ଭାରତୀୟ ଜନତା ପାର୍ଟି
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଭାରତୀୟ ଜନତା ପାର୍ଟି (ବିଜେପି) ଭାରତର ଶାସକ ରାଜନୈତିକ ଦଳ ।[୧] ଏହା ଭାରତୀୟ ଜାତୀୟ କଂଗ୍ରେସ ସହିତ ଭାରତର ଦୁଇଟି ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ଅନ୍ୟତମ ।[୨] ୨୦୧୯ ସୁଦ୍ଧା ଏହା ଜାତୀୟ ସଂସଦ ତଥା ରାଜ୍ୟସଭାରେ ପ୍ରତିନିଧିତ୍ୱ ଦୃଷ୍ଟିରୁ ଦେଶର ସର୍ବବୃହତ ରାଜନୈତିକ ଦଳ ଏବଂ ପ୍ରାଥମିକ ସଦସ୍ୟତା ଦୃଷ୍ଟିରୁ ଏହା ବିଶ୍ୱର ସର୍ବବୃହତ ଦଳ ।[୩] ବିଜେପି ଏକ ଦକ୍ଷିଣପନ୍ଥୀ ଦଳ ଏବଂ ଏହାର ନୀତି ଐତିହାସିକ ଭାବରେ ହିନ୍ଦୁ ଜାତୀୟତାବାଦୀ ସ୍ଥିତିକୁ ପ୍ରତିଫଳିତ କରିଛି ।[୪][୫] ଏହାଠାରୁ ବେଶୀ ପୁରୁଣା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ସହିତ ଏହାର ଘନିଷ୍ଠ ଆଦର୍ଶ ଏବଂ ସାଂଗଠନିକ ସମ୍ବନ୍ଧ ରହିଛି ।[୬]
ଭାରତୀୟ ଜନତା ପାର୍ଟି | |
---|---|
![]() | |
ସଂସଦରେ ଅଧକ୍ଷ | ଲାଲକୃଷ୍ଣ ଆଡଭାନୀ |
ଲୋକସଭା ନେତା | ଶ୍ରୀ ନରେନ୍ଦ୍ର ମୋଦି (ପ୍ରଧାନମନ୍ତ୍ରୀ) |
ରାଜ୍ୟସଭା ନେତା | ଅରୁଣ ଜେଟଲୀ (ଅର୍ଥ ମନ୍ତ୍ରୀ) |
ଗଠନ | ୬ ଅପ୍ରେଲ ୧୯୮୦ |
ପୂର୍ବେ ଥିଲା | ଭାରତୀୟ ଜନସଂଘ |
ମୁଖ୍ୟ କାର୍ଯ୍ୟାଳୟ | 11 Ashoka Road, New Delhi, 110001 |
ଯୁବକ ଶାଖା | ଭାରତୀୟ ଜନ ଯୁବ ମୋର୍ଚା |
ମହିଳା ଶାଖା | ଭାଜପା ମହିଳା ମୋର୍ଚା |
କୃଷକ ଶାଖା | ଭାରତୀୟ କିଶାନ ସଂଘ |
ବିଚାରଧାରା | Indian Nationalism Integral humanism Economic liberalism Gandhian Socialism[ଆଧାର ଲୋଡ଼ା] Conservatism Social conservatism |
ରାଜନୈତିକ ଅବସ୍ଥାନ | Centre-right |
ଅନ୍ତର୍ଜାତୀୟ ଅନୁବନ୍ଧନ | None |
ରଙ୍ଗ | Saffron |
ଭା. ନି. କ. ସ୍ଥିତି | ଜାତୀୟ ଦଳ |
ମେଣ୍ଟ | National Democratic Alliance (NDA) |
ଲୋକସଭାରେ ଆସନ ସଂଖ୍ୟା | ୨୮୨ / ୫୪୩ |
ରାଜ୍ୟସଭାରେ ଆସନ ସଂଖ୍ୟା | ୪୩ / ୨୪୫ |
ୱେବସାଇଟ | |
www |
This article is part of a series about Bharatiya Janata Party |
||
---|---|---|
Bharatiya Jana Sangh · History of the BJP · Organisation of the BJP · Bharatiya Janata Yuva Morcha · Bharatiya Mazdoor Sangh · Bharatiya Kisan Sangh · BJP Mahila Morcha · BJP Minority Morcha · List of MP in the 14th Lok Sabha |
