ଚରଣ ସିଂହ

ଭାରତୀୟ ରାଜନୀତିଜ୍ଞ

ଚୌଧୁରୀ ଚରଣ ସିଂହ (୨୩ ଡିସେମ୍ବର ୧୯୦୨ - ୨୯ ମଇ ୧୯୮୭) ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ ୨୮ ଜୁଲାଇ ୧୯୭୯ରୁ ୧୪ ଜାନୁଆରୀ ୧୯୮୦ ପର୍ଯ୍ୟନ୍ତ ଥିଲା।

ଚରଣ ସିଂହ ତେୱଟିଆ
ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
୨୮ ଜୁଲାଇ ୧୯୭୯ – ୧୪ ଜାନୁଆରୀ ୧୯୮୦
ରାଷ୍ଟ୍ରପତିନୀଲମ ସଞ୍ଜୀବ ରେଡ୍ଡୀ
Deputyଯଶବନ୍ତରାଓ ଚୌହାନ
ପୂର୍ବ ଅଧିକାରୀମୋରାରଜୀ ଦେଶାଇ
ପର ଅଧିକାରୀଇନ୍ଦିରା ଗାନ୍ଧୀ
ଅର୍ଥମନ୍ତ୍ରୀ
କାର୍ଯ୍ୟକାଳ
୨୪ ଜାନୁଆରୀ ୧୯୭୯ – ୨୮ ଜୁଲାଇ ୧୯୭୯
ପ୍ରଧାନ ମନ୍ତ୍ରୀମୋରାରଜୀ ଦେଶାଇ
ପୂର୍ବ ଅଧିକାରୀହବିଭାଇ ପଟେଲ
ପର ଅଧିକାରୀହେମବତୀ ନନ୍ଦନ ବହୁଗୁଣା
ଭାରତର ଉପ ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
୨୪ ମାର୍ଚ୍ଚ ୧୯୭୭ – ୨୧୮ ଜୁଲାଇ ୧୯୭୯
Serving with ଜଗଜୀବନ ରାମ
ପ୍ରଧାନ ମନ୍ତ୍ରୀମୋରାରଜୀ ଦେଶାଇ
ପୂର୍ବ ଅଧିକାରୀମୋରାରଜୀ ଦେଶାଇ
ପର ଅଧିକାରୀଯଶବନ୍ତରାଓ ଚୌହାନ
ଗୃହମନ୍ତ୍ରୀ
କାର୍ଯ୍ୟକାଳ
୨୪ ମାର୍ଚ୍ଚ ୧୯୭୭ – ୧ ଜୁଲାଇ ୧୯୭୮
ପ୍ରଧାନ ମନ୍ତ୍ରୀମୋରାରଜୀ ଦେଶାଇ
ପୂର୍ବ ଅଧିକାରୀକସୁ ବ୍ରହ୍ମାନନ୍ଦ ରେଡ୍ଡୀ
ପର ଅଧିକାରୀମୋରାରଜୀ ଦେଶାଇ
ଉତ୍ତର ପ୍ରଦେଶର ମୂଖ୍ୟମନ୍ତ୍ରୀ
କାର୍ଯ୍ୟକାଳ
୧୮ ଫେବୃଆରୀ ୧୯୭୦ – 1୧ ଅକ୍ଟୋବର ୧୯୭୦
ରାଜ୍ୟପାଳବେଜୱଡା ଗୋପାଲ ରେଡ୍ଡୀ]
ପୂର୍ବ ଅଧିକାରୀଚନ୍ଦ୍ର ଭାନୁ ଗୁପ୍ତା
ପର ଅଧିକାରୀତ୍ରିଭୁବନ ନାରୟନ ସିଂହ
କାର୍ଯ୍ୟକାଳ
୩ ଏପ୍ରିଲ ୧୯୬୭ – ୨୫ ଫେବୃଆରୀ ୧୯୬୮
ରାଜ୍ୟପାଳବିଶ୍ୱନାଥ ଦାସ
ବେଜୱଡା ଗୋପାଲ ରେଡ୍ଡୀ
ପୂର୍ବ ଅଧିକାରୀଚନ୍ଦ୍ର ଭାନୁ ଗୁପ୍ତା
ପର ଅଧିକାରୀଚନ୍ଦ୍ର ଭାନୁ ଗୁପ୍ତା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1902-12-23)୨୩ ଡିସେମ୍ବର ୧୯୦୨
ନୂରପୂର, ଉତ୍ତର ପ୍ରଦେଶ
ମୃତ୍ୟୁ୨୯ ମଇ ୧୯୮୭(1987-05-29) (ବୟସ ୮୪)
ରାଜନୀତିକ ଦଳJanata Party-Secular (1979–1987)
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭରାତୀୟ ଜାତୀୟ କଂଗ୍ରେସ (Before 1967)
ଭାରତୀୟ ଲୋକ ଦଳ (1967–1977)
ଜନତା ଦଳ (1977–1979)
ଜୀବନ ସାଥୀଗାୟତ୍ରୀ ଦେବୀ
ଶିକ୍ଷାନୁଷ୍ଠାନଆଗ୍ରା ୟୁନିଭର୍ସିଟି

ପ୍ରାଥମିକ ଜୀବନ ସମ୍ପାଦନା

ଚରଣ ସିଂହଙ୍କ ଜନ୍ମ ୧୯୦୨ ମସିହାରେ ଉତ୍ତର ପ୍ରଦେଶର ନୂରପୁରଠାରେ ହୋଇଥିଲା । [୧][୨]

ରାଜନୀତି ସମ୍ପାଦନା

ଆଧାର ସମ୍ପାଦନା

  1. The Churchill Centre (2002). "India: Making headway with the critics". [www.winstonchurchill.org The Churchill Centre]. Archived from the original on 2006-06-23. Retrieved 2006-07-11.
  2. Rediff.Com (27 November 2003). "The anti-reservation man". [ia.rediff.com Rediff.Com]. Retrieved 2006-11-18.

ବାହାର ତଥ୍ୟ ସମ୍ପାଦନା