କିଛି କୁକିଜ ସହିତ ଆପଣଙ୍କୁ ସ୍ଵାଗତ କରୁଛୁ!

ପାଛୋଟା!
ଓଳିଗି, ସୁରଥ କୁମାର ପାଢ଼ୀ ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେର ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିନ୍ହ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି!

--Srikant Kedia ୧୪:୫୦, ୧୦ ଫେବୁଆରି ୨୦୧୨ (UTC)

ଓଡ଼ିଆ ଉଇକିପିଡ଼ିଆରେ ଲିଖନ ବାବଦରେ ସମ୍ପାଦନା

ଆଦରର ସୁରଥ କୁମାର ପାଢ଼ୀ,

ଆପଣଙ୍କ ଅବଦାନ ପାଇଁ ଅଶେଷ ସାଧୁବାଦ । ତେବେ ଆପଣଙ୍କ ଲିଖିତ ପ୍ରସଙ୍ଗ ଅଭିରାମ ପରମହଂସଗୁରୁର ଲେଖା ଉଚ୍ଚକୋଟୀର ହେଲେ ମଧ୍ୟ ତାହା ଜ୍ଞାନକୋଷ ଲିଖନ ଶୈଳୀ ଅନୁସାରେ ହୋଇନଥିବାରୁ ସେଥିରେ କିଛି ଅଂଶ ବଦଳାଇଦିଆଯାଇଛି । ତେବେ ଆପଣ ଆପଣଙ୍କ ଲିଖିତ ପ୍ରସଙ୍ଗସବୁର ପରିବର୍ତ୍ତନକୁ ଆଉଥରେ ପଢ଼ିଲେ ଜାଣିପାରିବେ ତାହାର କେଉଁ କେଉଁ ଭାଗକୁ କିପରି ବଦଳାଯାଇଛି । ଯେହେତୁ ଉଇକିପିଡ଼ିଆ ଏକ ଜ୍ଞାନକୋଷ ଏଥିରେ ବିଶେଷଣ ରହିତ କେବଳ ତଥ୍ୟମୂଳକ ଲେଖା ରହିବା ବିଧେୟ; ଯଥା

"ସେ ଜଣେ ମହାନ ସାଧୁ ଥିଲେ ଓ ଅନେକ ଲୋକଙ୍କୁ ଅନୁପ୍ରାଣିତ କରିଥିଲେ"

ବଦଳରେ ସେ ୧୫୨୦ ମସିହାରେ ଜନ୍ମ ହୋଇ ୧୬୦୨ ରେ ଦେହତ୍ୟାଗ କରିଥିଲେ, ସେ ଜଣେ ହିନ୍ଦୁ ଧର୍ମଗୁରୁ ଥିଲେ.. ଲେଖିପାରିବେ । ଏହାକୁ ପଢ଼ିଲେ ଆପଣ ଜାଣିପାରିବେ ଯେ ଉଇକିପିଡ଼ିଆରେ ଲେଖାମାନ ବିଶେଷଣ-ରହିତ ଓ କେବଳ ତଥ୍ୟମୂଳକ ହେବା ଉଚିତ, ତାହାଛଡା ଆପଣ ଲେଖୁଥିବା ଲେଖାର ବିଷୟବସ୍ତୁ ଏକ ପ୍ରାଥମିକ ଆଧାରର ଆଧାରରେ ଲେଖାହେବା ଉଚିତ । ବିନା ଆଧାରରେ ଲେଖା ପ୍ରସଙ୍ଗ ହୁଏତ ଲିଭାଇଦିଆଯାଇପାରେ ।

ଏଥିସହିତ ଦୟାକରି ଉଇକିପିଡ଼ିଆର ଲିଖନ ଶୈଳୀ ଥରେ ପଢ଼ିନିଅନ୍ତୁ ଯାହା ଆପଣଙ୍କୁ ଆଗକୁ ଅଧିକ ଲେଖିବାରେ ସାହାଯ୍ୟ କରିବ । ପୁଣିଥରେ ସାଧୁବାଦ! --ସୁଭାସିସପାଣିଗାହିମୋତେ କହିବେ କିଛି? ୦୮:୦୫, ୧୪ ଫେବୁଆରି ୨୦୧୨ (UTC)

ଆପଣଙ୍କ ଉନ୍ନତ ପ୍ରସଙ୍ଗଲିଖନ ନିମନ୍ତେ କିଛି ସୁଆଦିଆ ରସଗୋଲା ସମ୍ପାଦନା

  ନବୀନ ଉଇକି ମଉଡ଼ମଣି
ଆପଣଙ୍କ ଅଳ୍ପ କିଛି ଦିନ ଭିତରେ ଯେଉଁ କେତୋଟି ଉନ୍ନତ ପ୍ରସଙ୍ଗ ଓଡ଼ିଆ ଉଇକିପିଡ଼ିଆରେ ଯୋଗ କରିଛନ୍ତି ସେଥି ନିମନ୍ତେ ମୁଁ ଆପଣଙ୍କୁ ବଧାଇ ଜଣାଇବା ସହିତ ଆଗକୁ ଆହୁରି ଅଧିକ ପ୍ରସଙ୍ଗ ଲିଖନ ପାଇଁ ଅନୁରୋଧ କରୁଛି । ଆପଣ ଆପଣ ଖୋଜିବା ଘରେ (Search box)ରେ ଅନେକ ଏକା ପ୍ରକାରର ପ୍ରସଙ୍ଗ ଯଥା " ଶ୍ରେଣୀ:ଉଦ୍ଭିଦ ବିଜ୍ଞାନ " (ଉଦ୍ଧୃତି ଚିହ୍ନ ଉଠାଇ) ଲେଖି ଖୋଜନ୍ତି ତେବେ ସେହି "ଶ୍ରେଣୀ" ଭିତରେ ବାକି ପ୍ରସଙ୍ଗମାନ ଆପଣ ଦେଖିପାରିବେ, ଯଦି ଆପଣ ଏକ ଉପକାରୀ ଗଛଲତା ବାବଦରେ ନୂଆ ପ୍ରସଙ୍ଗ ଆରମ୍ଭ କରୁଛନ୍ତି ସେଥିରେ ମଧ୍ୟ ଲେଖି ତାହାକୁ ଏହି ଶ୍ରେଣୀ ଭିତରେ ରଖିପାରିବେ ଯାହା ଆପଣଙ୍କୁ ତଥା ଅନ୍ୟମାନଙ୍କୁ ପ୍ରସଙ୍ଗ ସବୁ ଲେଖିବା ତଥା ଖୋଜିବାରେ ସାହାଯ୍ୟ କରିବ ।

ପୁନସାଧୁବାଦର ସହ ସୁଭାସିସପାଣିଗାହିମୋତେ କହିବେ କିଛି? ୧୦:୫୪, ୨୧ ଫେବୁଆରି ୨୦୧୨ (UTC)

ଅଦୃଶ୍ୟ ସଙ୍କେତ ସମ୍ପାଦନା

ଏହି <!-- -->ସଙ୍କେତ ମଧ୍ୟରେ ଯାହା ଲେଖା ଥିବ ତାହା ପ୍ରସଙ୍ଗଟି ପଢ଼ିବାବେଳେ ଦେଖାଯିବ ନାହିଁ, କେବଳ ସମ୍ପାଦନା ସମୟରେ ଦେଖାଯିବ । କାଠଚମ୍ପା ପ୍ରସଙ୍ଗଟିରେ ଅନ୍ୟଭାଷା ଗୁଡ଼ିକ ଅଦୃଶ୍ୟ ସଙ୍କେତ ମଧ୍ୟରେ ଥିବାରୁ ଦେଖାଯାଉନଥିଲା । Help:Hidden text ପୃଷ୍ଠାରୁ ଏହା ବାବଦରେ ଅଧିକ ଜାଣିପାରିବେ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୭:୨୮, ୧୧ ଏପ୍ରିଲ ୨୦୧୨ (UTC)

 
ଆପଣଙ୍କ ପାଇଁ ନୂଆ ସନ୍ଦେଶ
ନମସ୍କାର, ସୁରଥ କୁମାର ପାଢ଼ୀ! ଆପଣଙ୍କ ପାଇଁ ଉତ୍ତର, ଏଠାରେ ଚାଟସଭା

-- ଅηsuмaη Talk ୦୭:୨୪, ୧୯ ଏପ୍ରିଲ ୨୦୧୨ (UTC)

Hello, I have enabled rollback on your account. Use only to revert clear cases of vandalism and your own edit. For more read Wikipedia:Rollback and Wikipedia:New admin school/Rollback. Let me know if you want me to remove the right. :-) -- ଅଂଶୁମାନ ତାର ଯୋଡ଼ିବେ? ୦୯:୪୩, ୧୧ ଜୁନ ୨୦୧୨ (UTC)

ଶବ୍ଦ ପରିବର୍ତ୍ତନ ବିଷୟରେ ସମ୍ପାଦନା

ଆପଣ ଆଲୋଚନାରେ ଭାଗ ନେଇଥିବାରୁ ବହୁତ ଧନ୍ୟବାଦ । ମାସେରୁ ଅଧିକ ସମୟ ବିତିଗଲାଣି; ତ ଅନ୍ତିମ ପରିଣାମ ରଖିଲି । -- ଅଂଶୁମାନ ତାର ଯୋଡ଼ିବେ? ୧୭:୧୦, ୧୧ ଜୁଲାଇ ୨୦୧୨ (UTC)

ଛବି ଅପଲୋଡ଼ ସମ୍ପାଦନା

ଭାଇ ମୁଁ ଭାବୁଛି ଏହି ଫାଇଲ:ସାରୁପତ୍ର.JPG ଛବିଟି ଆପଣ ନିଜେ ଉଠାଇଛନ୍ତି । ଯଦି ହଁ ତାହେଲେ ଏହାର ସଠିକ ଜାଗା commons । ଆପଣ ନିଜେ ଉଠାଇଥିବା ଛବି ଯାହା "Public Domain", "cc-by-sa" ବା "Free Work" ସତ୍ତ୍ଵ ଭାବେ ଅପଲୋଡ଼ କରୁଛନ୍ତି ତାହାକୁ commonsରେ ଅପଲୋଡ଼ କରନ୍ତୁ । commons ହେଉଛି ସାର୍ବଜନିକ; ସମସ୍ତ ଉଇକିମିଡ଼ିଆ ସାଇଟକୁ ଫାଇଲ ଲିଙ୍କ କରିହେବ, ନ ହେଲେ ପୁଣି ଏଠୁ commonsକୁ ସ୍ଥାନାନ୍ତରଣ କରିବାକୁ ହେବ । ତା ପାଇଁ ପୁଣି କାହାକୁ ସମୟ ଦେବାକୁ ପଡ଼ିବ । ସେଠି କଲେ ଗୋଟିଏ ଫାଇଲକୁ ଅଧିକ ସାଇଟରେ; ଅନ୍ୟ ଭାଷାରେ ଥିବା ଉଇକି ସାଇଟରେ ବ୍ୟବହାର କରିହେବ, କିନ୍ତୁ ଏଠି କଲେ ଅନ୍ୟାନ୍ୟ ଇଉକି ସାଇଟରେ ବ୍ୟବହାର କରି ହେବନି । ଏଠି ଆପଣ "Fair-Use image"; ଯେମିତିକି ସିନେମା ପୋଷ୍ଟର, କମ୍ପାନି ଲୋଗୋ ଇତ୍ୟାଦି କରି ପାରିବେ, ଯାହାକି commonsରେ ଅପଲୋଡ଼ କରି ହେବନି । କିଛି ପ୍ରଶ୍ନ ଥିଲେ ମୋତେ ପଚାରି ପାରିବେ । ଧନ୍ୟବାଦ -- ଅଂଶୁମାନ ତାର ଯୋଡ଼ିବେ? ୨୦:୩୮, ୧୫ ଜୁଲାଇ ୨୦୧୨ (UTC)

A barnstar for you! ସମ୍ପାଦନା

  The Original Barnstar
ଭାଇ ଆପଣଙ୍କ ସୁନ୍ଦର ଲେଖାଗୂଡିକ ପାଇଁ ବହୁତ ଅଭିନନ୍ଦନ। ବହୁତ ବହୁତ ଶୁଭେଛା । ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୧୭, ୧୧ ଅଗଷ୍ଟ ୨୦୧୨ (UTC)