ବିଜେପିର ଉତ୍ପତ୍ତି ୧୯୫୧ ମସିହାରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସ୍ଥାପିତ ଭାରତୀୟ ଜନ ସଂଘରୁ ହୋଇଥିଲା ।[୭] ୧୯୭୭ରେ ଜରୁରୀକାଳୀନ ପରିସ୍ଥିତି ପରେ ଜନ ସଂଘ ଅନ୍ୟାନ୍ୟ ଦଳ ସହ ମିଶି ଜନତା ପାର୍ଟି ଗଠନ କଲା ଓ ୧୯୭୭ ସାଧାରଣ ନିର୍ବାଚନରେ ଏହା ବର୍ତ୍ତମାନର କଂଗ୍ରେସ ଦଳକୁ ପରାସ୍ତ କରିଥିଲା । ତିନି ବର୍ଷ କ୍ଷମତାରେ ରହିବା ପରେ ଜନତା ଦଳ ୧୯୮୦ରେ ବିଭାଜିତ ହୋଇ ଜନସଂଘର ସଭ୍ୟମାନଙ୍କ ସହ ପୁନର୍ବାର ମିଶି ବିଜେପି ଗଠନ କରିଥିଲା । ଏହା ପ୍ରାରମ୍ଭରେ ଅସଫଳ ହୋଇ ୧୯୮୪ ସାଧାରଣ ନିର୍ବାଚନରେ କେବଳ ଦୁଇଟି ଆସନ ଜିତିଥିଲା । କିନ୍ତୁ ଏହା ପରେ ରାମ ଜନ୍ମଭୂମି ଆନ୍ଦୋଳନକୁ ଧରି ବଢ଼ିଥିଲା । ଅନେକ ରାଜ୍ୟ ନିର୍ବାଚନରେ ବିଜୟ ଏବଂ ଜାତୀୟ ନିର୍ବାଚନରେ ଭଲ ପ୍ରଦର୍ଶନ ପରେ ବିଜେପି ୧୯୯୬ରେ ସଂସଦର ସବୁଠାରୁ ବଡ଼ ଦଳରେ ପରିଣତ ହୋଇଥିଲା । ତେବେ ସଂସଦର ନିମ୍ନ ଗୃହରେ ଏହାର ସଂଖ୍ୟାଗରିଷ୍ଠତା ନଥିଲା ଏବଂ ଏହାର ସରକାର ମାତ୍ର ୧୩ ଦିନ ଧରି ଚାଲିଥିଲା ।[୮]
ଆଧାରସମ୍ପାଦନ କରନ୍ତୁ
- ↑ "Lok Sabha Election results 2019: EC declares results of all 542 seats, BJP wins 303". Zee News (in ଇଂରାଜୀ). 25 May 2019. Retrieved 30 March 2020.
- ↑ "In Numbers: The Rise of BJP and decline of Congress". The Times of India. 19 May 2016. Archived from the original on 5 November 2017. Retrieved 29 June 2017.
- ↑ "BJP inducts 7 crore new members, creates membership drive record". India Today. 29 August 2019. Retrieved 29 August 2019.
- ↑ Banerjee 2005, p. 3118.
- ↑ Malik & Singh 1992, p. 318.
- ↑ "Men, machinery and mind of RSS behind BJP's poll power punch". Business Standard (in ଇଂରାଜୀ). 17 March 2019. Retrieved 18 March 2020.
- ↑ Swain, Pratap Chandra (2001). Bharatiya Janata Party: Profile and Performance (in ଇଂରାଜୀ). APH Publishing. p. 60. ISBN 9788176482578.
- ↑ Guha 2007, p. 633.