ବାଙ୍ଗିରିପୋଷି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ
(Bangriposi Assembly constituencyରୁ ଲେଉଟି ଆସିଛି)
ବାଙ୍ଗିରିପୋଷି (କ୍ରମିକ ସଂଖ୍ୟା: ୨୯) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାଙ୍ଗିରିପୋଷି ବ୍ଳକ, ଶାମାଖୁଣ୍ଟା ବ୍ଳକ ଓ କୁଳିଅଣା ବ୍ଳକ ।[୨][୩]
ବାଙ୍ଗିରିପୋଷି ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୮୨,୫୬୮ |
ଜିଲ୍ଲା: | ମୟୂରଭଞ୍ଜ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ମୟୂରଭଞ୍ଜ |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁଦାମ ମାରାଣ୍ଡି ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ପୁରୁଷୋତ୍ତମ ନାଏକଙ୍କଠାରୁ ୩୧୫୨୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। [୪]
ନିର୍ବାଚିତ ବିଧାୟକଗଣ
ସମ୍ପାଦନା୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୫][୬][୪]
- ୨୦୨୪: ସଞ୍ଜଳୀ ମୁର୍ମୁ (ବିଜେପି)
- ୨୦୧୯: ସୁଦାମ ମାରାଣ୍ଡି (ବିଜଦ)
- ୨୦୧୪: ସୁଦାମ ମାରାଣ୍ଡି (ବିଜଦ)
- ୨୦୦୯: (୨୯): ସରୋଜିନୀ ହେମ୍ବ୍ରମ (ବିଜଦ)
- ୨୦୦୪: (୫): ଚୈତନ୍ୟ ପ୍ରସାଦ ମାଝି (ବିଜଦ)
- ୨୦୦୦: (୫): ପୁରୁଷୋତ୍ତମ ନାଏକ (ସ୍ୱାଧୀନ)
- ୧୯୯୫: (୫): ଅଜେନ ମୁର୍ମୁ (ଝାମୁମୋ)
- ୧୯୯୦: (୫): ସୁଦାମ ମାରାଣ୍ଡି (ସ୍ୱାଧୀନ)
- ୧୯୮୫: (୫): କାଙ୍ଗୋଇ ସିଂହ (କଂଗ୍ରେସ)
- ୧୯୮୦: (୫): କାଙ୍ଗୋଇ ସିଂହ (କଂଗ୍ରେସ-ଇ)
- ୧୯୭୭: (୫): ପୁରୁଷୋତ୍ତମ ନାଏକ (ଜନତା)
- ୧୯୭୪: (୫): ରୁଦ୍ର ମୋହନ ଦାସ (ସିପିଆଇ)
- ୧୯୭୧: (୫): ରାଧା ମୋହନ ନାୟକ (ସ୍ୱତନ୍ତ୍ର)
- ୧୯୬୭: (୫): ରାଧା ମୋହନ ନାୟକ (ସ୍ୱତନ୍ତ୍ର)
- ୧୯୬୪: (ଉପ): ପ୍ରସନ୍ନ କୁମାର ଦାସ (କଂଗ୍ରେସ)
- ୧୯୬୧: (୧୩୮): ଇଶ୍ୱର ଚନ୍ଦ୍ର ନାୟକ (କଂଗ୍ରେସ)
- ୧୯୫୭: ରାଧା ମୋହନ ନାୟକ (ଗଣତନ୍ତ୍ର ପରିଷଦ)
- ୧୯୫୧: ଯାଦବ ମାଝୀ (କଂଗ୍ରେସ)
୨୦୦୯ ନିର୍ବାଚନ ଫଳାଫଳ
ସମ୍ପାଦନା୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କଠାରୁ ୬,୩୩୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୭]
୨୦୦୯ ବିଧାନ ସଭା ନିର୍ବାଚନ, ବାଙ୍ଗିରିପୋଷି [୮] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ସରୋଜିନି ହେମ୍ବ୍ରମ | ୪୩,୭୭୧ | ୩୬.୧୩ | - | |
ଝାମୁମୋ | ସୁଦାମ ମାରାଣ୍ଡି | ୩୭,୪୪୦ | ୩୦.୯୧ | - | |
ଭାଜପା | ସୀତାନାଥ କିସ୍କୁ | ୧୫,୨୬୨ | ୧୨.୬୦ | - | |
କଂଗ୍ରେସ | ଗୌରୀ ନାୟକ | ୧୨,୧୩୧ | ୧୦.୦୧ | - | |
ସ୍ୱାଧୀନ | ପ୍ରଦୀପ କୁମାର ସିଂହ | ୩,୪୨୨ | ୨.୮୨ | - | |
ସ୍ୱାଧୀନ | ଶକୁନ୍ତଳା ବିଶ୍ୱାଳ | ୨,୩୯୧ | ୧.୯୭ | - | |
ବସପା | ସୁରଥ ନାୟକ | ୧,୪୮୯ | ୧.୨୩ | - | |
ଝାଡ଼ଖଣ୍ଡ ଦିଶମ ପାର୍ଟି | ଜୀତେନ୍ଦ୍ର ନାଥ ହେମ୍ବ୍ରମ | ୧,୧୪୧ | ୦.୯୪ | - | |
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ | ପ୍ରଭୁଦାନ ମାରାଣ୍ଡି | ୯୫୨ | ୦.୭୯ | - | |
ସ୍ୱାଧୀନ | ଗୁରୁ ଚରଣ ମାଝି | ୮୫୩ | ୦.୭୦ | - | |
ସ୍ୱାଧୀନ | ବୁଧୁରାମ ସିଂ | ୭୯୬ | ୦.୬୬ | - | |
ସପା | ଛୁଟୁ ରାମ ବିନ୍ଧାଣୀ | ୭୪୭ | ୦.୬୨ | - | |
କଳିଙ୍ଗ ସେନା | ଦେବେନ୍ଦ୍ର ସିଂ | ୭୩୮ | ୦.୬୧ | - | |
ଭୋଟ ବ୍ୟବଧାନ | ୬,୩୩୧ | ୫.୨୩* | - | ||
ମତଦାନ ହାର | ୧,୨୧,୨୮୫ | ୭୬.୭୫ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ଆଧାର
ସମ୍ପାଦନା- ↑ "Bangriposi Assembly Election 2009, Orissa". empoweringindia.org. Archived from the original on 21 February 2014. Retrieved 29 May 2013.
Constituency: Bangriposi (29) District : Mayurbhanj
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "State Elections 2004 - Partywise Comparision for 5-Bangriposi Constituency of ORISSA". eci.nic.in. 2006. Retrieved 29 May 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 29 May 2013.
6331
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf