୧୭ ମାର୍ଚ୍ଚ
ତାରିଖ
(ମାର୍ଚ୍ଚ ୧୭ରୁ ଲେଉଟି ଆସିଛି)
<< | ମାର୍ଚ୍ଚ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ||
୬ | ୭ | ୮ | ୯ | ୧୦ | ୧୧ | ୧୨ |
୧୩ | ୧୪ | ୧୫ | ୧୬ | ୧୭ | ୧୮ | ୧୯ |
୨୦ | ୨୧ | ୨୨ | ୨୩ | ୨୪ | ୨୫ | ୨୬ |
୨୭ | ୨୮ | ୨୯ | ୩୦ | ୩୧ | ||
୨୦୨୨ |
March 17 in recent years |
୨୦୨୨ (ଗୁରୁବାର) |
୨୦୨୧ (ବୁଧବାର) |
୨୦୨୦ (ମଙ୍ଗଳବାର) |
୨୦୧୯ (ରବିବାର) |
୨୦୧୮ (ଶନିବାର) |
୨୦୧୭ (ଶୁକ୍ରବାର) |
୨୦୧୬ (ଗୁରୁବାର) |
୨୦୧୫ (ମଙ୍ଗଳବାର) |
୨୦୧୪ (ସୋମବାର) |
୨୦୧୩ (ରବିବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୭ ମାର୍ଚ୍ଚ ବର୍ଷର ୭୬ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୭୭ତମ) । ବର୍ଷ ଶେଷ ହେବା ପାଇଁ ଆଉ ୨୮୯ ଦିନ ବାକି ଅଛି ।
ଜନ୍ମସମ୍ପାଦନ କରନ୍ତୁ
- ୧୯୨୦ – ଶେଖ ମୁଜିବୁର ରହମାନ, ବଙ୍ଗଳାଦେଶର ଭୂତପୂର୍ବ ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀ । (ମୃତ୍ୟୁ:୧୫ ଅଗଷ୍ଟ ୧୯୭୫)
- ୧୯୨୫ – ପଙ୍କଜ ଚରଣ ଦାସ, ପଦ୍ମଶ୍ରୀ ସମ୍ମାନିତ ଓଡ଼ିଶୀ ନୃତ୍ୟଗୁରୁ । (ମୃତ୍ୟୁ: ୧୧ ଜୁନ ୨୦୦୩)
- ୧୯୬୨ – କଳ୍ପନା ଚାୱଲା, ଭାରତରେ ଜନ୍ମିତ ପ୍ରଥମ ମହିଳା ମହାକାଶଚାରୀ । (ମୃତ୍ୟୁ: ୧ ଫେବୃଆରୀ ୨୦୦୩)
- ୧୯୭୫ – ପୁନିତ ରାଜକୁମାର, ଭାରତୀୟ ଅଭିନେତା ।
- ୧୯୯୦ – ସାଇନା ନେହୱାଲ, ପଦ୍ମଭୂଷଣ ସମ୍ମାନିତ ବ୍ୟାଡମିଣ୍ଟନ ଖେଳାଳି ।
ମୃତ୍ୟୁସମ୍ପାଦନ କରନ୍ତୁ
ଘଟଣାବଳୀସମ୍ପାଦନ କରନ୍ତୁ
ପର୍ବପର୍ବାଣିସମ୍ପାଦନ କରନ୍ତୁ
ଅଧିକ ତଥ୍ୟସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ ୧୭ ମାର୍ଚ୍ଚ ବାବଦରେ ମାଧ୍ୟମ ରହିଛି । |