ବଳରାମ ମିଶ୍ର

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ବଳରାମ ମିଶ୍ର (୨୨ ଅକ୍ଟୋବର ୧୯୩୨–୨୨ ଜୁଲାଇ ୧୯୭୬) ଜଣେ ଭାରତୀୟ କବି, ଔପନ୍ୟାସିକ, ନାଟ୍ୟକାର ଥିଲେ । ତାଙ୍କର ଦୁଇଟି ନାଟକ "ଶଙ୍ଖ ମହୁରୀ" ଓ "ରକ୍ତ ଗୋଲାପ" ଚଳଚ୍ଚିତ୍ରରେ ରୂପାନ୍ତରିତ ହୋଇଥିଲା ।

ବଳରାମ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ(1932-10-22)୨୨ ଅକ୍ଟୋବର ୧୯୩୨
ରାୟଗଡ଼ା
ମୃତ୍ୟୁ୨୨ ଜାନୁଆରୀ ୧୯୭୬(1976-01-22) (ବୟସ ୪୩)
ରାୟଗଡ଼ା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶୈଳୀସାହିତ୍ୟିକ
ସାହିତ୍ୟ କୃତିନାଟକ
ପିତାମାତାଅଗାଧୁ ମିଶ୍ର (ବାପା)
କିଶୋରୀ ଦେବୀ (ମାଆ)

ଜୀବନୀ ସମ୍ପାଦନା

ବଳରାମ ମିଶ୍ର ୧୯୩୨ ମସିହା ଅକ୍ଟୋବର ୨୨ ତାରିଖରେ ଓଡ଼ିଶାର ରାୟଗଡ଼ାଠାରେ ଜନ୍ମ ନେଇଥିଲେ । ତାଙ୍କ ମାତାଙ୍କ ନାମ ଥିଲା କିଶୋରୀ ଦେବୀ ଓ ପିତାଙ୍କ ନାମ ଥିଲା ଅଗାଧୁ ମିଶ୍ର ।

୧୯୭୬ ଜୁଲାଇ ୨୨ ତାରିଖରେ ମାନ୍ଦ୍ରାଜଠାରେ (ଆଧୁନିକ ଚେନ୍ନାଇ) ତାଙ୍କର ଦେହାନ୍ତ ହୋଇଥିଲା ।

ରଚନାବଳୀ ସମ୍ପାଦନା

କବିତା ସମ୍ପାଦନା

  • କୁଆଁ କୁଆଁ
  • ବନଫୁଲ
  • ବେପାରୀ ପୁଅ

ଉପନ୍ୟାସ ସମ୍ପାଦନା

  • ଅର୍ଦ୍ଧାଙ୍ଗିନୀ
  • ହୀରା
  • ରାହୁ
  • ଛନ୍ଦା
  • ମାୟା ଓ ମମତା

ନାଟକ ସମ୍ପାଦନା

  • ବନ୍ଦିତା[୧]
  • ଜୀବନର ଝଡ଼
  • ଶଙ୍ଖ ମହୁରୀ
  • ଡୁମ୍ବା
  • ସଂକଳ୍ପ
  • ତୁଣ୍ଡ ବାଇଦ
  • ବିଷ ପୀୟୂଷ
  • ବାସିଫୁଲ
  • ମୋ ବୋଉ
  • ସୂର୍ଯ୍ୟ ପରାଗ
  • ମୋତେ ଭୁଲ ବୁଝନା
  • ଆମ ସମାଜ
  • ବିଷଦୃଷ୍ଟି
  • ଝିମିଟି ଖେଳ (ବେତାର ନାଟକ)
  • ଶଙ୍ଖ ମହୁରୀ (ଚଳଚ୍ଚିତ୍ରରେ ରୂପାନ୍ତରିତ ନାଟକ)
  • ରକ୍ତ ଗୋଲାପ (ଚଳଚ୍ଚିତ୍ରରେ ରୂପାନ୍ତରିତ ନାଟକ)

ଆଧାର ସମ୍ପାଦନା

  1. ""ବନ୍ଦିତା" ନାଟକର ବିଷୟବସ୍ତୁ ଓ ରଚନା ଉଚ୍ଚକୋଟୀର". ସମାଜ. 9 November 1959.

ବାହାର ଲିଙ୍କ ସମ୍ପାଦନା