ମା ଗୋଜବାୟାଣୀ (ଓଡ଼ିଆ କଥାଚିତ୍ର)

୧୯୯୯ର ଓଡ଼ିଆ କଥାଚିତ୍ର

ମା ଗୋଜବାୟାଣୀ, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ସନକ ଦେବତା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲ[୧] ଏବଂ କାହାଣୀ ରଚନା କରିଥିଲେ । ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବସନ୍ତ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୨]

ମା ଗୋଜବାୟାଣୀ
ନିର୍ଦ୍ଦେଶକବସନ୍ତ ସାହୁ
ପ୍ରଯୋଜକସନକ ଦେବତା
ସଂଳାପଶୀର୍ଷାନନ୍ଦ ଦାସ କାନୁନ୍‌ଗୋ
ଚିତ୍ରନାଟ୍ୟବସନ୍ତ ସାହୁ
କାହାଣୀସନକ ଦେବତା
କଳାକାରଅନୁ ଚୌଧୁରୀ
କୁନା ତ୍ରିପାଠୀ
ନମ୍ରତା ଦାସ
ପ୍ରଦ୍ୟୁମ୍ନ ଲେଙ୍କା
ପିଣ୍ଟୁ ନନ୍ଦ
ବିନାୟକ ମିଶ୍ର
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣଶାମ୍ବା ଶିବା ରାଓ
ସମ୍ପାଦକଅଶୋକ ଶର୍ମା
ମୁକ୍ତିଲାଭ ତାରିଖ
୧୯୯୯
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମନୋଜ ପଣ୍ଡା ଓ ଅନୁ ଚୌଧୁରୀ ।[୩] କୁନା ତ୍ରିପାଠୀ, ନମ୍ରତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପିଣ୍ଟୁ ନନ୍ଦ, ବିନାୟକ ମିଶ୍ର, ନବ ଆଚାର୍ଯ୍ୟ, ରୀନା ବେହେରା, ସୁବ୍ରତ ଦାସ, ଜୀମୁତା, ଜୟନ୍ତି କର, ମନୋଜ ପଣ୍ଡା, ନିମାନନ୍ଦ ପାତ୍ର, ପ୍ରିୟମ୍ବଦା ରାୟ, ତୃପ୍ତି ସିହ୍ନା, ଶ୍ରୀକୃଷ୍ଣ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନେତ୍ରୀ ଅନୁ ଚୌଧୁରୀ ଓ କୁନା ତ୍ରିପାଠୀ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୪]

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ସୁରେଶ ପରିଡ଼ା ଆଦି ଗୀତିକାରମାନେ ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ । ଶ୍ରୀକାନ୍ତ ଦାସ, ତୃପ୍ତି ଦାସ, ଘନଶ୍ୟାମ ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ "ଏହି ଓଲିଉଡ଼୍‍ ନାୟିକାଙ୍କୁ ମିଳିଥିଲା ପ୍ରଥମ ସିନେମାରେ ବିବାହିତା ମହିଳା ଭୂମିକା | Sambad". Sambad. 27 December 2017. Archived from the original on 1 September 2018. Retrieved 1 September 2018.
  2. "ଓଲିଉଡ୍ ନାୟିକା , ବଲିଉଡ୍ ନାୟକ ! | Kanak News". Kanak News. 22 September 2017. Archived from the original on 1 September 2018. Retrieved 1 September 2018.
  3. "ଅନୁଙ୍କ ଭୂମିକା ଏହି ସିନେମାରେ ଗ୍ଲାମରସ୍‌ ଥିଲା ,କିନ୍ତୁ ରୋମାନସର ସୁଯୋଗ ନଥିଲା | Sambad". Sambad (in Odia). ଓଡ଼ିଶା. 14 September 2018. Archived from the original on 14 September 2018. Retrieved 14 September 2018.CS1 maint: unrecognized language (link)
  4. "ଏହି ଅଳ୍ପ ପରିଚିତ ନାୟକଙ୍କ ସହ ଆସୁଛନ୍ତି ଅନୁ ଚୌଧୁରୀ ! | Sambad". Sambad. 27 August 2018. Archived from the original on 31 August 2018. Retrieved 31 August 2018.
  5. "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 1 September 2018. Retrieved 1 September 2018.
  6. "ଅନୁଙ୍କ ଅଭିନୟ ଯାତ୍ରା" (PDF). ସମୟ (ତରଙ୍ଗ) (in Odia). Odisha. 28 May 2017. p. 14. Retrieved 14 January 2019.CS1 maint: unrecognized language (link)

ବାହାର ଆଧାରସମ୍ପାଦନ କରନ୍ତୁ