G'day Surat Kumar Padi, I noticed you created the ଭାରତୀୟ ବାୟୁସେନା (Indian Air Force) article, nice work. If you refer to my userpage at ବ୍ୟବହାରକାରୀ:Russavia#Aviation_photos, you will see that I am uploading Indian aviation photos to Commons to try and encourage article development/creation here on Oriya Wikipedia. If you wish to add some photos from my userpage to that article, it would be great, but I will leave that up to your discretion. Cheers, Russavia (ମୋ ଆଲୋଚନା) ୦୮:୩୮, ୧୯ ଜାନୁଆରୀ ୨୦୧୩ (UTC)

ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ନିମନ୍ତେ ନିମନ୍ତ୍ରଣ ସମ୍ପାଦନା


ଓଡ଼ିଆ ଉଇକିପିଡ଼ିଆ ଦଶମ ଜନ୍ମତିଥି ପାଳନ

 
ଆଦରର ସୁରଥ କୁମାର ପାଢ଼ୀ,

ଆଗାମୀ ଜାନୁଆରୀ ୨୮ ଓ ୨୯ ତାରିଖରେ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମ ବାର୍ଷିକୀ ପାଳନ କରୁଛି । ୧୦ ବର୍ଷ ତଳେ ଜାନୁଆରୀ ୨୯ ରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ହେଇଥିଲା । ଏ ବର୍ଷ ଜାନୁଆରୀ ୨୮ ତାରିଖରେ ଭୁବନେଶ୍ଵରର KISS ଓ ୨୯ ତାରିଖରେ ଢେଙ୍କାନାଳ IIMC ଠାରେ ଜନ୍ମବାର୍ଷିକୀ ପାଳନ କରିବାର ଯୋଜନା କରାଯାଇଛି । ଆପଣଙ୍କ ପାଇଁ ନିମନ୍ତ୍ରଣ ରହିଲା । ଏଠାରେ ନିଜ ନାମ ଲେଖିବା ପାଇଁ ଅନୁରୋଧ । ଆପଣ ଯଦି ଦୂର ସ୍ଥାନରୁ ଆସୁଛନ୍ତି, ତା ହେଲେ ଆଗୁଆ ଜଣାଇଲେ ଆମେ ଆପଣଙ୍କ ରହିବା ବ୍ୟବସ୍ଥା କରିପାରିବୁ । ୨୮-୨୯ ଜାନୁଆରୀ ଆପଣଙ୍କୁ ଭେଟିବା ଅପେକ୍ଷାରେ । ଧନ୍ୟବାଦ ସହ ।

--ଆଦିତ୍ୟ ମହାର (ମୋ ଆଲୋଚନା) ୧୫:୩୩, ୨୫ ଜାନୁଆରୀ ୨୦୧୪ (UTC)
          
 

An initiative to bring the voices of Indian Wikimedians to the world
Hi ସୁରଥ କୁମାର ପାଢ଼ୀ,

I am writing as Community Communications Consultant at CIS-A2K. I would like to interview you. It will be a great pleasure to interview you and to capture your experiences of being a wikipedian. You can reach me at rahim@cis-india.org or call me on +91-7795949838 if you would like to coordinate this offline. We would very much like to showcase your work to the rest of the world. Some of the previous interviews can be seen here.

Thank you! --Rahmanuddin Shaik (ମୋ ଆଲୋଚନା) ୦୬:୫୩, ୨୧ ମାର୍ଚ୍ଚ ୨୦୧୪ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ ସମ୍ପାଦନା

--ଆଦିତ୍ୟ ମହାର (ଆଲୋଚନା) ୦୪:୪୪, ୨୧ ଅକ୍ଟୋବର ୨୦୧୫ (UTC)

ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ ସମ୍ପାଦନା

 
ରଥଯାତ୍ରା ଗଣସମ୍ପାଦନା ୨୦୧୬

ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"।

ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧ ସମ୍ପାଦନା

  ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। --ଶୈଳେଶ (ପଚାରିବେ କିଛି?)