ଉଇକିପିଡ଼ିଆ ନିୟମ ବାବଦରେ

ସମ୍ପାଦନା

ସଂଗ୍ରାମ ଭାଇ, ଆପଣଙ୍କ ଉଇକିପିଡ଼ିଆରେ ଲେଖିବାର ଆଗ୍ରହ ଦେଖି ଖୁସିଲାଗୁଛି । ତେବେ କେତୋଟି ଜାଗାରେ ଅଜାଣତରେ ଆପଣ କରିଥିବା କିଛି ବଦଳ ବାବଦରେ ସୂଚାଇଦେବାକୁ ଚାହୁଁଛି:

  1. ନିଜର ବ୍ୟବ ହାରକାରୀ ନାମ (ଇଉଜର ନେମ): ଆପଣ ପ୍ରଥମେ ବ୍ୟବହାରକାରୀ:Ssgapu ତିଆରି କରିଥିବାରୁ ସେଇଟି ଏକ ବୈଧ ନାମ । ହେଲେ ଯଦି ଆପଣଙ୍କୁ ସେ ନାମଟି ପସନ୍ଦ ଲାଗୁନାହିଁ ତାହେଲେ ବ୍ୟବହାରକାରୀ:ଗପୁ ନାମରେ ନୂଆ ଆକାଉଣ୍ଟ/ଖାତାଟିଏ ଆଉଥରେ ତିଆରି କରନ୍ତୁ ଓ ଆଗକୁ ସେଥିରୁ ଲଗ ଇନ କରି ବ୍ୟବହାରକାରୀଙ୍କ ଆଲୋଚନା:Ssgapuରୁ ବ୍ୟବହାରକାରୀଙ୍କ ଆଲୋଚନା:ଗପୁକୁ ଲେଉଟାଇ ଦିଅନ୍ତୁ ।
  2. ଶ୍ରେଣୀ: ହିନ୍ଦୁ ବ୍ରାହ୍ମଣ‎ରେ ହିନ୍ଦୁ ବ୍ରାହ୍ମଣ ବାବଦରେ କିଛି ଲେଖିବାର ଆବଶ୍ୟକ ନାହିଁ । ପୁଣି "ହିନ୍ଦୁ ବ୍ରାହ୍ମଣ" ନ ହୋଇ ଶ୍ରେଣୀର ନାମ "ଶ୍ରେଣୀ:ବ୍ରାହ୍ମଣ" ହେବ । ଯଦି ଏ ବିଷୟରେ ଲେଖିବାକୁ ଇଚ୍ଛୁକ ତେବେ ଇଂରାଜୀରେ ଥିବା Brahmin ପ୍ରସଙ୍ଗର ଆଂଶିକ/ସମ୍ପୂର୍ଣ୍ଣ ଅନୁବାଦ କରିପାରିବେ । ଓଡ଼ିଶାର ବ୍ରାହ୍ମଣମାନଙ୍କ ବାବଦରେ "ଉତ୍କଳ ବ୍ରାହ୍ମଣ" ପ୍ରସଙ୍ଗରେ ମଧ୍ୟ ଲେଖିପାରିବେ । ତେବେ ଲେଖାରେ ଆଗରୁ ଖବରକାଗଜ/ପତ୍ରପତ୍ରିକା/ଜଣାଶୁଣା ବହି/ଜଣାଶୁଣା ୱେବସାଇଟ (ବ୍ୟକ୍ତିଗତ ବ୍ଲଗ ନୁହେଁ) ଆଦିର ଆଧାରରେ ଲେଖିପାରିବେ । ଏ ବାବଦରେ ଅଧିକ "ଚାଟସଭା"ରେ ପଢ଼ି ଜାଣିପାରିବେ । ଅଧିକ କିଛି ଜାଣିବାକୁ ଚାହୁଁଥିଲେ ମୋତେ ଏ ଲେଖାର ତଳେ ପଚାରିପାରିବେ । --ସୁଭାସିସ ପାଣିଗାହି ଆଳାପ ୦୬:୫୨, ୨୯ ଜାନୁଆରୀ ୨୦୧୫ (UTC)
 

ନବକଳେବର ଏଇ ମାତ୍ର ସରିଛି ଆଉ ସବୁରି ମନରୁ ସେ ଅଗୁରୁ-ଚୁଆର ମହକ ଏ ଯାଏ ଅଛି । ଆମେ ସେ ମହକକୁ ଆଉ ସଭିଙ୍କ ପାଖେ ପହଞ୍ଚାଇବା ପାଇଁ ଏକ ମାସକାଳୀନ ଗଣସମ୍ପାଦନା ଆରମ୍ଭ କରିଛୁ । ଆପଣ ଏଥିରେ ଭାଗ ନେଇପାରିବେ, ଜଗନ୍ନାଥ ଚଳଣି ସମ୍ବନ୍ଧରେ ଅନେକ ପ୍ରସଙ୍ଗରେ ଭାଗ ନେଇ ଲେଖିପାରିବେ ଓ ସମ୍ପାଦନା କରିପାରିବେ ।
ଭାଗ ନିଅନ୍ତୁ! ପ୍ରସଙ୍ଗ ତାଲିକା କିପରି ଲେଖିବେ ଶିଖିବାକୁ ଚାହାନ୍ତି?

--ସୁଭାସିସ ପାଣିଗାହି (ଆଳାପ) ୧୮:୧୮, ୧୭ ଅଗଷ୍ଟ ୨୦୧୫ (UTC)

Request for comments

ସମ୍ପାଦନା

Please have a look at this message and share your opinion ଉଇକିପିଡ଼ିଆ:ଆଲୋଚନା_ସଭା#Policy_portal_improvement_project. --Titodutta (ମୋ ଆଲୋଚନା) ୦୨:୦୪, ୯ ମଇ ୨୦୧୬ (IST)Reply

ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ

ସମ୍ପାଦନା
 
ରଥଯାତ୍ରା ଗଣସମ୍ପାଦନା ୨୦୧୬

ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"।

ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk

Address Collection

ସମ୍ପାଦନା

Congratulations! You have more than 4 accepted articles in Wikipedia Asian Month! Please submit your mailing address (not the email) via this google form. This form is only accessed by me and your username will not distribute to the local community to send postcards. All personal data will be destroyed immediately after postcards are sent. Please contact your local organizers if you have any question. Best, Addis Wang, sent by MediaWiki message delivery (ମୋ ଆଲୋଚନା) ୧୩:୨୮, ୩ ଡିସେମ୍ବର ୨୦୧୬ (IST)Reply

Share your experience and feedback as a Wikimedian in this global survey

ସମ୍ପାଦନା
  1. This survey is primarily meant to get feedback on the Wikimedia Foundation's current work, not long-term strategy.
  2. Legal stuff: No purchase necessary. Must be the age of majority to participate. Sponsored by the Wikimedia Foundation located at 149 New Montgomery, San Francisco, CA, USA, 94105. Ends January 31, 2017. Void where prohibited. Click here for contest rules.
Return to the user page of "Ssgapu22/ଅଭିଲେଖ ୧".