ମା (୧୯୫୯ର କଥାଚିତ୍ର)
୧୯୫୯ର ଓଡ଼ିଆ କଥାଚିତ୍ର
(ମା (୧୯୫୯ର ସିନେମା)ରୁ ଲେଉଟି ଆସିଛି)
ମା ୧୯୫୮ ମସିହାରେ ମୁକ୍ତିଲାଭ କରିଥିବା ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏକ ଓଡ଼ିଆ କଥାଚିତ୍ର । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର ।
ମା | |
---|---|
ନିର୍ଦ୍ଦେଶକ | ନିତାଇ ପାଲିତ |
ପ୍ରଯୋଜକ | ଗୌର ଘୋଷ, ପାର୍ବତୀ ଘୋଷ |
କଳାକାର | ଚନ୍ଦନା, ଗୌର ଘୋଷ, ଲକ୍ଷ୍ମୀପ୍ରିୟା ମହାପାତ୍ର, କେଳୁଚରଣ ମହାପାତ୍ର |
ସଙ୍ଗୀତ | ଭୁବନେଶ୍ୱର ମିଶ୍ର |
ମୁକ୍ତିଲାଭ ତାରିଖ | ୧୯୫୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଗୀତ ଗୁଡିକର ସାରଣୀ
ଗୀତ | ଗୀତିକାର | ଗାୟକ / ଗାୟିକା |
---|---|---|
୧) ଆରେ ନାଉରୀ ଭାଇ | ନରସିଂହ ମହାପାତ୍ର | ଅକ୍ଷୟ ମହାନ୍ତି ଓ ଇଲା ଚକ୍ରବର୍ତ୍ତୀ |
୨) ନୂଆ ନାଗର ହରବର କରନା | କାଳୀଚରଣ ପଟ୍ଟନାୟକ | ଅକ୍ଷୟ ମହାନ୍ତି ଓ ଇଲା ଚକ୍ରବର୍ତ୍ତୀ |
୩) ଯେତେ ଆଖି ଥିଲା ବାବୁ ଶୁଣ ଶୁଣ | ନରସିଂହ ମହାପାତ୍ର | ଅକ୍ଷୟ ମହାନ୍ତି |
୪) ଧୀରେ ଧୀରେ ଚଳେ ରାଈ | କାଳୀଚରଣ ପଟ୍ଟନାୟକ | ଅକ୍ଷୟ ମହାନ୍ତି |
୫) ଗୋରୀ ଗୋରୀ ଗୋରୀ | ଅକ୍ଷୟ ମହାନ୍ତି | ଅକ୍ଷୟ ମହାନ୍ତି |
୬) ମୁଁ ଯେ ଭାସେ ସପନେ | ଗୁରୁକୃଷ୍ଣ ଗୋସ୍ୱାମୀ | ଇଲା ଚକ୍ରବର୍ତ୍ତୀ |
୭) ବେଦନା ସାଗର ତୀରେ | ଗୁରୁକୃଷ୍ଣ ଗୋସ୍ୱାମୀ | ପ୍ରଣବ ପଟ୍ଟନାୟକ |
୮) ଝୁମ୍ ଝୁମ୍ ଝୁମ୍ ଝୁମ୍ ବାଜେରେ | ନରସିଂହ ମହାପାତ୍ର | ଇଲା ଚକ୍ରବର୍ତ୍ତୀ |
ଅଭିନୟରେ
ସମ୍ପାଦନାଓଡ଼ିଆକଥାଚିତ୍ର ‘ମା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର
ସମ୍ପାଦନା- ↑ ନଜର୍, ନିତିଦିନ: ସୁବର୍ଣ୍ଣ ସ୍ମୃତି (୧୨) Archived 2021-01-17 at the Wayback Machine., accessdate: May 19, 2016
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମା