ବୌଦ୍ଧଗଡ଼

ଓଡିଶାର ଏକ ଜିଲ୍ଲା, ଭାରତ

ଏହି ଲେଖାଟି ବୌଦ୍ଧ ଜିଲ୍ଲାର ବୌଦ୍ଧ ସହର ବାବଦରେ । ବାକିସବୁ ବିକଳ୍ପ ବ୍ୟବହାର ପାଇଁ, ଗୌତମ ବୁଦ୍ଧ, ବୌଦ୍ଧ ଧର୍ମ ଦେଖନ୍ତୁ ।

ବୌଦ୍ଧ
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବୌଦ୍ଧ ଜିଲା
ଭାଷାଓଡ଼ିଆ, ଇଂରାଜୀ
 • ଘନତା609/km2 (1,580/sq mi)
ସମୟ ମଣ୍ଡଳIST (+୫.୩୦)
ରାମନାଥ/ ରାମେଶ୍ୱର ଦେଉଳ

ବୌଦ୍ଧ ସହର ଓଡ଼ିଶାର ବୌଦ୍ଧ ଜିଲ୍ଲାର ସଦର ମହକୁମା ଓ ପ୍ରଶାସନିକ ମୁଖ୍ୟ ସହର।

ଭୂଗୋଳସମ୍ପାଦନ କରନ୍ତୁ

 
ମହାନଦୀ ସେତୁ

ବୌଦ୍ଧ ସହର ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ ବୌଦ୍ଧ ଜିଲ୍ଲାରେ ଅବସ୍ଥିତ । ଏହା ମହାନଦୀ କୂଳରେ ରହିଅଛି ।

ଇତିହାସସମ୍ପାଦନ କରନ୍ତୁ

ଲୋକଗଣନାସମ୍ପାଦନ କରନ୍ତୁ

୨୦୧୧ ଜଣଗଣନା ଅନୁସାରେ,[୨] ବୌଦ୍ଧର ଲୋକସଂଖ୍ୟା ୧,୫୬,୪୩୦ । ପୁରୁଷ ସଂଖ୍ୟା ୮୨,୧୦୬ ଓ ମହିଳା ସଂଖ୍ୟା ୭୪,୩୨୪ ।

ପର୍ଯ୍ୟଟନସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; Population details ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. Alphabetical list of towns and their population, ଭାରତୀୟ ଜନଗଣନା, ୨୦୧୧

ବାହାର ତଥ୍ୟସମ୍ପାଦନ କରନ୍ତୁ