ସାନିଆ ମିର୍ଜା ଜଣେ ଭାରତୀୟ ପେଷାଦାର ଟେନିସ ଖେଳାଳି ।ଭାରତୀୟ ମହିଳା ଟେନିସ ତାରକା ଭାବେ ସେ ସବୁଠାରୁ ସଫଳ ଅଟନ୍ତି । ସେ ଉଭୟ ଏକକ ଓ ଜୁଗ୍ମ ବର୍ଗରେ ଟେନିସ ଖେଲନ୍ତି । ଟେନିସ ଖେଳରେ ତାଙ୍କର ଉଲ୍ଲେଖନିୟ ଅବଦାନ ପାଇଁ ୨୦୦୬ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଛି । [୩]

ସାନିଆ ମିର୍ଜା
୨୦୦୭ ଅଷ୍ଟ୍ରେଲିଆନ ଓପନରେ ସାନିଆ
ଦେଶ ଭାରତ
ବାସସ୍ଥାନହାଇଦରାବାଦ, ଭାରତ
ଜନ୍ମ (1986-11-15) ୧୫ ନଭେମ୍ବର ୧୯୮୬ (ବୟସ ୩୪)
ମୁମ୍ବାଇ, ଭାରତ
ପେଷା ଆରମ୍ଭ୨୦୦୩
ପୁରସ୍କାର ରାଶି$୪,୪୫୯,୮୧୪[୧]
ଏକକ
ପେଷାଗତ ରେକର୍ଡ଼271–161
ସର୍ବୋଚ୍ଚ ରାଙ୍କିଙ୍ଗNo. 27 (27 August 2007)
ଯୋଡ଼ି
ପେଷାଗତ ରେକର୍ଡ଼୍‌୩୬୫–୧୭୯
ପେଷାଗତ ଟାଇଟଲ୍‌50[୨]
ସର୍ବୋଚ୍ଚ ରାଙ୍କିଙ୍ଗNo. 1
ଏବେକାର ରାଙ୍କିଙ୍ଗNo. 1 (12 July 2015)
Grand Slam Doubles results
Australian OpenSF (2012)
French OpenF (2011)
WimbledonW (2015)
US OpenSF (2013, 2014)
Grand Slam Mixed Doubles results
Australian OpenW (2009)
French OpenW (2012)
WimbledonQF (2011, 2013, 2015)
US OpenW (2014)
Olympic GamesQF (2012)
Last updated on: 21 June 2012.


ଗ୍ରାଣ୍ଡସ୍ଲାମ ଫାଇନାଲସମ୍ପାଦନ କରନ୍ତୁ

ମହିଳା ଜୁଗ୍ମ: ୨ (୧–୧)ସମ୍ପାଦନ କରନ୍ତୁ

ଫଳ ବର୍ଷ ଚାମ୍ପିୟନସିପ୍ ପ୍ରୂଷ୍ଠ ସହଯୋଗୀ ପ୍ରତିଦ୍ୱନ୍ଦି ଫାଇନାଲ ସ୍କୋର
Runner-up 2011 French Open ଟାଣ (କ୍ଲେ)   Elena Vesnina   Andrea Hlaváčková
  Lucie Hradecká
4–6, 3–6
Winner 2015 ୱିମ୍ବେଲଡନ ଘାଷ   ମାର୍ଟିନା ହିଙ୍ଗିସ   Ekaterina Makarova
  Elena Vesnina
5–7, 7–6(7–4), 7–5

ଆଧାରସମ୍ପାଦନ କରନ୍ତୁ

ବାହାର ଆଧାରସମ୍ପାଦନ କରନ୍ତୁ

  1. "Sania Mirza". Women's Tennis Association. Retrieved ୧୨ ଜୁଲାଇ ୨୦୧୫.
  2. "Career Titles/Finals". ATP World Tour. Retrieved 21 June 2012.
  3. http://im.rediff.com/sports/2006/jan/25sania.htm