ସମଥିଙ୍ଗ୍ ସମଥିଙ୍ଗ୍
୨୦୧୨ର ଓଡ଼ିଆ କଥାଚିତ୍ର
ସୁଧାକର ବସନ୍ତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ସମଥିଙ୍ଗ୍ ସମଥିଙ୍ଗ୍ ୨୦୧୨ ମସିହାରେ ମୁକ୍ତିଲାଭ କରିଥିଲା ।
ସମଥିଙ୍ଗ୍ ସମଥିଙ୍ଗ୍ | |
---|---|
ନିର୍ଦ୍ଦେଶକ | ସୁଧାକର ବସନ୍ତ |
ପ୍ରଯୋଜକ | ଅନୁଭବ ମହାନ୍ତି, ଅନୁପ୍ରାଶ ମହାନ୍ତି |
ସଂଳାପ | (ସଂଳାପ): ରଣଜିତ ପଟ୍ଟନାୟକ |
ଚିତ୍ରନାଟ୍ୟ | ରଣଜିତ ପଟ୍ଟନାୟକ |
କାହାଣୀ | ଅନୁଭବ ମହାନ୍ତି |
କଳାକାର | ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ବୁଦ୍ଧାଦିତ୍ୟ ମହାନ୍ତି, ହରି, ରତନ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | କେ. ଭି. ରମନ୍ନା |
ମୁକ୍ତିଲାଭ ତାରିଖ | ୮ ଜାନୁଆରୀ ୨୦୧୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟରେ
ସମ୍ପାଦନାଓଡ଼ିଆ କଥାଚିତ୍ର ‘ସମଥିଙ୍ଗ୍ ସମଥିଙ୍ଗ୍’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୧]
ଗୀତ ଓ ସଙ୍ଗୀତ
ସମ୍ପାଦନା- ସଙ୍ଗୀତକାର: ପ୍ରେମ ଆନନ୍ଦ
- ଗୀତିକାର: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ
- ପ୍ରଚ୍ଛଦପଟ ଗାୟକ: ଇରା ମହାନ୍ତି, ଉଦିତ ନାରାୟଣ,
- ଆଖି ସାଥେ ଆଖି ଯେବେ ମିଶିଜାଏରେ (ଇରା ମହାନ୍ତି, ଉଦିତ ନାରାୟଣ)
- ତୁ ଥିଲେ ସାଥିରେ (ଇରା ମହାନ୍ତି, ଉଦିତ ନାରାୟଣ)
- ଛୋଟ ଛୋଟ ରାତି (ଇରା ମହାନ୍ତି)
- ଫଗୁଣ ଫରୁଆ ଫିକା (ଉଦିତ ନାରାୟଣ)
- କେମିତି ଲାଗୁଛି ମିଠା (ଇରା ମହାନ୍ତି, ଉଦିତ ନାରାୟଣ)
- କୁକୁଡୁ କୁକୁଡୁକୁ (ଇରା ମହାନ୍ତି, ଉଦିତ ନାରାୟଣ)
- ସମଥିଙ୍ଗ୍ ସମଥିଙ୍ଗ୍ (ଇରା ମହାନ୍ତି)
ଟୀକା
ସମ୍ପାଦନା- ↑ incredibleorissa.com
- ↑ "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 31 August 2018. Retrieved 2 September 2018.
- ↑ "orissaspider.com: Something Something: An Upcoming Odia Movie". Archived from the original on 2012-01-20. Retrieved 2012-01-13.
ବାହାର ଆଧାର
ସମ୍ପାଦନା- movies.oribuzz.com: Something Something Oriya Movie Archived 2021-01-28 at the Wayback Machine.
- ଇଣ୍ଟରନେଟ ମୁଭି ଡାଟାବେସରେ ସମଥିଙ୍ଗ୍ ସମଥିଙ୍ଗ୍