ମା ଗୋଜବାୟାଣୀ (ଓଡ଼ିଆ କଥାଚିତ୍ର)
ମା ଗୋଜବାୟାଣୀ, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ସନକ ଦେବତା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲ[୧] ଏବଂ କାହାଣୀ ରଚନା କରିଥିଲେ । ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବସନ୍ତ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୨]
ମା ଗୋଜବାୟାଣୀ | |
---|---|
ନିର୍ଦ୍ଦେଶକ | ବସନ୍ତ ସାହୁ |
ପ୍ରଯୋଜକ | ସନକ ଦେବତା |
ସଂଳାପ | ଶୀର୍ଷାନନ୍ଦ ଦାସ କାନୁନ୍ଗୋ |
ଚିତ୍ରନାଟ୍ୟ | ବସନ୍ତ ସାହୁ |
କାହାଣୀ | ସନକ ଦେବତା |
କଳାକାର | ଅନୁ ଚୌଧୁରୀ କୁନା ତ୍ରିପାଠୀ ନମ୍ରତା ଦାସ ପ୍ରଦ୍ୟୁମ୍ନ ଲେଙ୍କା ପିଣ୍ଟୁ ନନ୍ଦ ବିନାୟକ ମିଶ୍ର |
ସଙ୍ଗୀତ | ସ୍ୱରୂପ ନାୟକ |
ଚିତ୍ରଗ୍ରହଣ | ଶାମ୍ବା ଶିବା ରାଓ |
ସମ୍ପାଦକ | ଅଶୋକ ଶର୍ମା |
ମୁକ୍ତିଲାଭ ତାରିଖ | ୧୯୯୯ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମନୋଜ ପଣ୍ଡା ଓ ଅନୁ ଚୌଧୁରୀ ।[୩] କୁନା ତ୍ରିପାଠୀ, ନମ୍ରତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପିଣ୍ଟୁ ନନ୍ଦ, ବିନାୟକ ମିଶ୍ର, ନବ ଆଚାର୍ଯ୍ୟ, ରୀନା ବେହେରା, ସୁବ୍ରତ ଦାସ, ଜୀମୁତା, ଜୟନ୍ତି କର, ମନୋଜ ପଣ୍ଡା, ନିମାନନ୍ଦ ପାତ୍ର, ପ୍ରିୟମ୍ବଦା ରାୟ, ତୃପ୍ତି ସିହ୍ନା, ଶ୍ରୀକୃଷ୍ଣ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନେତ୍ରୀ ଅନୁ ଚୌଧୁରୀ ଓ କୁନା ତ୍ରିପାଠୀ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୪]
ଅଭିନୟ ସମ୍ପାଦନ କରନ୍ତୁ
- ଅନୁ ଚୌଧୁରୀ[୫][୬]
- କୁନା ତ୍ରିପାଠୀ[୧]
- ନମ୍ରତା ଦାସ
- ପ୍ରଦ୍ୟୁମ୍ନ ଲେଙ୍କା
- ପିଣ୍ଟୁ ନନ୍ଦ
- ବିନାୟକ ମିଶ୍ର
- ନବ ଆଚାର୍ଯ୍ୟ
- ରୀନା ବେହେରା
- ସୁବ୍ରତ ଦାସ
- ଜୀମୁତା
- ଜୟନ୍ତି କର
- ମନୋଜ ପଣ୍ଡା[୧][୭][୮]
- ନିମାନନ୍ଦ ପାତ୍ର
- ପ୍ରିୟମ୍ବଦା ରାୟ
- ତୃପ୍ତି ସିହ୍ନା
- ଶ୍ରୀକୃଷ୍ଣ ସାମଲ
କାହାଣୀ ସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତ ସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ ।[୯] ଶୀର୍ଷାନନ୍ଦ ଦାସ କାନୁନ୍ଗୋ, ସୁରେଶ ପରିଡ଼ା ଆଦି ଗୀତିକାରମାନେ ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ । ଶ୍ରୀକାନ୍ତ ଦାସ, ତୃପ୍ତି ଦାସ, ଘନଶ୍ୟାମ ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ ସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|
ଆଧାର ସମ୍ପାଦନ କରନ୍ତୁ
- ↑ ୧.୦ ୧.୧ ୧.୨ ୧.୩ "ଏହି ଓଲିଉଡ଼୍ ନାୟିକାଙ୍କୁ ମିଳିଥିଲା ପ୍ରଥମ ସିନେମାରେ ବିବାହିତା ମହିଳା ଭୂମିକା | Sambad". Sambad. 27 December 2017. Archived from the original on 1 September 2018. Retrieved 1 September 2018.
- ↑ "ଓଲିଉଡ୍ ନାୟିକା , ବଲିଉଡ୍ ନାୟକ ! | Kanak News". Kanak News. 22 September 2017. Archived from the original on 1 September 2018. Retrieved 1 September 2018.
- ↑ "ଅନୁଙ୍କ ଭୂମିକା ଏହି ସିନେମାରେ ଗ୍ଲାମରସ୍ ଥିଲା ,କିନ୍ତୁ ରୋମାନସର ସୁଯୋଗ ନଥିଲା | Sambad". Sambad (in Odia). ଓଡ଼ିଶା. 14 September 2018. Archived from the original on 14 September 2018. Retrieved 14 September 2018.
{{cite news}}
: CS1 maint: unrecognized language (link) - ↑ "ଏହି ଅଳ୍ପ ପରିଚିତ ନାୟକଙ୍କ ସହ ଆସୁଛନ୍ତି ଅନୁ ଚୌଧୁରୀ ! | Sambad". Sambad. 27 August 2018. Archived from the original on 31 August 2018. Retrieved 31 August 2018.
- ↑ "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 1 September 2018. Retrieved 1 September 2018.
- ↑ "ଅନୁଙ୍କ ଅଭିନୟ ଯାତ୍ରା" (PDF). ସମୟ (ତରଙ୍ଗ) (in Odia). Odisha. 28 May 2017. p. 14. Retrieved 14 January 2019.
{{cite news}}
: CS1 maint: unrecognized language (link) - ↑ "ଏଯାଏ ଓଲିଉଡର ଏହି ଲୋକପ୍ରିୟ ନାୟିକାଙ୍କ ସାଥ୍ ପାଇନାହାନ୍ତି ସବ୍ୟସାଚୀ". Sambad. ଭୁବନେଶ୍ୱର. 6 October 2022. Archived from the original on 12 October 2022. Retrieved 12 October 2022.
- ↑ "ପାରିବାରିକ ଓଡ଼ିଆ ଛବି 'ମୁଖାଗ୍ନି'". ନିର୍ଭୟ. 3 September 2022. Archived from the original on 21 August 2023. Retrieved 21 August 2023.
- ↑ "ତାପସଙ୍କ ଫିଲ୍ମରେ ଅନୁ". ନିର୍ଭୟ. 3 September 2022. Archived from the original on 21 August 2023. Retrieved 21 August 2023.
ବାହାର ଆଧାର ସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ମା ଗୋଜବାୟାଣୀ