ଅଳକା ମହାନ୍ତି

ଓଡ଼ିଆ ରାଜନୀତିଜ୍ଞ

ଅଳକା ମହାନ୍ତି (ଜନ୍ମ: ୫ ମଇ ୧୯୬୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୨ ମସିହାରେ ବ୍ରଜରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[][]

ଅଳକା ମହାନ୍ତି
ବିଧାୟିକା: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୩ ଜୁନ ୨୦୨୨ – ଏବେଯାଏଁ
ପୂର୍ବ ଅଧିକାରୀକିଶୋର କୁମାର ମହାନ୍ତି
ନିର୍ବାଚନ ମଣ୍ଡଳୀବ୍ରଜରାଜନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1967-05-05) ୫ ମଇ ୧୯୬୭ (ବୟସ ୫୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀକିଶୋର କୁମାର ମହାନ୍ତି
ବାପା/ବୋଉନବୀନ ଚନ୍ଦ୍ର ପଟ୍ଟନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ସମ୍ପାଦନା

ଅଳକା ୧୯୬୭ ମସିହାର ମଇ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନବୀନ ଚନ୍ଦ୍ର ପଟ୍ଟନାୟକ ।[] ତାଙ୍କ ପତି କିଶୋର କୁମାର ମହାନ୍ତି ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ ଏବଂ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[]

ରାଜନୈତିକ ଜୀବନ

ସମ୍ପାଦନା

ଅଳକା ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ସେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ[] ୨୦୨୨ ମସିହାରେ ବ୍ରଜରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[][][] ଏହି ନିର୍ବାଚନରେ ସେ ସମୁଦାୟ ୯୩,୯୫୩ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୬୬,୧୨୨ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[][୧୦]

  1. Dharitri; Bhadra, Tejashree (13 June 2022). "ଆଜି ବିଧାୟିକା ଭାବେ ଶପଥ ନେବେ ଅଳକା ମହାନ୍ତି - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Archived from the original on 26 August 2023. Retrieved 26 August 2023.
  2. Das, Haraprasad (2022-06-03). "BJD candidate Alaka Mohanty wins Brajarajnagar bypoll by a huge margin". Pragativadi (in ଆମେରିକୀୟ ଇଂରାଜୀ). Retrieved 2023-08-26.
  3. "Smt. Alaka Mohanty". odishaassembly.nic.in. Odisha Assembly. Retrieved 26 August 2023.
  4. "Odisha: BJD candidate Alaka Mohanty records landslide victory in Brajrajnagar bypoll". India Today (in ଇଂରାଜୀ). Retrieved 2023-08-26.
  5. "Brajrajnagar Assembly bypoll: BJD's Alaka Mohanty takes early lead over BJP, Congress candidates". The Indian Express (in ଇଂରାଜୀ). 2022-06-03. Retrieved 2023-08-26.
  6. "BJD Candidate Alaka Mohanty Takes Early Lead In Brajrajnagar Assembly By-Poll". Outlook (in English). 3 June 2022. Retrieved 26 August 2023.{{cite news}}: CS1 maint: unrecognized language (link)
  7. "ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ". ସମାଜ. ଭୁବନେଶ୍ୱର. 9 May 2022. Archived from the original on 26 August 2023. Retrieved 26 August 2023.
  8. Sharma, Vikash. "BJD fields Alaka Mohanty as its candidate for Brajrajnagar bypoll". BJD fields Alaka Mohanty as its candidate for Brajrajnagar bypoll (in ଇଂରାଜୀ). Retrieved 2023-08-26.
  9. "ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ରଜରାଜନଗର ବିଧାୟିକା ଅଳକା". Argus News (in ଇଂରାଜୀ). 5 June 2022. Retrieved 26 August 2023.
  10. "Brajarajnagar bypoll result: BJD's Alaka Mohanty defeats Kishore Patel of Congress by 65,000 votes". The Times of India. 2022-06-03. ISSN 0971-8257. Retrieved 2023-08-26.