their Extent
- ↑ Seats of Odisha
- ↑ ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "State Elections 2004 - Partywise Comparision for 4-Rairangpur Constituency of ORISSA". eci.nic.in. 2006. Retrieved 29 May 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 29 May 2013.
4602
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf