ମା (୧୯୫୯ର କଥାଚିତ୍ର)
୧୯୫୯ର ଓଡ଼ିଆ କଥାଚିତ୍ର
(ମା (୧୯୫୯ର ସିନେମା)ରୁ ଲେଉଟି ଆସିଛି)
ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମା ୧୯୫୯ ମସିହାରେ ମୁକ୍ତିଲାଭ କରିଥିଲା ।
ମା | |
---|---|
ନିର୍ଦ୍ଦେଶକ | ନିତାଇ ପାଲିତ |
ପ୍ରଯୋଜକ | ଗୌର ଘୋଷ, ପାର୍ବତୀ ଘୋଷ |
କଳାକାର | ଚନ୍ଦନା, ଗୌର ଘୋଷ, ଲକ୍ଷ୍ମୀପ୍ରିୟା ମହାପାତ୍ର, କେଳୁଚରଣ ମହାପାତ୍ର |
ସଙ୍ଗୀତ | ଭୁବନେଶ୍ୱର ମିଶ୍ର |
ମୁକ୍ତିଲାଭ ତାରିଖ | ୧୯୫୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆକଥାଚିତ୍ର ‘ମା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାରସମ୍ପାଦନ କରନ୍ତୁ
- ↑ ନଜର୍, ନିତିଦିନ: ସୁବର୍ଣ୍ଣ ସ୍ମୃତି (୧୨), accessdate: May 19, 2016
ବାହାର ଆଧାରସମ୍ପାଦନ କରନ୍ତୁ
- ମା ଇଣ୍ଟରନେଟ ମୁଭି ଡାଟାବେସରେ