ଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
(Jayadev Assembly constituencyରୁ ଲେଉଟି ଆସିଛି)
ଜୟଦେବ (କ୍ରମିକ ନମ୍ବର- ୧୧୧) ଖୋର୍ଦ୍ଧା ଜିଲ୍ଲାର ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।.[୩] ଏହି ନିର୍ବାଚନ ମଣ୍ଡଳୀ ବାଲିଅନ୍ତା ବ୍ଲକ ଓ ବାଲିପାଟଣା ବ୍ଲକକୁ ନେଇ ଗଠିତ ।[୪]
ଜୟଦେବ | |
---|---|
Legislative Assembly of Odisha constituency | |
District | Khordha |
Blocks | Balianta, Balipatna |
Electorate | 1,65,515[୧][a] |
Current constituency | |
Created | 2009 |
MLA | Arabinda Dhali |
Party | BJD |
Const. No. | 111 |
Reserved for | Scheduled Castes |
Lok Sabha Constituencies | Bhubaneswar[୨] |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଶଶିଭୂଷଣ ବେହେରା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବେଣୁଧର ଭୋଇଙ୍କଠାରୁ ୪୦୯୫୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୫]
ନିର୍ବାଚିତ ପ୍ରାର୍ଥୀ
ସମ୍ପାଦନା- ୨୦୨୪: ନବ କିଶୋର ମଲ୍ଲିକ (ବିଜେଡି)
- ୨୦୧୯: ଅରବିନ୍ଦ ଢାଲି (ବିଜେଡି)
- ୨୦୧୪: ଶଶି ଭୂଷଣ ବେହେରା (ବିଜେଡି)
- ୨୦୦୯: ଅରବିନ୍ଦ ଢାଲି (ବିଜେଡି)
୨୦୦୯ରେ ନିର୍ବାଚନ ହୋଇଥିଲା ଓ ଅରବିନ୍ଦ ଢାଲି (ବିଜେଡ଼ି) ସେଥିରେ ବିଜୟ ଲାଭ କରିଥିଲେ ।
୨୦୧୪ ନିର୍ବାଚିତ ପ୍ରାର୍ଥୀ
ସମ୍ପାଦନା2014 Vidhan Sabha Election, Jayadev [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ଆପ | ପ୍ରଫୁଲ୍ଲ ଚନ୍ଦ୍ର ବେହେରା | - | |||
ତୃଣମୂଳ କଂଗ୍ରେସ | ବିଷ୍ଣୁ ଚରଣ ମଲ୍ଲିକ | - | |||
ବିଜଦ | ଶଶୀ ଚରଣ ବେହେରା | - | |||
ଭାଜପା | ବସନ୍ତ କୁମାର ନାୟକ | - | |||
BSP | ଦିବାକର ଦାଶ | - | |||
କଂଗ୍ରେସ | ବେଣୁଧର ଭୋଇ | - | |||
ସପା | ବିଜୟ କୁମାର ଭୋଇ | - | |||
ସ୍ଵାଧୀନ | ସତ୍ୟ ପ୍ରିୟ ବେହେରା | - | |||
ନୋଟା | None | - | |||
Registered electors | ୧,୬୫,୫୧୫ |
ଆଧାର
ସମ୍ପାଦନା- ↑ "CONSTITUENCY-WISE ELECTOR INFORMATION" (PDF). Election Commission of India. Retrieved 16 March 2014.
- ↑ "18 - Bhubaneswar Parliamentary (Lok Sabha) Constituency". Datanet India. Retrieved 25 April 2014.
- ↑ "Orissa Assembly Election 2009". empoweringindia.org. Archived from the original on 24 April 2014. Retrieved 22 April 2014.
Constituency: Jayadev (111) District: Khordha
- ↑ Seats of Odisha
- ↑ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Candidate
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
ଆଧାର ଭୁଲ: <ref>
ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/>
ଟ୍ୟାଗ ମିଳିଲା ନାହିଁ କିମ୍ବା </ref>
ବନ୍ଦ କରିବା ଟ୍ୟାଗଟି ନାହିଁ ।