ଲୋକାଲ ଟୋକା ଲଭ୍ ଚୋଖା

ଓଡ଼ିଆ କଥାଚିତ୍ର

ଲୋକାଲ ଟୋକା ଲଭ୍ ଚୋଖା, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨][୩] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦ୍ୟୁମ୍ନ ଲେଙ୍କା[୪] ଓ ଡି.ପି. ଖଣ୍ଡେଲ‌ୱାଲ ।[୫] ଓମ୍ ସାଇ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା ଏହି କଥାଚିତ୍ରଟି ।[୬] ବନଶ୍ରୀ ଲେଙ୍କା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୭] ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୮] ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ[୭] ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪][୯][୧୦][୧୧]

ଲୋକାଲ ଟୋକା ଲଭ୍ ଚୋଖା
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକପ୍ରଦ୍ୟୁମ୍ନ ଲେଙ୍କା
ଡି.ପି. ଖଣ୍ଡେଲ‌ୱାଲ
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟସୁଧାଂଶୁ ମୋହନ ସାହୁ
କାହାଣୀବନଶ୍ରୀ ଲେଙ୍କା
କଳାକାରବାବୁଶାନ୍
ସନମୀରା ନାଗେଶ
ମିହିର ଦାସ
ପୁଷ୍ପା ପଣ୍ଡା
ଅପରାଜିତା ମହାନ୍ତି
ପ୍ରଦ୍ୟୁମ୍ନ ଲେଙ୍କା
ଅସୀତ ପତି
ସଙ୍ଗୀତବୈଦ୍ୟନାଥ ଦାଶ
ମୁକ୍ତିଲାଭ ତାରିଖ
୧୫ ଅଗଷ୍ଟ ୨୦୧୮
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି ଏବଂ ସନମୀରା ନାଗେଶ ।[୧୨][୫][୧୩] ମିହିର ଦାସ, ପୁଷ୍ପା ପଣ୍ଡା, ଅପରାଜିତା ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ଅସୀତ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୯][୭]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ[୫][୯][୧୫] ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ବାପୁ ଗୋସ୍ୱାମୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୪][୮] ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ଅସୀମା ପଣ୍ଡା, ବାବୁଶାନ୍ ମହାନ୍ତି, ଅନନ୍ୟା ଶ୍ରୀତମ ନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୮]

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ଲୋକାଲ ଟୋକା ଲଭ୍ ଚୋଖା"ହ୍ୟୁମାନ ସାଗର 
2."ଆଖି ମାଗେ ମଞ୍ଜୁରି"ବାବୁଶାନ୍, ଅନନ୍ୟା ଶ୍ରୀତମ ନନ୍ଦ 
3."ଲଭ୍‌ର ମାଆ"କୌଶିକ 
4."ଦେଇଦେଲେ ସରିଯିବକି"ହ୍ୟୁମାନ ସାଗର 

ଆଧାର ସମ୍ପାଦନା

  1. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  2. "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.{{cite news}}: CS1 maint: unrecognized language (link)
  3. "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍‌ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
  4. ୪.୦ ୪.୧ ୪.୨ ୪.୩ "ସନ୍‌ମିରାଙ୍କ ଚମକ". ସମାଜ (ରବିବାର). 12 August 2018. Archived from the original on 11 August 2018. Retrieved 11 August 2018.
  5. ୫.୦ ୫.୧ ୫.୨ "ଲୋକାଲ ଟୋକା". ସମାଜ ରବିବାର. 3 June 2018. Retrieved 9 June 2018.[permanent dead link]
  6. "ଲୋକାଲ୍ ଟୋକାଙ୍କ ପ୍ରେମିକା" (in Odia). ଓଡ଼ିଶା. 10 June 2018. p. 8. Archived from the original (PDF) on 19 October 2018. Retrieved 19 October 2018.{{cite news}}: CS1 maint: unrecognized language (link)
  7. ୭.୦ ୭.୧ ୭.୨ "Local Toka Love Chokha Odia Movie HD Video Song, Release Date, Poster of Babusan, Sunmeera". www.odia99.com. Retrieved 28 July 2018.
  8. ୮.୦ ୮.୧ ୮.୨ "Local Toka Love Chokha Odia Film Songs & Lyrics". odishain.com. 29 May 2018. Archived from the original on 22 July 2018. Retrieved 28 July 2018. {{cite news}}: |first1= missing |last1= (help)
  9. ୯.୦ ୯.୧ ୯.୨ "ରାଜସ୍ଥାନରେ ଲୋକାଲ ଟୋକା". ସମାଜ (ରବିବାର). 22 July 2018. Retrieved 28 July 2018.[permanent dead link]
  10. "ପୁଣିଥରେ ଓଲିଉଡରେ ଜାଦୁ ଦେଖାଇବା ପାଇଁ ଅଣ୍ଟା ଭିଡିଲେଣି ବାବୁସାନ୍ ମହାନ୍ତି ! "ଲୋକାଲ୍ ଟୋକା ଲଭ୍ ଚୋଖା"ରେ ଆସିବେ ନଜର । - Kanaknews | DailyHunt". DailyHunt (in ଇଂରାଜୀ). Retrieved 28 July 2018.
  11. "ଏମାନଙ୍କର ଏବର୍ଷ ଦୁଇଟି ଓଡ଼ିଆ ସିନେମା". Sambad. ଭୁବନେଶ୍ୱର. 31 December 2018. Archived from the original on 2 January 2019. Retrieved 4 January 2019.
  12. "ବାବୁସାନଙ୍କ ନୂଆ ଫିଲ୍ମ "ଲୋକାଲ୍ ଟୋକା ଲଭ୍ ଚୋଖା" | Kanak News". Kanak News. 2 June 2018. Retrieved 28 July 2018.
  13. "ଓଲିଉଡ ଫିଲ୍ମ 'ଲୋକାଲ ଟୋକା ଲଭ୍ ଚୋଖା'ର ଶୁଭମହୁରତ୍". ATR NEWS. 29 May 2018. Retrieved 28 July 2018.
  14. ସାହୁ, ଅସମାପିକା. "ଧରିତ୍ରୀ ଆଳାପ: ନୂଆ ନୂଆ ଷ୍ଟୋରିକୁ ନେଇ ଫିଲ୍ମ ହେଉ-ସନ୍‌ମିରା ନଗେଶ - Dharitri.Com". Dharitri.com (in Odia). ଓଡ଼ିଶା. Archived from the original on 26 August 2018. Retrieved 8 September 2018.{{cite news}}: CS1 maint: unrecognized language (link)
  15. "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.

ବାହାର ଆଧାର ସମ୍ପାଦନା