ରାଜକିଶୋର ଦାସ

ଓଡ଼ିଆ ରାଜନୀତିଜ୍ଞ
(ରାଜ କିଶୋର ଦାସରୁ ଲେଉଟି ଆସିଛି)

ରାଜକିଶୋର ଦାସ (ଜନ୍ମ: ୨୮ ଜୁନ ୧୯୬୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ରାଜକିଶୋର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ମୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।[]

ରାଜକିଶୋର ଦାସ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ୨୦୨୪
ପୂର୍ବ ଅଧିକାରୀପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ
ପର ଅଧିକାରୀକୃଷ୍ଣଚନ୍ଦ୍ର ମହାପାତ୍ର
ନିର୍ବାଚନ ମଣ୍ଡଳୀମୋରଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1961-06-28) ୨୮ ଜୁନ ୧୯୬୧ (ବୟସ ୬୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀପ୍ରୀତିନନ୍ଦା କାନୁନ୍‌ଗୋ
ବାପା/ବୋଉମନମୋହନ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ସମ୍ପାଦନା

ରାଜକିଶୋର ଦାସ ୧୯୬୧ ମସିହାର ଜୁନ ମାସ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମନମୋହନ ଦାସ ଏବଂ ପତ୍ନୀଙ୍କ ନାମ ପ୍ରୀତିନନ୍ଦା କାନୁନ୍‌ଗୋ ।[] ନବଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[] ତାଙ୍କ ପତ୍ନୀ ରାଜନୀତିରେ ସକ୍ରିୟ ଅଛନ୍ତି; ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ମୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ, ମାତ୍ର ପରାଜିତ ହୋଇଥିଲେ ।[]

ରାଜନୈତିକ ଜୀବନ

ସମ୍ପାଦନା

ରାଜକିଶୋର ଦାସ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[]

  1. ୧.୦ ୧.୧ ୧.୨ ୧.୩ "Shri Rajkishore Das". odishaassembly.nic.in. Odisha Assembly. Retrieved 28 October 2019.
  2. "General Election to Assembly Constituencies 2024: Morada (Odisha)". Election Commission of India. Retrieved 30 June 2024.