ଜ୍ୟୋତିର୍ମୟୀ ବଳ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ‘ମୁଁ ମିସ୍‍ ଓଡ଼ିଶା’ ଗ୍ରାଣ୍ଡ ଫିନାଲେରେ ‘ମୁଁ ମିସ୍‍ ଓଡ଼ିଶା'-୨୦୧୪ବର୍ଷ ପାଇଁ ବିବେଚିତ ହୋଇଥିଲେ । ଭୁବନେଶ୍ୱରରେ ଏମ୍‍ବିଏ ପଢୁଥିବା ଜ୍ୟୋତିର୍ମୟୀ ମଡେଲିଂ କରୁଛନ୍ତି । ବିଶ୍ୱସୁନ୍ଦରୀ ପ୍ରତିଯୋଗିତା ପାଇଁ ବି ସେ ପ୍ରସ୍ତୁତି କରିବେ । ସୁଯୋଗ ମିଳଲେ ବଲିଉଡରେ କାମ କରିବାକୁ ଇଛା ରଖିଛନ୍ତି । [୧]

କଲର୍ସ ଓଡ଼ିଆରେ ପ୍ରସାରିତ ଧାରାବାହିକ ବଡ଼ ଘର ବଡ଼ ଗୁମର କଥାରେ ସେ ଅଭିନୟ କରିଥିଲେ । ଏହାପରେ ସେ ଓଡ଼ିଆ କଥାଚିତ୍ର କଳ୍କୀରେ ଅଭିନୟ କରିଥିଲେ ।

ଜୀବନୀସମ୍ପାଦନ କରନ୍ତୁ

ପୁରସ୍କାରସମ୍ପାଦନ କରନ୍ତୁ

ଶିକ୍ଷାସମ୍ପାଦନ କରନ୍ତୁ

ଅଭିନୀତ ଚଳଚ୍ଚିତ୍ରସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "ଜ୍ୟୋତିର୍ମୟୀ ଜିତିଲେ 'ମୁଁ ମିସ ଓଡ଼ିଶା' ମୁକୁଟ" (PDF).