ଯତୀନ୍ଦ୍ର କୁମାର ନାୟକ

ଓଡ଼ିଆ ଅନୁବାଦକ

ଯତୀନ୍ଦ୍ର କୁମାର ନାୟକ(ଜନ୍ମ : ୧୮ ନଭେମ୍ବର ୧୯୫୬) ଜଣେ ଓଡ଼ିଆ ଅନୁବାଦକ, ସମ୍ପାଦକ ଏବଂ ଶିକ୍ଷାବିତ ଅଟନ୍ତି । ଓଡ଼ିଶାର ବହୁ ବିଶିଷ୍ଟ ସାହିତ୍ୟିକମାନଙ୍କର କୃତିକୁ ଯତୀନ୍ଦ୍ର ଇଂରାଜୀରେ ଅନୁବାଦ କରିଛନ୍ତି ।[୧]

ଯତୀନ୍ଦ୍ର କୁମାର ନାୟକ
Born (1956-11-18) ୧୮ ନଭେମ୍ବର ୧୯୫୬ (ବୟସ ୬୭)
ଗୋବିନ୍ଦପୁର, ପିପିଲି, ପୁରୀ
Educationପିଏଚଡ଼ି
Alma materରେଭେନ୍ସା ମହାବିଦ୍ୟାଳୟ, ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟର ମେର୍ଟନ କଲେଜ
Parent(s)କାଶୀନାଥ ନାୟକ, ଲବଙ୍ଗଲତା ନାୟକ

ଯତୀନ୍ଦ୍ର ୧୯୫୬ମସିହାରେ ପିପିଲି ନିକଟସ୍ଥ ଗୋବିନ୍ଦପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ କାଶୀନାଥ ନାୟକ ଓ ମାତାଙ୍କ ନାମ ଲବଙ୍ଗଲତା ଥିଲା । ପିତା କାଶୀନାଥ ନାୟକ ପିଲାମାନଙ୍କ ପାଇଁ ପାଠ୍ୟପୁସ୍ତକ ଲେଖୁଥିଲେ । ଯତୀନ୍ଦ୍ର ଉତ୍କଳ ବିଶ୍ୱବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକଭାବରେ କାର୍ଯ୍ୟ କରିଛନ୍ତି ।[୨] ଭୁବନେଶ୍ୱରରେ ଥିବା ସେଣ୍ଟର ଫର ଏସିଆନ ଷ୍ଟଡ଼ିଜଦ୍ୱାରା ପ୍ରକାଶ ପାଉଥିବା ଷାଣ୍ମାସିକ ପତ୍ରିକା ମାର୍ଗ ଏସିଆର ସେ ମୁଖ୍ୟ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟରତ ।[୩]

ଅନୁବାଦ ପୁସ୍ତକ ସମ୍ପାଦନା

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • କଥା ଅନୁବାଦ ସମ୍ମାନ(୧୯୯୭)
  • ହଚ-କ୍ରସୱାର୍ଡ଼ ଇଣ୍ଡିଆନ୍ ଫିକ୍ସନ୍ ଟ୍ରାନ୍ସଲେସନ୍ ଆୱାର୍ଡ(୨୦୦୪)
  • ଭୋଡାଫୋନ୍ କ୍ରସୱାର୍ଡ଼ ଟ୍ରାନ୍ସଲେସନ୍ ଆୱାର୍ଡ(୨୦୦୯)
  • ଉତ୍କଳ ସମ୍ମାନ(୨୦୦୬)
  • ପ୍ରତିବେଶୀ ସମ୍ମାନ(୨୦୦୫)[୧୦]
  • ଶ୍ରୀଧର ଦାସ ସମ୍ମାନ(୨୦୧୯)[୧୧]

ଆଧାର ସମ୍ପାଦନା

  1. Sara Rai; G. J. V. Prasad (1999). Imaging the Other. Katha. pp. 8–. ISBN 978-81-85586-92-2.
  2. "ଆର୍କାଇଭ୍ କପି". Archived from the original on 2018-02-07. Retrieved 2018-03-28. {{cite web}}: Cite has empty unknown parameter: |1= (help)
  3. "ସାକ୍ଷାତକାର : ଶେଷ ରବିବାର". No. ସମ୍ବାଦ ୨୫/୦୪/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୭. ଇଷ୍ଟର୍ଣ୍ଣ ମିଡିଆ. 25 April 2021. Archived from the original on 25 April 2021. Retrieved 25 April 2021.
  4. Chandrasekhar Rath; Jatindra Kumar Nayak (6 January 2009). Astride the Wheel: Yantrarudha. Oxford University Press. ISBN 978-0-19-806221-9.
  5. Fakir Mohan Senapati; Rabi Shankar Mishra (5 December 2005). Six Acres and a Third: The Classic Nineteenth-Century Novel about Colonial India. University of California Press. ISBN 978-0-520-22883-2.
  6. Fakir Mohan Senapati (2007). The Maternal Uncle. Rupantar. ISBN 978-81-904197-1-0.
  7. Indian Literature. Sahitya Akademi. 2003.
  8. Manoranjan Das; Aruṇa Kumāra Mahānti (1998). The Ninth of August: A Play. Sahitya Akademi. pp. 8–. ISBN 978-81-260-0484-3.
  9. Valerie Henitiuk; Supriya Kar (2010). One Step Towards the Sun: Short Stories by Women from Orissa. Rupantar. ISBN 978-81-906729-1-7.
  10. "ବ୍ୟକ୍ତିତ୍ୱ". ନିତିଦିନ ୨୪/୦୩/୨୦୧୮ପୃଷ୍ଠା ୯. Retrieved 27 March 2018.[permanent dead link]
  11. "ପ୍ରଫେସର ଯତୀନ୍ଦ୍ର ନାୟକ ପାଇଲେ 'ଶ୍ରୀଧର ଦାସ ସମ୍ମାନ". No. ସମ୍ବାଦ ୨୫/୦୪/୨୦୧୯ ପୃଷ୍ଠା ୭. ଇଷ୍ଟର୍ଣ୍ଣ ମିଡିଆ. Archived from the original on 25 April 2019. Retrieved 25 April 2019.