ସଞ୍ଜଳୀ ମୁର୍ମୁ
ସଞ୍ଜଳୀ ମୁର୍ମୁ (ଜନ୍ମ: ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସଞ୍ଜଳୀ ମୁର୍ମୁ | |
---|---|
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୫ ଜୁନ ୨୦୨୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ସୁଦାମ ମାରାଣ୍ଡି |
ନିର୍ବାଚନ ମଣ୍ଡଳୀ | ବାଙ୍ଗିରିପୋଷି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୯୯୫ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାମୁର୍ମୁ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ସୁଗୁଦା ମୁର୍ମୁ ଜଣେ କୃଷକ । ସେ ଭୁବନେଶ୍ୱରର ବାଣୀବିହାରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ୨୦୧୭ ମସିହାରେ ଇତିହାସରେ ସ୍ନାତକୋତ୍ତର କରିଥିଲେ ।[୧]
ରାଜନୈତିକ ଜୀବନ
ସମ୍ପାଦନାସୀତାଂଶୁ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ବାଙ୍ଗିରିପୋଷି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୨] ଏହି ନିର୍ବାଚନରେ, ସେ ସମୁଦାୟ ୮୭,୮୦୧ ଖଣ୍ଡ ଭୋଟ୍ ପାଇଥିଲେ[୩] ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ରଞ୍ଜିତା ମାରାଣ୍ଡିଙ୍କୁ ୩୪,୪୭୬ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪][୫][୬][୭]
ଆଧାର
ସମ୍ପାଦନା- ↑ "Sanjali Murmu(Bharatiya Janata Party(BJP)):Constituency- BANGRIPOSI (ST)(MAYURBHANJ) - Affidavit Information of Candidate". www.myneta.info. Retrieved 2024-06-05.
- ↑ "BJP storms to power in Odisha". The Week (in ଇଂରାଜୀ). Retrieved 2024-06-05.
- ↑ "Full list of Odisha Assembly elections 2024 winners". The Indian Express (in ଇଂରାଜୀ). 2024-06-05. Retrieved 2024-06-05.
- ↑ "General Election to Assembly Constituencies 2024: Bangriposi (Odisha)". Election Commission of India. Retrieved 14 June 2024.
- ↑ Service, Express News (2024-06-05). "BJP candidates sweep most of Mayurbhanj Assembly constituencies". The New Indian Express (in ଇଂରାଜୀ). Retrieved 2024-06-05.
- ↑ "Bangriposi Election Result 2024 LIVE Updates Highlights: Assembly Winner, Loser, Leading, Trailing, MLA, Margin". News18 (in ଇଂରାଜୀ). 2024-06-04. Retrieved 2024-06-05.
- ↑ "Bangriposi, Odisha Assembly Election Results 2024 Highlights: BJP's Sanjali Murmu defeats BJD's Ranjita Marndi with 34476 votes". India Today (in ଇଂରାଜୀ). 2024-06-04. Retrieved 2024-06-05.