୧ ମାର୍ଚ୍ଚ
ତାରିଖ
(ମାର୍ଚ୍ଚ ୧ରୁ ଲେଉଟି ଆସିଛି)
<< | ମାର୍ଚ୍ଚ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ||
୬ | ୭ | ୮ | ୯ | ୧୦ | ୧୧ | ୧୨ |
୧୩ | ୧୪ | ୧୫ | ୧୬ | ୧୭ | ୧୮ | ୧୯ |
୨୦ | ୨୧ | ୨୨ | ୨୩ | ୨୪ | ୨୫ | ୨୬ |
୨୭ | ୨୮ | ୨୯ | ୩୦ | ୩୧ | ||
୨୦୨୨ |
March 1 in recent years |
୨୦୨୨ (ମଙ୍ଗଳବାର) |
୨୦୨୧ (ସୋମବାର) |
୨୦୨୦ (ରବିବାର) |
୨୦୧୯ (ଶୁକ୍ରବାର) |
୨୦୧୮ (ଗୁରୁବାର) |
୨୦୧୭ (ବୁଧବାର) |
୨୦୧୬ (ମଙ୍ଗଳବାର) |
୨୦୧୫ (ରବିବାର) |
୨୦୧୪ (ଶନିବାର) |
୨୦୧୩ (ଶୁକ୍ରବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧ ମାର୍ଚ୍ଚ ବର୍ଷର ୬୦ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୬୧ତମ) । ବର୍ଷ ଶେଷ ହେବା ପାଇଁ ଆଉ ୩୦୫ ଦିନ ବାକି ଅଛି ।
ଘଟଣାବଳୀସମ୍ପାଦନ କରନ୍ତୁ
ଜନ୍ମସମ୍ପାଦନ କରନ୍ତୁ
- ୧୮୯୩ – ଶ୍ୟାମାଚନ୍ଦ୍ର ତ୍ରିପାଠୀ, ରେଭେନ୍ସା ମହାବିଦ୍ୟାଳୟର ପ୍ରଥମ ଓଡ଼ିଆ ତଥା ଭାରତୀୟ ଅଧ୍ୟକ୍ଷ, ଶିକ୍ଷାବିତ ଓ ପ୍ରଶାସକ (ମୃତ୍ୟୁ: ୧୮ ଅଗଷ୍ଟ ୧୯୫୧)
- ୧୯୨୪ – କିଶୋରୀ ଚରଣ ଦାସ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଲେଖକ (ମୃତ୍ୟୁ: ୧୭ ଅଗଷ୍ଟ ୨୦୦୪)
- ୧୯୪୩ – ଶିବ ପାଣିଗ୍ରାହୀ, ଓଡ଼ିଆ ଚିତ୍ରଶିଳ୍ପୀ
- ୧୯୫୬ – ମନୋଜ ପଟ୍ଟନାୟକ, ଅଭିନେତା
- ୧୯୮୩ – ମେରି କମ, ମୁଷ୍ଟି ଯୋଦ୍ଧା
ମୃତ୍ୟୁସମ୍ପାଦନ କରନ୍ତୁ
- ୧୯୯୭ – ରାଜକିଶୋର ପଟ୍ଟନାୟକ, ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାରପ୍ରାପ୍ତ ସାହିତ୍ୟିକ (ଜନ୍ମ: ୦୮ ଅପ୍ରେଲ ୧୯୧୭)
- ୧୯୯୮ – ଜୀବନାନନ୍ଦ ପାଣି, ଓଡ଼ିଆ କଥାଚିତ୍ର ଗୀତିକାର (ଜନ୍ମ: ୧୯୩୩)
ପର୍ବପର୍ବାଣିସମ୍ପାଦନ କରନ୍ତୁ
ଅଧିକ ତଥ୍ୟସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ ୧ ମାର୍ଚ୍ଚ ବାବଦରେ ମାଧ୍ୟମ ରହିଛି । |