ଇଶ୍ୱର ଚନ୍ଦ୍ର ନାୟକ
ଓଡ଼ିଆ ରାଜନୀତିଜ୍ଞ
ଇଶ୍ୱର ଚନ୍ଦ୍ର ନାୟକ (ମୃତ୍ୟୁ: ୮ ଫେବୃଆରୀ ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଇଶ୍ୱର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଙ୍ଗିରିପୋଷି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଇଶ୍ୱର ଚନ୍ଦ୍ର ନାୟକ | |
---|---|
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୮ ଫେବୃଆରୀ ୧୯୬୪ | |
ପୂର୍ବ ଅଧିକାରୀ | ରାଧା ମୋହନ ନାୟକ |
ପର ଅଧିକାରୀ | ରାଧା ମୋହନ ନାୟକ |
ନିର୍ବାଚନ ମଣ୍ଡଳୀ | ବାଙ୍ଗିରିପୋଷି |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ୮ ଫେବୃଆରୀ ୧୯୬୪ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଚମ୍ପାମଣୀ ନାୟକ |
ବାପା/ବୋଉ | ଗିରିଧାରୀ ନାୟକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ଶିକ୍ଷା ଓ ପରିବାର
ସମ୍ପାଦନାଇଶ୍ୱର ଚନ୍ଦ୍ର ନାୟକ ବାପାଙ୍କ ନାମ ଗିରିଧାରୀ ନାୟକ ।[୧] ତାଙ୍କ ପତ୍ନୀଙ୍କ ନାମ ଚମ୍ପାମଣୀ ନାୟକ ।[୧]
ରାଜନୈତିକ ଜୀବନ
ସମ୍ପାଦନାଇଶ୍ୱର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ସମ୍ପାଦନାଇଶ୍ୱର ଚନ୍ଦ୍ର ନାୟକ ୧୯୬୪ ମସିହାର ଫେବୃଆରୀ ମାସ ୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ସେ ୩ୟ ବିଧାନ ସଭାର ବିଧାୟକ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Shri Ishwar Chandra Nayak". odishaassembly.nic.in. Odisha Assembly. Retrieved 23 August 2019.