କଳ୍କୀ (ଓଡ଼ିଆ କଥାଚିତ୍ର)

୨୦୧୫ର ଓଡ଼ିଆ କଥାଚିତ୍ର
(Kalki (Odia Film)ରୁ ଲେଉଟି ଆସିଛି)

କଳ୍କୀ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଅଭିନେତା ଅରିନ୍ଦମ ରାୟ । ଏହି ଚଳଚ୍ଚିତ୍ରର କାହାଣୀ ଏବଂ ସଂଳାପ ଲେଖିଥିଲେ ଭରଦ୍ୱାଜ ପଣ୍ଡା । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ । ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୁଷଣ ଗଡ଼ନାୟକ ।[୧]

କଳ୍କୀ
ନିର୍ଦ୍ଦେଶକତାପସ ସରଘରିଆ
ପ୍ରଯୋଜକଅରିନ୍ଦମ ରାୟ
ସଂଳାପଭରଦ୍ୱାଜ ପଣ୍ଡା
ଚିତ୍ରନାଟ୍ୟଭରଦ୍ୱାଜ ପଣ୍ଡା
କାହାଣୀଭରଦ୍ୱାଜ ପଣ୍ଡା
କଳାକାରଅରିନ୍ଦମ ରାୟ, ରିୟା ଦେ, ଜ୍ୟୋତିର୍ମୟୀ ବଳ, ହରିହର ମହାପାତ୍ର, ସାତ୍ୟକି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ଅସୀତ ପତି, ସୁନୀଲ ସଙ୍ଖୁଆ
ସଙ୍ଗୀତବିଭୂତି ଭୁଷଣ ଗଡ଼ନାୟକ
ଚିତ୍ରଗ୍ରହଣରବିନ୍ଦ୍ର ବେହେରା
ସମ୍ପାଦକନଞ୍ଜ, ସବ୍ୟସାଚୀ
ମୁକ୍ତିଲାଭ ତାରିଖ
୨୫ ନଭେମ୍ବର ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅରିନ୍ଦମ ରାୟ ଏବଂ ନାୟିକା ରିୟା ଦେଜ୍ୟୋତିର୍ମୟୀ ବଳ, ହରିହର ମହାପାତ୍ର, ସାତ୍ୟକି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ଅସୀତ ପତି, ସୁନୀଲ ସଙ୍ଖୁଆ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୁଷଣ ଗଡ଼ନାୟକ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ବଞ୍ଜାରା" 
2."ବି. ଏ. ପାସ୍" 
3."ଭାଙ୍ଗ ଖାଇବୁ ଆଲୋ" 
4."କଳ୍କୀ" 

ଆଧାର ସମ୍ପାଦନା

  1. "Kalki". Odia Movie Database. Archived from the original on 20 July 2017. Retrieved 14 August 2017.

ବାହାର ଆଧାର ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ କଳ୍କୀ