ହାତ ଧରି ଚାଲୁଥା

୨୦୧୩ର ଓଡ଼ିଆ କଥାଚିତ୍ର

ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ହାତ ଧରି ଚାଲୁଥା ୨୦୧୩ ମସିହାରେ ମୁକ୍ତିଲାଭ କରିଥିଲା ।

ହାତ ଧରି ଚାଲୁଥା
ନିର୍ଦ୍ଦେଶକହିମାଂଶୁ ପରିଜା
ପ୍ରଯୋଜକଅନୁପ୍ରାସ ମହାନ୍ତି,ଅନୁଭବ ମହାନ୍ତି
ସଂଳାପ(ସଂଳାପ): ବସନ୍ତରାଜ ସାମଲ
କଳାକାରଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ବିଜୟ ମହାନ୍ତି,ତନ୍ଦ୍ରା ରାୟ,କୁନା ତ୍ରିପାଠୀ,ସଲିଲ ମିତ୍ର
ସଙ୍ଗୀତପ୍ରେମ ଆନନ୍ଦ
ମୁକ୍ତିଲାଭ ତାରିଖ
୧୪ ଜୁନ ୨୦୧୩ [୧]
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ ସମ୍ପାଦନା

ଓଡ଼ିଆ କଥାଚିତ୍ର ‘ହାତ ଧରି ଚାଲୁଥା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୨]

ଗୀତ ଓ ସଙ୍ଗୀତ ସମ୍ପାଦନା

ଗୀତ[୩] ସମ୍ପାଦନା

  1. ମୋ ହାତ ଧରି ଚାଲୁଥା
  2. ସାଥୀରେ ସାଥୀ
  3. ବାଟୋଇ ମୁଁ ଏକା ଏକା
  4. ମୋ ଲୁହର ରଙ୍ଗ ଆଜି
  5. ପ୍ରେମର ବାଜି
  6. ଆଜି କାହିଁ ସବୁ ଋତୁ
  7. ଏ ଜୀବନ ଚଲା ବାଟେ
  8. ତୋ ହୃଦୟ ଏତେ ବଡ଼
  9. ମନ ଯଦି ଦେଇଥିଲୁ

ଟୀକା ସମ୍ପାଦନା

  1. "HATA DHARI CHALUTHA RELEASES TODAY". incredibleorissa.com. 2013. Archived from the original on 18 June 2013. Retrieved 11 June 2013. Release Date – 11th June 2013
  2. "Hata dhari chalutha new oriya film". incredibleorissa.com. 2013. Archived from the original on 8 February 2013. Retrieved 01 February 2013. HATA DHARI CHALUTHA NEW ORIYA FILM {{cite web}}: Check date values in: |accessdate= (help)
  3. "Hata Dhari Chalutha Songs". incredibleorissa.com. Retrieved 10June 2013. Hata Dhari Chalutha Songs {{cite web}}: Check date values in: |accessdate= (help)